ମନୋରଞ୍ଜନ

ଝିଅମାନଙ୍କର ବସିବାର ତରିକାରୁ ଜାଣନ୍ତୁ ତାଙ୍କର ସବୁ ରାଜ, କଣ ଆପଣଙ୍କ ଗର୍ଲଫ୍ରେଣ୍ଡ ତ ବସୁନାହାନ୍ତି ଏମିତି

ଦୁନିଆ ବହୁତ ଅଜବ, ସେଥିପାଇଁ ଏଠାରେ ହେଉଥିବା ସବୁ ଜିନିଷର କିଛି ଅଲଗା ଅଲଗା ମହତ୍ଵ ରହି ଥାଏ । କେତେକ ଜିନିଷକୁ ଆମେ ଦେଖି ଥାଉ ଏବଂ କେତେକ ଜିନିଷକୁ ଆମେ ଅଣଦେଖା କରିଦେଉ । ଆମର ଜୀବନରେ ସବୁଦିନ କିଛି ନା କିଛି ନିଶ୍ଚିତ ହୋଇଥାଏ, ଯାହା ଆମ ଜୀବନ ସହିତ ଜଡିତ ଥାଏ ।

ଯଦି ଆପଣ ନିଜର ଛୋଟ ଛୋଟ କାମ ଉପରେ ଧ୍ୟାନ ଦେବେ କିମ୍ବା ସାମ୍ନା ବାଲା ବ୍ୟକ୍ତିର କାମ ଉପରେ ଧ୍ୟାନ ଦେବେ ତେବେ ଆପଣଙ୍କୁ ବହୁତ କିଛି ଜଣା ପଡିଯିବ । ତେବେ ଚାଲନ୍ତୁ ଆଜି ଆମେ ଝିଅମାନଙ୍କର ଲାଇଫ ସହିତ ଜଡିତ ଗୋଟିଏ ବଡ ରହସ୍ୟ ବିଷୟରେ ଆପଣଙ୍କୁ କହିବୁ ।

‘ଫର୍ସ୍ଟ ଇମ୍ପ୍ରେଶନ ଇଜ ଲାସ୍ଟ ଇମ୍ପ୍ରେଶନ’ ଏହି କଥା ତ ଆପଣ ଶୁଣି ଥିବେ । କଣ ଆପଣ ଜାଣନ୍ତି କି ଝିଅମାନଙ୍କର ବସିବା ର ଉପାୟ ଦ୍ଵାରା ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ଆପଣ ତାଙ୍କ ସ୍ଵଭାବ ବିଷୟରେ ମଧ୍ୟ ଜାଣି ପାରିବେ । ତେବେ ଚାଲନ୍ତୁ ଜାଣିବା ଝିଅମାନଙ୍କର ବସିବା ଉପାୟ ଦ୍ଵାରା କଣ କଣ ଜଣା ପଡି ଥାଏ ।

୧. ଦୁଇ ଗାଲରେ ହାତ ରଖି ବସିବା

ଯେଉଁ ଝିଅମାନେ ଏଭଳି ବସନ୍ତି, ସେହି ଝିଅମାନେ ଜୀବନରେ ଆଗକୁ ବଢିବା ଜାଣନ୍ତି, କିନ୍ତୁ ସେମାନଙ୍କୁ ଲାଗେ କି ଜୀବନରେ ଆସୁଥିବା ସମସ୍ୟା ଗୁଡିକୁ ସେମାନେ ନଜର ଅନ୍ଦାଜ କରିଦେବେ, ଏମିତିରେ ସମସ୍ୟା ନିଜେ ହିଁ ଦୂର ହୋଇ ଯିବ । ଏମାନଙ୍କୁ କେବଳ ଜୀବନରେ ମଜା କରିବାକୁ ଆସି ଥାଏ।

୨. ଗୋଡ ଉପରେ ଗୋଡ ରଖି ବସିବା

ଯେଉଁ ଝିଅମାନେ ଏହି ପରି ବସନ୍ତି, ସେମାନେ ଚଞ୍ଚଳ ସ୍ଵଭାବର ଅଟନ୍ତି । ଏତିକି ନୁହେଁ ଏମାନେ କିଛି ବି କହିବା ପୂର୍ବରୁ ଭାବନ୍ତି ନାହିଁ, ଯାହା ମୁଣ୍ଡରେ ଆସେ ତାହା କହି ଦିଅନ୍ତି, ଏମିତିରେ ତାଙ୍କୁ ପରେ ପଶ୍ଚାତାପ କରିବାକୁ ପଡେ ।

୩. ସିଧା ବସିବା

ଯେଉଁ ଝିଅମାନେ ପୁରା ସିଧା ବସନ୍ତି, ସେମାନେ ବହୁତ ଭଲ ଅଟନ୍ତି । ଏମାନଙ୍କୁ କିଛି କାମକୁ ଦାୟିତ୍ଵ ସହ ପୂର୍ଣ କରିବାକୁ ଭଲ ଲାଗେ । ଏମାନେ ଅନ୍ୟ ଲୋକମାନଙ୍କ ସହ ବହୁତ ଜଲ୍ଦି ମିଶି ଯାଆନ୍ତି, ସେଥିପାଇଁ ଏମାନଙ୍କର ବ ଆହୁତ ବେଶୀ ବନ୍ଧୁ ହୋଇ ଥାନ୍ତି । ଏହି ଭଳି ଝିଅମାନେ ଜୀବନରେ ବହୁତ ଆଗକୁ ଯାଆନ୍ତି, ଏମାନଙ୍କୁ କାହାର ସାହାଜ୍ଯ ନେବାକୁ ଭଲ ଲାଗେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button