ମନୋରଞ୍ଜନ

ଜାଣନ୍ତୁ IPL ର ରନ ମେସିନ ମ୍ୟାକ୍ସୱେଲ ଙ୍କ ଜୀବନ କାହାଣୀ

କ୍ରିକେଟ ହେଉଛି ଏକ ଟିମ ଗେମ ଏଥିରେ ଏକଟା ଦରକାର ମାତ୍ର କେତେକ ସମୟରେ ଦେଖିବାକୁ ମିଳେକି କିଛି ମ୍ଯାଚ ହାରିବା ପରିସ୍ଥିତିରେ କିଛି ଦକ୍ଷ ଖେଳାଳି ମାନଙ୍କ ପାଇଁ ଆମେ ଜତି ଥାଉ ମ୍ଯାଚ । ଏଭଳି ଏକ ପ୍ରତିଭାବାନ ଖେଳାଳି ହେଉଛନ୍ତି ଗ୍ଲେନ ମ୍ଯାକ୍ସ ୱେଲ ଏହି ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆ ର ପ୍ରମୁଖ ବ୍ୟାଟ ମ୍ୟାନ । ସେ ନିଜର ଖେଳ ପାଇଁ କେବଳ ନିଜ ଦେଶରେ ନୁହେ ପରନ୍ତୁ ସାରା ବିଶ୍ବରେ ପରିଚିତ ।

ଏହି ଖେଳାଳି ଜଣକ କେବଳ ବ୍ୟାଟିଂ ପାଇଁ ନୁହେଁ ନିଜର ବୋଲିଂ , ଉଇକେଟ କିପିଙ୍ଗ ପାଇଁ ମଧ୍ୟ ନିଜେ ନିଜ ପାଇଁ ଅଲଗା ପରିଚୟ କରିଛନ୍ତି । ଏହି ଖେଳାଳିଙ୍କର ଭାରତରେ ମଧ୍ୟ ଫ୍ୟାନ ବଢିବାରେ ଲାଗିଛନ୍ତି । ଏହା ଏବେ ଅଧିକରୁ ଅଧିକ ହେବାରେ ଲାଗିଛି । ଏହି ଖେଳାଳି ଜଣକ ନିଜକୁ “ଆଇ ପି ଏଲ” ଗେମ ରେ ବି ସାମିଲ କରିଛନ୍ତି ।

ଏହାଙ୍କୁ “ଟି ୨୦” ର ଲେଜେଣ୍ଡ୍ତି ବୋଲି କୁହା ଯାଏ । ଏଥି ପାଇନ୍ସେ  “ଆଇ ପି ଏଲ” ରେ ଭାଗ ନିଅନ୍ତି ପ୍ରତି ବର୍ଷ । ୨୦୨୧ରେ ହୋଇଥିବା  ନିଲାମିରେ ମ୍ଯାକ୍ସ ୱେଲ ବହୁ ଚର୍ଚାରେ ରହିଥିଲେ । ସବୁଠାରୁ ଅଧିକ ଟଙ୍କା ରେ ନିଲାମି ହେଇଥିବା ଖେଳାଳିଙ୍କ ଭିତରୁ ଏହି ଜଣେ । ମ୍ୟାକ୍ସଙ୍କୁ “RCB” ତାଙ୍କୁ ୧୪.୨୫ କୋଟିରେ ନିଜ ଦଳରେ ସାମିଲ କରିଥିଲା ।

ଆପଣ ଏଥିରୁ ମ୍ୟାକ୍ସ ଙ୍କୁ ଜାଣି ଥିବେ ସେ କିଭଳି ପ୍ରତିଭା । କିଛି ଲକ ମାନେ କେବଳ ମ୍ୟାକ୍ସ ଙ୍କ ଜୀବନ ବିଷୟରେ ଜାଣି ଥିବେ । ଆଜି ଆମେ ଆପଣଙ୍କୁ ମ୍ୟାକ୍ସ ଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ । ମ୍ୟାକ୍ସ ଅଷ୍ଟ୍ରେଲିଆର କ୍ୟୁବ ଭିକ୍ଟୋରିଆରେ ଜନ୍ମ ଗ୍ରହଣ କରିଥିଲେ । ୧୪ ଅକ୍ଟୋବର୧୯୮୮ ମସିହାରେ ଜନ୍ମିତ । ତାଙ୍କ ପିତାଙ୍କ ନାମ ନୀଲ ମ୍ୟାକ୍ସ ୱେଲ ଓ ମାତାଙ୍କ ନାମ ଯଏ ମ୍ୟାକ୍ସ ୱେଲ ।

ଗ୍ଲେନ ଙ୍କର ଆଉ ଏକ ଭାଇ ମଧ୍ୟ ଅଛନ୍ତି ତାଙ୍କ ନାମ ଡ୍ୟାନିୱ୍ବେଳ ମ୍ୟାକ୍ସ ୱେଲ । ଗ୍ଲେନ ଙ୍କୁ ପିଲା ଦିନରୁ କ୍ରିକେଟ ପାଇଁ ଦୁର୍ବଳତା ଥିଲା ସେ ନିଜର ଛୋଟ ବୟସରୁ ନିଜର ପ୍ରତିଭା ଦେଖାଇ ଥିଲେ । ନିଜର କ୍ଯାରିୟର ସେ “ସାଉଥ ବେଲ”ର ଟିମ ରେ ଭାଗ ନେଇଥିଲେ । ସେଠାରେ ସେ ପେସ ବୋଲର ହିସାବରେ ଯୋଗ ଦେଇଥିଲେ ପରେ ସେ  ନିଜର ଆକ୍ସନ କୁ ବଦଳାଇ ସ୍ପିନ ବୋଲର ହୋଇଥିଲେ ।

ଏହା ପରେ ସେ ବ୍ୟାଟିଂ,ବୋଲିଂରେ ନିଜକୁ ଭଲ କରିଥିଲେ । ଅଳ୍ପ କିଛି ଦିନ ଭିତରେ ସେ ନିଜର ଥ୍ରୋ ପାଇଁ ନିଜ ସାଥି ମାନଙ୍କ ମଧ୍ୟରେ ଚର୍ଚାରେ ରହିଲେ । ଏହା ପରେ ଜୁନିୟର ସ୍ତରରୁ ସେ ଏକ ହାର୍ଡ ବ୍ୟାଟ ମ୍ୟାନ ହୋଇ ପାରିଥିଲେ । ନିଜର ଆତ୍ମବିଶ୍ଵାସ ରେ ସେ ଆଗକୁ ବଢି ଭଲ ପ୍ରଦର୍ଶନ କରି ପାରିଥିଲେ ଯାହା ପାଇଁ ସେ ୨୦୦୯ରେ ଭିକ୍ଟୋରିଆ ସ୍କ୍ଯାର୍ଡରେ ଅନ୍ତର ଭୁକ୍ତ ହୋଇଥିଲେ । ଏହି ପଦର୍ଶନ ପାଇଁ ସେ ନିଜ ପସନ୍ଦର ବ୍ୟକ୍ତି ମାନଙ୍କ ମଧ୍ୟରେ ଲୋକ ପ୍ରିୟତା ପାଇ ଥିଲେ ।

ନିଜର ଭଲର ପ୍ରଦର୍ଶନ ପ୍ପୟନ ସେ ଭିକ୍ଟୋରିଆ ଟିମରେ ଖୁବ ଶୀଘ୍ର ଆସିଗଲେ । ଏହିରେ ସେ ନିଜର ଅଲ ରାଉଣ୍ଡର ଗୁଣ ପାଇଁ ପସନ୍ଦ ହୋଇଥିଲେ । ଏତିରେ ସେ ୨ଟି ଉଇକେଟ ସହ ୩୮ ରନ କରିଥିଲେ । ଏହା ଛଡା ସେ ନିଜର ଘରୋଇ ଟିମକୁ ଅନେକ ବାର ଜିତେଇ ଥିଲେ । ସେ ନିଜର ଦକ୍ଷତା ପାଇଁ ୨୦୧୨ରେ ସେ “ଆଇପିଏଲ” ଆସିଥିଲେ ।ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button