ମନୋରଞ୍ଜନ

ସଚ୍ଚା ପ୍ରେମ ମିଳିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 4 ଟି ସଙ୍କେତ, କ’ଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ଆଜି କାଲିକା ଯୁଗରେ ମନୁଷ୍ୟ ପ୍ରେମର ମର୍ଯ୍ୟାଦାକୁ କଦାର୍ଥ କରିସାରିଲେଣି । ଆଜିକାର ଏହି ଯୁଗରେ  ମନୁଷ୍ୟ କୁ ପ୍ରତ୍ୟେକ ଦିନ ନୂଆ ନୂଆ ବ୍ୟକ୍ତି ସହ ପ୍ରେମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଛି । ଏହି ପ୍ରେମ ବାସ୍ତବରେ ଅଧିକ ଦିନ ଚାଲେ ନାହିଁ । କିନ୍ତୁ ଏହା ତ ୨ କଥା ଯେ ଆପଣଙ୍କ ଜୀବନରେ ଯେତେ ବି ବ୍ୟକ୍ତି ଆସନ୍ତୁନା କାହିଁକି ଏମିତି ଜଣେ ବ୍ୟକ୍ତି ନିଶ୍ଚିତ ଥିବ ଯାହାକୁ କି ଦେଖିଲା ମାତ୍ରେ ଆପଣଙ୍କୁ ଅନୁଭବ ହୁଏ କି ହଁ ଏହି ବ୍ୟକ୍ତି ଯାହା ସହିତ ଆପଣ ସାରା ଜୀବନ ବିତାଇବାକୁ ପସନ୍ଦ କରିବେ ।

ସତ ପ୍ରେମ ପ୍ରକୃତରେ ସମସ୍ତଙ୍କ ଭାଗ୍ୟରେ ନଥାଏ । କିନ୍ତୁ ଯାହାକୁ ଏହିପରି ୨ କିମ୍ବା ପ୍ରକୃତ ପ୍ରେମ ମିଳିଥାଏ ତାର ତ ଖୁସିର ଠିକଣା ରହେ ନାହିଁ । ଆପଣ ମାନଙ୍କ ଭିତରେ ଏପରି କିଛି ଲୋକ ଥିବେ ଯିଏକି ସତ ପ୍ରେମର ଅପେକ୍ଷାରେ ଥିବେ । ତେବେ ଆସନ୍ତୁ ଜାଣିବା ଏପରି କିଛି ସଂକେତ ବିଷୟରେ ଜଣାଇବୁ କି ଭଗବାନ ଆପଣଙ୍କୁ ଆପଣଙ୍କ ସତ ପ୍ରେମ ମିଳିବାର ପୂର୍ବ ସଂକେତ ଦେଇଥାନ୍ତି ।

ପ୍ରଥମ

ଆପଣଙ୍କୁ ଯଦି କୌଣସି ନାଗ ନାଗିନର ଯୋଡି ପ୍ରେମ ବିଳାପ କିମ୍ବା ନୃତ୍ୟ କରିବାର ଦେଖାନ୍ତି ତେବେ ଜାଣିନିଅନ୍ତୁ କି ଆପଣଙ୍କ ଜୀବନରେ ବହୁତ ଖୁସି ମିଳିବ ଓ ଆପଣଙ୍କୁ ଆପଣଙ୍କର ପ୍ରକୁତା ପ୍ରେମ ମିଳିବ। ଏହି ସଂକେତ ଦ୍ୱାରା ଆପଣଙ୍କୁ କୌଣସି ଖାସ ବ୍ୟକ୍ତି ସହ ସମ୍ପର୍କ ଯୋଡି ହେବାର ସମ୍ଭାବନା ଅଛି ଓଊ ଆପଣ ଦୁଇଜଣଙ୍କ ପ୍ରେମରେ ପ୍ରଗଢତା ଆସିବ ।

ଦ୍ଵିତୀୟ

ସ୍ୱପ୍ନ ରେ ଯଦି ଆପଣ ଯୋଡି ହଂସ କିମ୍ବା କୌଣସି ମୟୁର ପକ୍ଷୀକୁ ଦେଖାନ୍ତି ତେବେ ଆପଣଙ୍କ ଜୀବନରେ ପ୍ରେମ ପ୍ରସଙ୍ଗର ସଂକେତ ମିଳିଥାଏ । ଏହାର ଅର୍ଥ ଆପଣଙ୍କ ଜୀବନରେ ଏକ ବ୍ୟକ୍ତି ପ୍ରବେଶ କରିବେ ଯିଏ କି ଆପଣଙ୍କୁ ଆପଙ୍କ ଜୀବନର ସବୁ ଖୁସି ପ୍ରଦାନ କରିବେ । ଏଥିପାଇଁ ଆପଣଙ୍କୁ ସେହି ବ୍ୟକ୍ତି ପାଖକୁ ଯିବା ଆବଶ୍ୟକ ନାହିଁ , ସେହି ବ୍ୟକ୍ତି ନିଜେ ଖୋଜି ଖୋଜି ଆପଣଙ୍କ ପାଖକୁ ଆସିବେ ।

ତୃତୀୟ

ଆପଣ ଯଦି କୌଣସି ଜାଗାକୁ ଯାଉଥିବା ବେଳେ ବାଟରେ କୌଣସି ପକ୍ଷୀ କିମ୍ବା ପଶୁ ପ୍ରେମ ମିଳାପ କରୁଥିବାର ଦେଖାଯାଏ ତେବେ ଆପଣଙ୍କୁ ଏହି ଯାତ୍ରା ସମୟରେ କୌଣସି ଖାସ ବ୍ୟକ୍ତି ସହ ଦେଖା ହେବ ଯାହା ସହ ଆପଣଙ୍କର ପ୍ରଗାଢ ପ୍ରେମ ସମ୍ପର୍କ ଗଢି ଉଠିବ ।

ଚତୁର୍ଥ

ଆପଣ ଯେତେବେଳେ ମନ୍ଦିରକୁ ଯାଇ ଫୁଲ ପ୍ରଦାନ କାଉଛନ୍ତି କିମ୍ବା ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି ସେହି ସମୟସରେ ମନ୍ଦିରରେ ଠାକୁରଙ୍କ ପାଖରେ ଥିବା ଫୁଲ ଯଦି ଖସି ପଡେ ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ସହ କୌଣସି ଶୁଭ ଘଟଣା ଘଟିବାକୁ ଯାଉଛି । କେବଳ ମନ୍ଦିର ନୁହେଁ ଘରେ ଥିବା ଠାକୁର ଘରେ ବି ଏହି ସଂକେତ ମିଳିଲେ ଆପଣ ଜାଣିବେ ଯେ ଆପଣଙ୍କ ସହ କିଛି ବହୁତ ଭଲ ହେବାକୁ ଯାଉଛି ଓ ଆପଣ ଆପଣଙ୍କ ପ୍ରକୃତ ପ୍ରେମ ଖୁବ ଶୀଘ୍ର ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button