ଦେଶ- ବିଦେଶ

Instresting GK Questions: ସେ କିଏ ଯିଏକି ଅନ୍ୟକୁ ଶୁଖାଏ, କିନ୍ତୁ ନିଜେ ଓଦା ରୁହେ ? ଜିନିୟସ ହୋଇଥିଲେ ଶୀଘ୍ର ଉତ୍ତର ଦିଅନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲାମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହତି ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣିନଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତିର୍ଣ ହୋଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନର ଉତ୍ତର ସମ୍ପର୍କରେ ।

1- କେଉଁ ପଶୁ ନିଜର ଗୋଡକୁ ହାତ ପରି ବ୍ୟବହାର କରିଥାଏ ? ଉତ୍ତର: ମାଙ୍କଡ ନିଜର ଗୋଡକୁ ହାତ ଭଳି ବ୍ୟବହାର କରିଥାଏ ।

2-  ବିଶ୍ଵ ହାତ ଧୁଆ ଦିବସ କେବେ ପାଳନ କରାଯାଏ ? ଉତ୍ତର: ଅକ୍ଟୋବର ମାସ 15 ତାରିଖ ଦିନ ବିଶ୍ଵ ହାତ ଧୁଆ ଦିବସ ପାଳନ କରାଯାଏ ।

3- ଓଡିଶାର ପ୍ରଥମ ସର୍ଜନ ଡାକ୍ତର କିଏ ? ଉତ୍ତର: ଜୋସ୍ମା ଦେବୀ ।

6- ଧୂଆଁ ପତ୍ର ଲଙ୍କା ମରିଚ ଚାଷରେ କେଉଁ ଜିଲ୍ଲା ଅଗ୍ରଣୀ ଅଟେ ? ଉତ୍ତର: କନ୍ଧମାଳ ।

7- କେଉଁ ଜିଲ୍ଲା ମରୁଡି ଗ୍ରସ୍ତ ଜିଲ୍ଲା ଅଟେ ? ଉତ୍ତର: କନ୍ଧମାଳ ।

8-  ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ଓ ଏହାର ଉଚ୍ଚତା କେତେ ? ଉତ୍ତର: ଜଜାତି କେଶରୀ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ ଏବଂ ଏହି ମନ୍ଦିରର ଉଚ୍ଚତା ଥିଲା 180 ଫୁଟ ।

9- ଶ୍ରବଣ ଧାରା ଜଳ ପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର: କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ।

10- ଗନ୍ଧମାର୍ଦ୍ଧନ କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର ବଲାଙ୍ଗୀର ଜିଲ୍ଲାରେ ଗନ୍ଧମାର୍ଦ୍ଧନ ଅବସ୍ଥିତ ।

11- ଚିଲିକା ହ୍ରଦରେ କେଉଁ ଚାଷ କରାଯାଏ ? ଉତ୍ତର: ଚିଙ୍ଗୁଡି ।

12- ଓଡିଶାରେ ସବୁଠାରୁ ବଡ ଜିଲ୍ଲାର ନାମ କଣ ଲୋକ ସଂଖ୍ୟା ଅନୁଯାୟୀ ? ଉତ୍ତର: ଗଞ୍ଜାମ ।

13-  ବିନ୍ଦୁସାଗର କେଉଁଠି ଅବସ୍ଥିତ ? ଉତ୍ତର: ଭୁବନେଶ୍ଵରରେ ବିନ୍ଦୁସାଗର ଅବସ୍ଥିତ ଅଟେ ।

14- ବିଶ୍ଵର ସବୁଠାରୁ ବଡ ମହାଦ୍ଵୀପର ନାମ କଣ ? ଉତ୍ତର: ଏସିଆ ।

15- ଭାରତ ସମ୍ବିଧାନର ପିତା ବୋଲି କାହାକୁ କୁହାଯାଏ ? ଉତ୍ତର: ଭୀମରାଓ ଆମ୍ବେଦକର ।

16- ଭାରତରେ ସର୍ବ ପ୍ରଥମେ କେଉଁ ମସିହାରେ ମୋବାଇଲ ଆରମ୍ଭ ହୋଇଥିଲା ? ଉତ୍ତର: ୧୯୯୫ ।

୧୭- ରାମାୟଣ ସର୍ବ ପ୍ରଥମେ କେଉଁ ଭାଷାରେ ରଚନା କରଯାଇଥିଲା ? ଉତ୍ତର : ସଂସ୍କୃତ ଭାଷାରେ ରଚନା କରାଯାଇଥିଲା ।

୧୮- ସେ କିଏ, ଯିଏକି ଅନ୍ୟକୁ ସୁଖାଏ କିନ୍ତୁ ନିଜେ ଓଦା ହୁଏ ? ଉତ୍ତର: ଗାମୁଛା ହେଉଛି ଏହାର ସଠିକ ଉତ୍ତର ଯିଏକି ନିଜେ ଓଦା ହୁଏ କିନ୍ତୁ ଅନ୍ୟ ମାନେ ଏଥିରେ ପୋଛି ହୋଇ ଶୁଖିଯାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button