ଦେଶ- ବିଦେଶ

ରାତିରେ ଫୋନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ ! ପୁରୁଷମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ଆଜିଭଳି ଦିନରେ ସମସ୍ତଙ୍କର ପ୍ରାଏ ଗୋଟିଏ ହିଁ ଅଭ୍ଯାସ ବହୁତ ରାତି ପର୍ଯ୍ୟନ୍ତ ଲାପଟପ ଅଥବା ମୋବାଇଲ ଫୋନ ରେ କିଛି ନା କିଛି ଦେଖିବା। ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୁରୁଷ ଙ୍କ ପାଇଁ ଘାତକ ସାଜିପାରେ । ବନ୍ଧୁଗଣ ଲାପଟପ ଅଥବା ଫୋନ ରୁ ବାହାରୁଥିବା ନୀଳଲାଇଟ ପୁରୁଷ ଙ୍କ ସ୍ପର୍ନ କୁ ଖରାପ କରିଦେବ । ବନ୍ଧୁଗଣ ଏହି ବିବରଣୀ ଟି ଆମେରିକାର ୱାରଚୁଆଲ ସ୍ଲିପ ପତ୍ରିକାରୁ ବାହାରିଛି । ସ୍ଟଡି ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷ ଙ୍କ ସ୍ପର୍ନ ସାମ୍ପଲ କୁ ନେଇ ପରୀକ୍ଷା କରିଥିଲେ ।

ଏହି ସମସ୍ତ ଲୋକ ଫଟିଲିଟି ଇଭାଲୁସନ ପ୍ରଣାଳୀ ରେ ସାମିଲ ହୋଇଥିଲେ , ଏହି ସମସ୍ତ ଲୋକଙ୍କ ନିଦ ସହ ଜଡିତ ଅଭ୍ଯାସ ଏବଂ ଇଲେକ୍ଟ୍ରୋନିକ ଗ୍ୟାଜେଡ ସହିତ ଜଡିତ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା ।

ସ୍ଟଡି ରେ ସନ୍ଧ୍ୟା ଏବଂ ଡେରି ରାତି ପର୍ଯ୍ୟନ୍ତ ଗ୍ୟାଜେଡ ରୁ ବାହାରୁଥିବା ଲାଇଟ ଏବଂ ଖରାପ ସ୍ପର୍ନ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା । ଏଥିରେ ସୁସ୍ଥ ପୁରୁଷଙ୍କ ସ୍ପର୍ନ ଏବଂ ତାଙ୍କ ଫଟିଲିଟି ଉପରେ ରେଡିଏସନ ର ପ୍ରଭାବ କୁ ଷ୍ଟଡି କରାଯାଇଥିଲା । ଷ୍ଟଡି ଏହା ସ୍ପଷ୍ଟ କରିଛି ଯେ, ଇଲେକ୍ଟ୍ରୋନିକ ତଥା ଡିଜିଟାଲ ମିଡିଆ ର ଉପକରଣ ଦ୍ଵାରା ପ୍ରଜନନ କ୍ଷମତା ଉପରେ ଅତ୍ୟଧିକ ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଷ୍ଟଡି ର ଥେସିସ ଅନୁସାରେ, ସ୍ମାର୍ଟଫୋନ ଟାବ୍ଲେଟ, ସ୍ପର୍ନ ର ଗତି ଶୀଳତା ଏବଂ କ୍ଵାଲିଟି ଉପରେ ପ୍ରଭାବ ପକାଇଥାଏ । ଏହି ଉପକରଣରୁ ବାହାରି ଥାଏ, SWL ରଶ୍ମୀ ଏହାର ଅର୍ଥାତ ସର୍ଟ ୱେବଲେନ୍ଟ ଲାଇଟ । ଏହି ଲାଇଟ ସହିତ ଯେତେ ଅଧିକ ସମ୍ପର୍କ ହୋଇଥାଏ ଇମୋଟାଲ ସ୍ପର୍ନ ର ସଂଖ୍ୟା ସେତିକି ଅଧିକ ହୋଇଥାଏ । ବନ୍ଧୁଗଣ ଏହି ସ୍ଟଡି ରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଊଥିବା ପୁରୁଷଙ୍କର କାଉଣ୍ଟ ଭଲ ତଥା ଗତିଶୀଳତା ସହିତ ମଧ୍ୟ ଭଲ ସମ୍ପର୍କ ଥିବା ବିଶେଷଜ୍ଞ ମାନେ ଜାଣିବାକୁ ପାଇଲେ ।

ବନ୍ଧୁଗଣ ଏଥିରୁ ଏହା ସ୍ପଷ୍ଟ ହେଲା ଯେ, ଯେଉଁ ପୁରୁଷ ସମୟରେ ଶୁଅନ୍ତି ତଥା ଭଲ ନିଦରେ ଶୁଅନ୍ତି ସେମାନଙ୍କ ସ୍ପର୍ନ ର ଗତିଶୀଳତା ଭଲ ହୋଇଥାଏ । ଅନ୍ୟପଟେ ଡେରି ରାତି ପର୍ଯ୍ୟନ୍ତ ଫୋନ ତଥା ଲାପଟପ ବ୍ୟବହାର କରୁଥିବା ପୁରୁଷ ଙ୍କ ଗତିଶୀଳତା ବାର୍ଦ୍ଧିତ ହୁଏ ଏବଂ ଇନଫର୍ଟିଲିଟି ର ସମ୍ଭାବନା ବଢିଥାଏ । ଏହି ଷ୍ଟଡି ରେ ଆଉ ଗୋଟିଏ ଗୁରୁତ୍ଵପୂର୍ଣ କଥା କୁହାଯାଇଛି ଯେ, ସ୍ମାର୍ଟଫୋନ ର ରେଡିଏସନ ଦ୍ଵାରା ଶରୀରର DNA ଉଆପରେ ମଧ୍ୟ ପ୍ରଭାବ ପଡିଥାଏ । ଏହି କାରଣରୁ ଶରୀରର କୋଷ ନିଜେ ନିଜେ ଭଲ ହୋଇଯିବାର କ୍ଷମତା ହରାଇଥାଏ । ସ୍ପର୍ନ ତଥା ଏକ୍ସେଲ ପର୍ଯ୍ୟନ୍ତ ପହଞ୍ଚିବା ପରେ ଏହି ରେଡିଏସନ ଗର୍ଭପାତ ର କାରଣ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ସାଧାରଣ ଭାବରେ ବିଶ୍ଵ ଜନସଂଖ୍ୟା ର ୨୦ ରୁ ୪୦ ପ୍ରତିଶତ ପୁରୁଷ ଙ୍କର ଇନଫର୍ଟିଲିଟି ରହିଥାଏ । ବନ୍ଧୁଗଣ ଭାରତରେ ଏହା ମୋଟ ଜନସଂଖ୍ୟା ର ୨୩ ପ୍ରତିଶତ ଅଟେ । ଏହି ସମସ୍ତ କାରଣ ମଧ୍ୟରୁ ୭୦ ପ୍ରତିଶତ ଲୋକ ଫୋନ ରେଡିଏସନ ପ୍ରଭାବରେ ଏହାର ଶିକାର ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button