ମନୋରଞ୍ଜନ

ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି ୪ ଟି ନାମର ଝିଅ- Jyotish Shastra

ପ୍ରେମରେ କେବେ ଧୋକାବାଜ୍ ସାବ୍ୟସ୍ତ ହୋଇ ନାହାନ୍ତି ଏହି ୪ଟି ନାମ ଥିବା ବାଲା ଝିଅ। ଆଜି ଆମେ ସେହି ୪ଟି ନାମ ଝିଅ ବିଷୟରେ କହିବୁ ଯିଏ ବହୁତ ସଚ୍ଚୋଟ ଏବଂ ବିଶ୍ବସ୍ତ ଅଟନ୍ତି। ତେବେ ଆସନ୍ତୁ ଜାଣିବା ସେହି ୪ଟି ନାମର ଝିଅଙ୍କ ବିଷୟରେ। ଜଦି ଆପଣ ଗୋଟିଏ ଜୀବନସାଥିର ସନ୍ଧାନରେ ଅଛନ୍ତି ଯିଏ ବୁଦ୍ଧିମାନ ହେବା ସହିତ ଜୀବନସାରା ଆପଣଙ୍କ ସାଥିରେ ରହିବ ତେବେ ଚିନ୍ତା ନକରି ଏହି ୪ଟି ଅକ୍ଷରରେ ନାମ ଥିବା ଝିଅଙ୍କ ସହିତ ଆପଣଙ୍କ ହୃଦୟ ଯୋଡ଼ି ପାରନ୍ତି।

ଏହି ନାମର ଝିଅ ନା କେବଳ ଆପଣଙ୍କ ବିଶ୍ଵାସ ବଜାୟ ରଖିବେ ବରଂ ଆପଣଙ୍କ ସୁଖଦୁଃଖରେ ମଧ୍ୟ ଆପଣଙ୍କ ସାଥିରେ ରହିବେ। ତେବେ ବିନା ବିଳମ୍ବରେ ଆପଣଙ୍କୁ ସେହି ୪ଟି ନାମ ଥିବା ଝିଅଙ୍କୁ ବିସ୍ତାରରେ କହିବୁ ଯିଏକି ପ୍ରେମରେ କେବେବି ଧୋକା ଦିଅନ୍ତି ନାହିଁ।

୧- K ନାମ ଥିବା ବାଲି ଝିଅ : ଯେଉଁ ଝିଅଙ୍କ ନାଁ K ଅକ୍ଷରରୁ ଆରମ୍ଭ ହୁଏ ତାଙ୍କ ବିଷୟରେ ଏହା କୁହାଯାଏ କି ଗୁଣରୁ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏହି ନାମର ଝିଅ ବହୁତ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାର୍ଟନର ପାଇଁ ମଧ୍ୟ ସମୟ ବାହାର କରି ନିଅନ୍ତି। ଏମାନେ ନିଜ ପାର୍ଟନର ପାଇଁ ବହୁତ ସଚ୍ଚୋଟ ହୋଇଥାନ୍ତି।

୨- G ନାମ ଥିବା ବାଲି ଝିଅ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ସ୍ବଭାବରୁ ବହୁତ ଜିଦ୍ ଖୋର ହୋଇଥିଲେ ମଧ୍ୟ ସେ ପରିଶ୍ରମୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି ଏବଂ ଏହି ନାମର ଝିଅ ଘର ପରିବାର ସମ୍ଭାଳିବାକୁ ସବୁଠାରୁ ଆଗରେ ରୁହନ୍ତି।

୩- S ନାମ ଥିବା ବାଲି ଝିଅ : ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ନାଁ ନିଜ ପାର୍ଟନରକୁ ନେଇ ବହୁତ ଗମ୍ଭୀର ରୁହନ୍ତି ‌। ଏହି ନାମର ଝିଅ ବହୁତ ଭୟ କରନ୍ତି ଏବଂ ଲାଜକୁଳୀ ଅଟନ୍ତି। ଏହି ନାମର ଝିଅ ନିଜର ସମ୍ପର୍କ ଏବଂ କ୍ୟାରିୟର ସହ ଜଡ଼ିତ ସମସ୍ତ କର୍ତ୍ତବ୍ୟକୁ ଭଲ ଭିବେ ଲିଭାଇ ଥାନ୍ତି।

୪- M ନାମର ଥିବା ବାଲି ଝିଅ : କୁହାଯାଏ ଯେ M ନାମ ଥିବା ଝିଅ ପ୍ରେମରେ ବହୁତ କଡ଼ା ହୋଇ ଥାନ୍ତି ଏବଂ ଏହି ନାମ ଥିବା ଝିଅ ନିଜ ସାଥିକୁ ବହୁତ ଅଧିକ ଭଲ ପାଆନ୍ତି। ଖାଲି ସେତିକି ନୁହେଁ M ନାମ ଥିବା ଝିଅ ନିଜ ସାଥିର ବହୁତ ଅଧିକ ସମ୍ମାନ କରନ୍ତି।

ତେବେ ବନ୍ଧୁଗଣ ଏହା ଥିଲା ସେହି ୪ଟି ନାମର ଝିଅ ଯିଏ ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ ଏବଂ ହୃଦୟ ଦେଇ ଏମାନେ ବହୁତ ଭଲ ପାଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button