ଜ୍ୟୋତିଷ

ଧନ 10 ଗୁଣା ବଢିବାର ଶାନଦାର ଉପାୟ, ରାତିରେ ଘରେ ଖାଲି ଜଳେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ଧନ ଆପେ ଟାଣି ହୋଇ ଆସିବ (Vastu Tips)

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ବଞ୍ଚିବା ପାଇଁ ଧନର ନିତାଏନଟି ଆବଶ୍ୟକ । ଧନର କମି କାରଣରୁ ଘରେ ଅଭାବ ଅନାଟନ ଲାଗି ରହିଥାଏ । ଆଖିର ଲୁହକୁ କାନିରେ ପୋଛି ନିଜ ଦୁର୍ଭାଗ୍ୟକୁ ଆଦରି ଭଲ ସମୟ ଆସିବାକୁ ଅନାଇ ବସିଥାଏ । ତେବେ ଆଜି ଆପଣଙ୍କ ସେହି ଭଲ ସମୟ ଆସି ସରିଛି । କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି ଦୁଇଟି ଜିନିଷ ସମ୍ପର୍କରେ ଯାହାକୁ ଆପଣ ଘରେ ଜଳାଇବା ଦ୍ଵାରା ଆପଣଙ୍କ ଘରକୁ ଧନର ଆଗମନ ହେବା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ ।

ଆପଣ କିଛି କର୍ପୁର ଏବଂ ଲବଙ୍ଗର ଆବଶ୍ୟକତା ପଡିବ ଏହି ଉପାୟ ପାଇଁ । ଆପଣ ଏହି ଦୁଇଟି ଜିନିଷକୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ । ଆପଣ ଏହାକୁ ଜାଳିବା ଦ୍ଵାରା ଆପଣଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହେବ । ଆପଣ କରିଥିବା ସମସ୍ତ କରଜରୁ ମଧ୍ୟ ମୁକ୍ତି ପାଇଯିବେ ।

ଏହି କାର୍ଯ୍ୟ ଆପଣ କରିବା ଦ୍ଵାରା ଆପଣଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିବ । ଏହାକୁ କରିବା ଫଳରେ ଆପଣଙ୍କ ମନରେ ଥିବା ସମସ୍ତ ଇଛା ପୁରା ହେବାକୁ ଲାଗିବ । ଆପଣ ରାତ୍ରି ସମୟରେ ଗୋଟିଏ ମାଟି ଦୀପରେ କର୍ପୁର ରଖିଦିଅନ୍ତୁ । ଏବଂ ସେହି ଦୀପରେ ପାଞ୍ଚୋଟି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ । ଏହାପରେ ଆପଣ ସେହି କର୍ପୁର ଏବଂ ଲବଙ୍ଗକୁ ନିଆଁ ଲଗାଇ ଦିଅନ୍ତୁ ।

କର୍ପୁର ଏବଂ ଲବଙ୍ଗ ଉଭୟ ଜଳିବାକୁ ଲାଗିଥାଏ । ଦୁଇଟି ଯାକ ଜଳିବା ସମୟରେ ଆପଣ ଏହାକୁ ନେଇ ମୁଖ୍ୟ ଦ୍ଵାରର ବାହାର ପଟର ବାମ ପାଖରେ ରଖି ଦିଅନ୍ତୁ । କାରଣ ଏହି କର୍ପୁର ଜଳିବା ଦ୍ଵାରା ସମସ୍ତ ନକରତ୍ମକ ଊର୍ଜାରୁ ମୁକ୍ତି ମିଳିଥାଏ । ଘରକୁ ଧନ ଆସିବାର ସମସ୍ତ ରାସ୍ତା ଏହା ଖୋଲିଦେଇଥାଏ । ଧନ ସହ ଜଡିତ ଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ ଏହି ଦୁଇଟି ଜିନିଷକୁ ଜାଳିବା ଦ୍ଵାରା ।

ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ଆସିବାକୁ ଲାଗିଥାଏ ।  ଆପଣଙ୍କ ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଯାଇଥାଏ । ଟଙ୍କା ରୋଜଗାର ହେବା ସହ ଆପଣଙ୍କ ସଞ୍ଚୟ ମଧ୍ୟ ବଢିବ । ଆପଣ ଏହା କରିବା ଫଳରେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହି ଉପାୟ ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଟାଣି ଆଣିଥାଏ ।

ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ସେହିଘରେ କେବେ ମଧ୍ୟ ଧନ ଏବଂ ଟଙ୍କା ପଇସାର ଅଭାବ ହୋଇନଥାଏ । ସେହି ଘରର ସମସ୍ତ ଲୋକ ଭୋଗ ବିଳାସରେ ସମୟ କଟାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button