ଦେଶ- ବିଦେଶ

ଧନତେରସ ଦିନ ଘରକୁ ଆଣନ୍ତୁ ଏହି ( 10ଟି ଜିନିଷ ) ହେବ ଧନର ବୃଦ୍ଧି

ବନ୍ଧୁଗଣ ଧନ୍ତେରସ ଦିନ ଆପଣ କେଉଁ ଜିନିଷ କିଣିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ, ବନ୍ଧୁଗଣ ଏବେ ଦୀପାବଳି ଏବଂ ଧନ୍ତେରସର ପର୍ବ ଚାଲିଛି ଏହି ଦୁଇ ପର୍ବ ଧନ ସହିତ ଜଡିତ ଅଟେ । ଏହି ଦୁଇ ଦିନ କରା ଯାଇଥିବା କାମ ଆମର ଧନରେ ବୃଦ୍ଧି କରାଇଥାଏ । ଏହାର ଏହି କାରଣ ଅଟେକି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେମାନେ କେତେକଣ ଉପାୟ କରିଥାନ୍ତି, ଜ୍ଯୋତିଷ ଓ ତନ୍ତ୍ର ଶାସ୍ତ୍ର ରେ କିଛି ଏମିତି ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଏବଂ ଘରକୁ ଧନର ଆଗମନ ହୋଇଥାଏ । ଚାଲନ୍ତୁ ଜାଣିବା ସେଇ ବସ୍ତୁ ମାନଙ୍କ ବିଷୟରେ ଯାହାକୁ ଆପଣ ଦୀପାବଳି କି ଧନ୍ତେରସ ଦିନ ଘରେ ସ୍ଥାପିତ କରିଦେବେ ଆପଣଙ୍କ ଘରେ ୧୦୦ ବର୍ଷ ପର୍ଯ୍ୟନ୍ତ ଧନର ଅଭାବ ରହିବ ନାହିଁ । ପ୍ରଥମ ଟି ହେଉଛି ଲୁଣ, ଧନତେରସ ଦିନ ଲୋକେ ସୁନା ଗହଣା କିଣନ୍ତି, କିନ୍ତୁ ଆପଣ ଯଦି ଏ ସବୁ ବଦଳରେ ଗୋଟେ ଲୁଣ ପ୍ଯାକେଟ ଘରକୁ ଆଣନ୍ତି ତେବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ କାରଣ ଲୁଣର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଥାଏ ।

ନମ୍ବର ୨ ଧନ୍ତେରସ ଦିନ ଆପଣ ଯଦି ଘରକୁ ଖଣ୍ଡ ହଳଦୀ ଆଣିବେ ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ । ଭାଗ୍ୟରେ ପରିବର୍ତନ ଘିଟିଥାଏ ।

ନମ୍ବର ୩ ଗୋମତୀ ଚକ୍ର ।

ଗୋମତିଚକ୍ର ଆପଙ୍କୁ ବହୁତ ସହଜରେ ମିଳିଯିବ ଏହି ଗମତିଚକ୍ରକୁ ଯଦି ଆପଣ ଧନ୍ତେରସ ଦିନ ଘରକୁ ଆଣିବେ ତାହାଲେ ଆପଣଙ୍କ ଧନ ଧାନ୍ୟରେ ବୃଦ୍ଧି ଘଟିବ ।

ନମ୍ବର ୪ ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର । ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।

ନମ୍ବର ୫ ରୂପାର ଗଣେଶ କିମ୍ବା ମା ଲକ୍ଷ୍ମୀଙ୍କର ମୂର୍ତି ଧନ୍ତେରସ ଦିନ ବିଧିବଧାନରେ ପୂଜା କରି ସାରିବା ପରେ ଘରେ ସ୍ଥାପିତ କରନ୍ତୁ ଏହା କରିବା ଦ୍ଵାରା ଘରେ କେବେ ବ ଧନର ଅବାବ ହୋଇନଥାଏ ଏବଂ ଘରେ ସୁଖ ଶାନ୍ତି ର ବାସ ହୋଇଥାଏ ।

ନମ୍ବର ୬ ଲଘୁ ନଡିଆ, ଏହି ନଡିଆ ସାଧାରଣ ନଡିଆ ଠାରୁ ଟିକେ ସାନ ହୋଇଥାଏ ଏହାକୁ ଶ୍ରୀ ଫଳ ମଧ୍ୟ କୁହାଯାଏ । ଅର୍ଥାତ ମା ଲକ୍ଷ୍ମୀଙ୍କ ଫଳ । ଧନ୍ତେରସ ଦିନ ଏହି ନଡିଆକୁ ପୂଜା କରିବା ପରେ ନଡିଆକୁ ଲାଲ କପଡା ରେ ବାନ୍ଧି ଏମତି ଜାଗାରେ ରଖୀ ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନ ପଡିବ ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଘରେ ବାସ କରିବେ ।

ନମ୍ବର ୭ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା, ଧନ୍ତେରସ ଦିନ ରୂପାର ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ତାହାର ପୂଜା କରନ୍ତୁ । ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତି ହେବ ।

ନମ୍ବର ୮ କଉଡି, ଏହି ଜିନିଷ ଦେଖବାକୁ ବହୁତ ସାମାନ୍ଯ ଅଟେ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରୀ ଅଟେ, ଏହାକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଇଥାଏ, ଧନ୍ତେରସ କିମ୍ବା ଦୀପାବଳି ଦିନ ଏହାକୁ ପୂଜା ଘରେ କିମ୍ବା ସିଂଦୁକ ରେ ସ୍ଥାପିତ କରିଦେବ ତେବେ ଆପଣଙ୍କ ଘରେ ଧନର ବର୍ଷ ହେବ ।

ନମ୍ବର ୯ ମୋତି ଶଙ୍ଖ ଏହି ଶଙ୍ଖାର ବହୁତ ମହତ୍ଵ ଅଛି ଏହି ଶଙ୍ଖ ଦେଖିବାକୁ ବହୁତ ସୁନ୍ଦର ଏବଂ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଧନ୍ତେରସ ଦିନ ଏହାକୁ ନିଜ ପୂଜା ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

ନମ୍ବର ୧୦ ଏକ ଆଖି ନଡିଆ ବା ଏକାଖି ନଡିଆ, ଏହାକୁ ଘରେ ସ୍ଥାପିତ କରିବା ଦ୍ଵାରା ମଣିଷର ଭାଗ୍ୟ ଦେଖୁ ଦେଖୁ ବଦଳିଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button