ମନୋରଞ୍ଜନ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ପାରା ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭବିଷ୍ୟତ

ନମସ୍କାର ଦର୍ଶକବନ୍ଧୁ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି।
Special report
ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ତିନୋଟି ନମ୍ବର ବା ପାରା ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ପାରା ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧:- ଯଦି ଆପଣ ପ୍ରଥମ ପାରାଟିକୁ ବାଛିଛନ୍ତି ତେବେ, ଆପଣ କୌଣସି ଚିନ୍ତାରେ ଗ୍ରସ୍ତ ଅଛନ୍ତି। ସନ୍ତାନକୁ ନେଇ କଷ୍ଟ ଭୋଗୁଛନ୍ତି। ମନ ମଧ୍ୟରେ ନାନା ଉଦ୍ବେଗ ଜାତ ହେଉଅଛି। ଯାହା ଭାବୁଛନ୍ତି ସେହି କାର୍ଯ୍ୟକୁ କରିପାରୁ ନାହାଁନ୍ତି।
Special report
ଅନ୍ୟମାନଙ୍କ ଲାଗି ବିଶେଷ ଚିନ୍ତା ଆପଣ କରୁଛନ୍ତି। ପାରିବାରିକ ଅଶାନ୍ତି ବଢ଼ି ଚାଲିଛି। ଆପଣଙ୍କ ମନ ବର୍ତ୍ତମାନ ଭଲ ନାହିଁ। ମିତ୍ର ପରିଜନମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି। ସମସ୍ତ ଲାଭ କର୍ମରେ କ୍ଷତି ମିଳୁଛି। ସ୍ତ୍ରୀଙ୍କ କଥା ମାନନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ।
୨:- ଆପଣ ଯଦି ଦ୍ୱିତୀୟ ପାରାଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନରେ ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟା ଦୂର ହେବାକୁ ଯାଉଛି। ଆପଣ ଏଥର କୌଣସିବି କାର୍ଯ୍ୟ କରିବେ ସେଥିରେ ବର୍ତ୍ତମାନ ନିହାତି ସଫଳ ମିଳିବ।
Special report
ପୂର୍ବରୁ ଗ୍ରହ ଦୋଷ କାରଣରୁ ଯେଉଁ ସମସ୍ୟା ଥିଲା କିମ୍ବା କୌଣସି ଶାରୀରିକ ସମସ୍ୟା ଥିଲା ବର୍ତ୍ତମାନ ଦୂର ହୋଇଯିବ। ଏକ ଛୋଟ ଉପାୟ ଅନୁଯାୟୀ ଧଳା ରଙ୍ଗର ମୁକ୍ତା ଏକ ରୂପା ମୁଦ୍ରାରେ ପୁରାଇ ଧାରଣ କରନ୍ତୁ। ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ଏବଂ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହେବ।
୩:- ଆପଣ ଯଦି ତୃତୀୟ ପାରାଟିକୁ ବାଛିଛନ୍ତି ତେବେ, ଆପଣ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି। କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ। ଆପଣାର ଲୋକ ଦୂରେଇ ଯାଉଛନ୍ତି। ଆପଣଙ୍କ ପାଖରେ ବର୍ତ୍ତମାନ ଆର୍ଥିକ ଚିନ୍ତା ସବୁଠାରୁ ଅଧିକ ଦେଖା ଦେଉଛି।
ଆୟ ଠାରୁ ବ୍ୟୟ ସବୁଠାରୁ ଅଧିକ ହେଉଛି। ଆପଣ କିଛି ଭଲ କର୍ମ କରିଛନ୍ତି ଯାହାର ଶୁଭ ଫଳ ଆପଣଙ୍କୁ ବର୍ତ୍ତମାନ ପ୍ରାପ୍ତ ହେଉଛି। ଆପଣ କୌଣସି କ୍ଷେତ୍ରରେ ସମ୍ମାନିତ ହେବାକୁ ଯାଉଛନ୍ତି। ଧନ ଜନିତ ସମସ୍ୟା ରହିବ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button