ଦେଶ- ବିଦେଶ

ମୋବାଇଲ ରେ କେଉଁ ୱାଲପେପର ରଖିଲେ ଧନର ବର୍ଷା ହୋଇଥାଏ

ବାସ୍ତୁ ଅନୁସାରେ ମୋବାଇଲ ୱାଲପେପର ବା ସ୍କ୍ରିନ ରେ କେଉଁ ପ୍ରକାରର ଫଟୋ ରଖିବା ଦ୍ଵାରା ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣ ରୁ ମୁକ୍ତି ମିଳିଥାଏ । ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯୋତିସ ଶାସ୍ତ୍ର ଏବଂ ଧର୍ମ ଶାସ୍ତ୍ରରେ ଏହା ବର୍ଣ୍ଣନା ଅଛି କି ସକାଳର ଆରମ୍ଭ ଶୁଭ ଜିନିଷ ଦେଖି ଆରମ୍ଭ କଲେ ମନ ଖୁସି ରହିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଠିକ ରହିଥାଏ । ସାରା ଦିନଟି ଶୁଭ ଏବଂ ଉନ୍ନତିରେ କଟିଥାଏ ।

ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତି ନିଜର ଇଷ୍ଟ ଦେବୀ ଦେବତା ଙ୍କୁ ଯଦି ନିଜ ୱାଲପେପର ରେ ରଖି ପ୍ରତିଦିନ ସକାଳୁ ଦେଖେ ତେବେ ସେହି ଦିନଟି ସେମାନଙ୍କ ପାଇଁ ସୁଭମୟ ହୋଇଥାଏ । ଦେହ ମନ ଖୁସି ରହିବା ସହିତ ସେହି ଦିନଟି ଉନ୍ନତିକର ହୋଇଥାଏ ।

ବାସ୍ତୁ ଅନୁସାରେ ଯଦି ଆମେ କିଛି ସକର୍ତମକ ଫଟୋ କୁ ମୋବାଇଲ ୱାଲପେପର ରେ ରଖୁଛେ ଏବଂ ତାକୁ ସକାଳୁ ଦେଖିବା ତେବେ ତାହାର ସକରାତ୍ମକ ପ୍ରଭାବ ଆମର ଜୀବନରେ ପଡ଼ିଥାଏ । ଯାହା ଦ୍ଵାରା ଆମର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ଗଛ ବା ଜଙ୍ଗଲ

ଚାକିରି ପାଇବା ପାଇଁ ନିଜ ୱାଲପେପର ରେ ଗଛ ବା ଜଙ୍ଗଲ ର ଫୋଟୋ ରଖନ୍ତୁ । ଏହି ଭଳି ଫଟୋ ସକାଳୁ ଦେଖିବା ଦ୍ଵାରା ତାର ସକରାତ୍ମକ ପ୍ରଭାବ ମନ, ସ୍ବାସ୍ଥ୍ୟ ଏବଂ ଜୀବିକା ଉପରେ ପଡ଼ିଥାଏ ।

୨:- ପିଓନି ଫୁଲ

ଏହି ପିଓନି ଫୁଲ ର ଫୋଟୋ ୱାଲପେପର ରେ ରଖିବା ଦ୍ଵାରା ଜୀବନରେ ସକରାତ୍ମକ ପ୍ରଭାବ ପଡିଥାଏ । ଏହି ଫୁଲକୁ ବସ୍ତୁରେ ଫୁଲ ମାନଙ୍କ ରାଣୀ ବୋଲି କହିଥାନ୍ତି । ଏହା ପ୍ରେମ ଏବଂ ବିବାହ କ୍ଷେତ୍ରରେ ବହୁତ ଚମତ୍କାର ଫଳ ଦେଇଥାଏ । ଵୈବହିତ ବ୍ୟକ୍ତି ମାନେ ଏହି ଫୁଲ ରଖନ୍ତୁ ନାହିଁ ବରଂ ଦ୍ୟାନ୍ସିଂ କପଲ, ବା ଗୋଲାପ ଫୁଲ ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ଆସୁଥିବା ସମସ୍ୟା ଦୂର ହେବ ।

୩:- ବୁଦ୍ଧ

ଯଦି ଆପଣଙ୍କ ପରିବାରରେ କଳହ ସୃଷ୍ଟି ହେଉଛି । ଏବଂ ଅଶାନ୍ତି ଦେଖାଦେଉଛି ତେବେ ଆପଣ ବ୍ଲେଶିଂ ବୁଦ୍ଧ ଙ୍କ ଫଟୋ ନିଜ ୱାଲପେପର ରେ ରଖନ୍ତୁ । ଏହା ଦ୍ଵାରା ପରିବାରରେ ଶାନ୍ତି ରହିଥାଏ ।

୪:- ହେଲ୍ପିଂ ହ୍ୟାଣ୍ଡ

ଏହି ଫଟୋ କୁ ୱାଲପେପର ରଖିବା ଦ୍ଵାରା ଆପଣଙ୍କୁ ସମସ୍ତେ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି । ଏହାର ସକରାତ୍ମକ ପ୍ରଭାବ ବ୍ୟକ୍ତି ତ ଜୀବନରେ ପଡ଼ିଥାଏ ।

୫:- ରନିଂ ହର୍ଶ

ଏହି ଫଟୋ କୁ ୱାଲପେପର ରଖିବା ଦ୍ଵାରା ବ୍ୟବସାୟରେ ବହୁତ ଉନ୍ନତି ହୋଇଥାଏ । ସବୁ ଚିନ୍ତା ଦୁର ହୋଇଥାଏ । ଧନ ଲାଭ ହୋଇଥାଏ । ରନିଂ ହର୍ଶ ବହୁତ ଶୁଭ ହୋଇଥାଏ ।

ଏଣୁ ଶୁଭ ରଖନ୍ତୁ ଏବଂ ଶୁଭ ପାଆନ୍ତୁ ଏଣୁ ସକରାତ୍ମକ ୱାଲପେପର ନିଜ ମୋବାଇଲ ସ୍କ୍ରିନ ରେ ରଖନ୍ତୁ ଏବଂ ଜୀବନରେ ଉନ୍ନତି କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button