ମନୋରଞ୍ଜନ

South ର ସୁପର ଷ୍ଟାର Pravas ଙ୍କୁ ମିଳିଗଲା ତାଙ୍କ ସ୍ଵପ୍ନର ରାଣୀ, Anushka Shetty ନୁହଁନ୍ତି ବରଂ ଏହି ଝିଅଙ୍କୁ ଖୁବ ଶୀଘ୍ର କରିବେ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ବନ୍ଧୁଗଣ ସେ ହେଉଛନ୍ତି ସାଉଥର ସୁପର ଷ୍ଟାର ପ୍ରଭାସ  ।

ଆପଣ ମାନେ ସମସ୍ତେ ପ୍ରଭାସଙ୍କୁ ବହୁତ ଫିଲ୍ମରେ ସେଖିଥିବେ । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ଫିଲ୍ମ ‘ବାହୁବଲି’ କରିବା ପରେ ପ୍ରଭାସଙ୍କ ଲୋକପ୍ରିୟତା ବିଦେଶରେ ମଧ୍ୟ ବଢିଯାଇଛି । ଏହି ଫିଲ୍ମଟି ସଂପୂର୍ଣ୍ଣ ଏକ ବଡ ରେକର୍ଡ ବନେଇଥିଲା ଯେଉଁଥି ପାଇଁ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କର ଜୀବନ ବଦଳିଯାଇଥିଲା । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ପ୍ରଭାସ ।

ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବାହୁତ ଚର୍ଚାରେ ରହୁଛନ୍ତି । ଖବର ମିଳିଛି ଯେ, ପ୍ରଭାସ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ପ୍ରଭାସଙ୍କ ସ୍ତ୍ରୀ କିଏ ହେବ ଆସନ୍ତୁ ଜାଣିବା । ଗୋଟେ ସମୟରେ ପ୍ରଭାସଙ୍କ ସହ ସାଉଥ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କ ନାମ ଯୋଡା ଯାଉଥିଲା । ହେଲେ ପ୍ରଭାସ ଯାହାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସେ ଅନୁସ୍କା ନୁହେଁ । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ପ୍ରଭାସ ଆମେରିକା ସ୍ଥିତ ଏକ ସଫ୍ଟୱେର କମ୍ପାନୀ ଫାଉଣ୍ଡରଙ୍କ ଝିଅଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଏହା ହେଉଛି ଏକ ଆରେଞ୍ଜ ମ୍ୟାରେଜ, ଯେଉଁଥି ପାଇଁ ଦୁଇ ପରିବାର ପରସ୍ପର ସହ କଥା ବାରତା ହୋଇସାରିଛନ୍ତି । ଏହା ସହିତ ନିଜେ ପ୍ରଭାସ ମଧ୍ୟ ଏହି ପ୍ରସ୍ତାବ ପାଇଁ ହଁ କହିଛନ୍ତି । ଏହି ବିବାହ ପାଇଁ ପ୍ରଭାସଙ୍କ ପରିବାର ପ୍ରସ୍ତୁତ ହୋଇସାରିଛନ୍ତି । ସୂଚନା ଅନୁଯାଇ ପ୍ରଭାସ ତାଙ୍କର ଆସୁଥିବା ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ ପରେ ଏହି ବିବାହ କରିବେ ।

ଏହି ଖବର ଜାଣି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି । ବନ୍ଧୁଗଣ ଆମି ସମୟରେ ପ୍ରଭାସ ‘ଆଦି ପୁରୁଷ’, ‘ରାଧେ ଶ୍ୟାମ’ ଏବଂ ‘ସଲାର’ ଆଦି ଫିଲ୍ମରେ ନଜର ଆସିବେ । ନିଜର ଆସୁଥିବା ଫିଲ୍ମ ପାଇଁ ମଧ୍ୟ ପ୍ରଭାସ ବହୁତ ଚର୍ଚାରେ ରହୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button