ମନୋରଞ୍ଜନ

Jyotish Shastra- ସବୁଠୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ୬ ଟି ନାମର ଝିଅ

ପ୍ରେମର ଅନେକ ପ୍ରକାର ରହିଛି ଓ ଜୀବନରେ ଏହା ଏକ ସୁନ୍ଦର ଅନୁଭୂତି ଅଟେ। ଏ ସବୁ ମଧ୍ୟରେ ଜୀବନସାଥିଙ୍କ ସହ ସମ୍ପର୍କ ସବୁଠୁ ନିଆରା ହୋଇଥାଏ। କୁହାଯାଏ ପ୍ରେମରେ ପଡିଲେ ଝିଅମାନେ ନିଜ ସାଥିଙ୍କ ପାଖରେ ବହୁତ ଅଳି ଅଝଟ କରନ୍ତି ।

ନିଆରା ଢଙ୍ଗରେ ସାଥିଙ୍କ ପ୍ରତି ନିଜ ପ୍ରେମ ମଧ୍ୟ ପ୍ରକାଶ କରନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ଏପରି କିଛି ନାମର ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ସବୁଠୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ସେମାନେ ନିଜ ସାଥିଙ୍କୁ ପ୍ରେମ କରିବାକୁ କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ।

A ନାମର ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ନାମର ଝିଅମାନେ ଅନ୍ୟ ଝିଅଙ୍କ ତୁଳନାରେ ଅଧିକ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ସାଥିଙ୍କୁ ନେଇ ବହୁତ ସ୍ବପ୍ନ ଦେଖନ୍ତି। ଏହି ନାମର ଝିଅମାନେ ନିଜ ସାଥିଙ୍କ ହୃଦୟ ଜିତିବାରେ ଓ ତାଙ୍କୁ ଖୁସି କରିବାରେ କୌଣସି ସୁଯୋଗ ଛାଡନ୍ତି ନାହିଁ। ଏହା ସହ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରୋମାଣ୍ଟିକ ଅନ୍ଦାଜରେ ବଞ୍ଚିବାକୁ ପସନ୍ଦ କରନ୍ତି।

L ନାମର ଝିଅମାନେ

ଜ୍ୟୋତିଷ ଅନୁସାରେ ଏହି ନାମର ଝିଅମାନେ ଜୀବନରେ ପ୍ରେମକୁ ସବୁଠୁ ଅଧିକ ଗୁରୁତ୍ବ ଦିଅନ୍ତି। ସେଥିପାଇଁ ସେମାନେ ନିଜ ସାଥିଙ୍କ ପାଇଁ ଯେକୌଣସି ବିଷୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ ସମସ୍ତ ବିଷୟକୁ ହୃଦୟରୁ ଭାବନ୍ତି ଓ ଖୁବ୍ ଭଲ ଭାବେ ସମ୍ପର୍କ ତୁଲାଇବା ଜାଣନ୍ତି। କେବଳ ଏତିକି ନୁହେଁ ଏମାନେ ନିଜ ପ୍ରିୟଜନଙ୍କୁ କେବେ ମଧ୍ୟ ଦୁଃଖୀ ଓ ନାରାଜ ଦେଖି ପାରନ୍ତି ନାହିଁ।

N ନାମର ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ N ନାମର ଝିଅମାନଙ୍କ ସବୁଠୁ ଖାସ୍ ଗୁଣ ହେଉଛି ଏମାନେ ବହୁତ ସାହାଯ୍ୟକାରୀ ସ୍ୱଭାବର ହୋଇଥାନ୍ତି। ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି ଓ ପ୍ରେମ ମାମଲାର ସଫା ଓ ହୃଦୟରୁ ଚିନ୍ତା କରୁଥିବା ଝିଅ ଅଟନ୍ତି। ମାନା ଯାଏ କି ନିଜ ପ୍ରେମ ଜୀବନରେ ଏମାନେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି ଓ ନିଜ ସାଥିଙ୍କୁ ସବୁବେଳେ ଖୁସି ରଖିବାକୁ ଚାହାଁନ୍ତି।

S ନାମର ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ S ନାମର ଝିଅମାନଙ୍କ ହୃଦୟ ସଫା ହେବା ସହ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ବୋଲି କୁହାଯାଏ। ଏମାନେ ନିଜ ସାଥିଙ୍କୁ ଖୁସି କରିବାକୁ ସବୁବେଳେ ନୂଆ ନୂଆ ଉପାୟ ଖୋଜୁଥାନ୍ତି। ଏମାନେ ଯାହାଙ୍କୁ ମଧ୍ୟ ପ୍ରେମ କରନ୍ତି ଜୀବନ ସାରା ତାଙ୍କ ସହ ରୁହନ୍ତି। ଏହି ଝିଅଙ୍କୁ ଜୀବନସାଥୀ ରୂପେ ପାଉଥିବା ପୁଅଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ମାନାଯାଏ।

R ନାମର ଝିଅମାନେ

ଜ୍ୟୋତିଷ ଅନୁସାରେ ଏହି ନାମର ଝିଅମାନେ ମଧ୍ୟ ବହୁତ ରୋମାଣ୍ଟିକ ଅଟନ୍ତି। ଏମାନେ ଜୀବନକୁ ଖୋଲି କରି ବଞ୍ଚିବାକୁ ପସନ୍ଦ କରନ୍ତି। ସେଥିପାଇଁ ଏମାନେ ନିଜ ଜୀବନସାଥିଙ୍କୁ ସବୁବେଳେ ଖୁସି ରଖନ୍ତି। ଏମାନେ ସଫା ହୃଦୟର ହେବ ସହ ନିଜ ସାଥିଙ୍କୁ କେବେ ଧୋକା ଦିଅନ୍ତି ନାହିଁ। ରୋମାନ୍ସ ମାମଲାରେ ଏମାନେ ଖୁବ୍ ରୋମାଣ୍ଟିକ ହୋଇଥାନ୍ତି।

P ନାମର ଝିଅମାନେ

ଜ୍ୟୋତିଷ ଅନୁସାରେ P ନାମର ଝିଅମାନେ ମଧ୍ୟ ଖୁବ୍ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ନିଜ ସାଥିଙ୍କ ସହ ଅଧିକାଂଶ ସମୟ ରୋମାଣ୍ଟିକ ମୁଡ୍ ରେ ହିଁ କାଟନ୍ତି। ଏମାନେ ସମସ୍ତ ବିଷୟରୁ ନିଜ ସାଥିଙ୍କୁ ସୁରକ୍ଷା ଦେଇଥାନ୍ତି ଓ ସାଥିଙ୍କୁ ପ୍ରେମ କରିବା ସହ ଖୋଲି କରି ପ୍ରେମ ପ୍ରକାଶ କରିବାକୁ ପସନ୍ଦ କରନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button