ଦେଶ- ବିଦେଶ

ରାତିରେ ନାରୀମାନଙ୍କୁ କରିବା କଥା ନୁହେଁ ଏହି ସବୁ କାମ, ଜୀବନ ହୋଇପାରେ ବର୍ବାଦ

ମହିଳା ମାନଙ୍କ ପାଇଁ କୁହାଯାଏକି ସେମାନେ ଘର କୁ ସଜେଇ ବି ପାରନ୍ତି ଏବଂ ତାକୁ ଭାଙ୍ଗି ବି ପାରନ୍ତି । ମହିଳା ମାନେ ଘର ର ସବୁ କାମ କରନ୍ତି ଏବଂ ସେମାନେ ହିଁ ଘରେ ସୁଖ ଶାନ୍ତି ଆଣନ୍ତି । ଘର କୁ ବନେଇବା ଠୁ ଆରମ୍ଭ କରି ଘର ର ସମ୍ପର୍କ ବନେଇବା ପର୍ଯ୍ୟନ୍ତ ମହିଳାମାନଙ୍କ ର ବହୁତ ଯୋଗଦାନ ଥାଏ । ଯଦି ମହିଳା ମାନଙ୍କ ଦ୍ଵାରା କିଛି ଭୁଲ ହୋଇଯାଏ ଘର ଟି ପୁରା ଖରାପ ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି କାମ ଯାହାକୁ ରାତିରେ ମହିଳା ମାନେ କରିବା ଦ୍ଵାରା ବହୁତ କ୍ଷତି ହୋଇଥାଏ।

ଦାନ କରନ୍ତୁ ନାହିଁ

ଦାନ କରିବା ବହୁତ ଭଲ ଅଟେ, କିନ୍ତୁ ରାତି ସମୟରେ ଯଦି ଘରର କେହି ମହିଳା କାହାକୁ କ୍ଷୀର କିମ୍ବା ଦହି ଦାନ କରନ୍ତି ତେବ ଏହା ମନା ଯାଏ କି ସେ ଘରର ସମୃଦ୍ଧି ଦେଉଛନ୍ତି । ଏହା କରିବା ଦ୍ଵାରା ଘର ର ସୁଖ ଶାନ୍ତି ଭଙ୍ଗ ହୋଇଯାଏ । ପୂର୍ବ ସମୟରେ ଯାହା ଘରେ ଦୁଧ ଦହି ଏବଂ ଘିଅ ରହୁଥିଲା ତାକୁ ବହୁତ ଖୁସି ବ୍ୟକ୍ତି ବୋଲି ମନା ଯାଉଥିଲା ।

ଅଇଁଠା ବାସନ

ଅଇଁଠା ବାସନ ରାତିରେ ଛାଡିବା ଉଚିତ ନୁହେଁ । ଆପଣ ଅଇଁଠା ବାସନ ସକାଳ ପାଇଁ ଛାଡନ୍ତୁ ନାହିଁ । ମହାଭାରତରେ ଦ୍ରୋପଦିଙ୍କୁ ଅକ୍ଷୟ ପାତ୍ର ମିଳିଥିଲା ଯେଉଁଥିରେ ଖାଇବା କେବେ କମ ହବ ନାହିଁ । ଖାଇବା ସେତେବେଳେ କମ ହୁଏ ଯେତେବେଲେ ଦ୍ରୋପଦି ସେଥିରୁ ଖାଇ ନିଅନ୍ତି । ସେଥିପାଇଁ ମହିଳାମାନେ ନିଜ ଘରର ବାସନ ଧୋଇଦିଅନ୍ତୁ ।

ଚୁଟି ଖୋଲନ୍ତୁ ନାହିଁ

ମହିଳାମାନଙ୍କର ଚୁଟି ତାଙ୍କ ପାଇଁ ସୁନ୍ଦରତାର ରହସ୍ୟ ଅଟେ । ଜଣେ ମହିଳା ନିଜର ଚୁଟି ସଜେଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗନ୍ତି । ମହିଳାଙ୍କୁ ରାତିରେ ଶୋଇବା ସମୟରେ କେବେ ବି ନିଜର ଚୁଟି ଖୋଲିବା ଉଚିତ ନୁହେଁ । ଯଦି ଆପଣ ଏହାକୁ ମାନୁ ନାହାନ୍ତି ତେବେ ଘରେ ନକରାତ୍ମକ ଊର୍ଜା ଜନ୍ମ ନେଇ ଥାଏ । ସେଥିପାଇଁ ମହିଳାଙ୍କୁ ଶୋଇବା ସମୟରେ ଚୁଟି ବାନ୍ଧି ଶୋଇବା ଉଚିତ ।

ବେସୀ ଖାଇବା

ରାତିରେ ମହିଳାମାନଙ୍କୁ ବେସୀ ଖାଇବା ଉଚିତ ନୁହେଁ । ବେସୀ ଖାଇବା ଦ୍ଵାରା ଶରୀର ର ସରଞ୍ଚନା ଠିକସେ ହୋଇପାରେ ନାହିଁ ।

ରାତିରେ ସଫା କରିବା

ରାତିରେ ଝାଡୁ ବି ମାରିବା ଉଚିତ ନୁହେଁ । ରାତିରେ ଘର ବାହାରକୁ ଆବର୍ଜନା ପକେଇବା ଉଚିତ ନୁହେଁ । ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ଯଦି ଘରର ଲକ୍ଷ୍ମୀ ରାତିରେ ଘରର ସଫା କରିବେ ତେବେ ଘର କୁ କେବେ ବି ଧନ ଆସିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button