ମନୋରଞ୍ଜନ

ବାଛନ୍ତୁ ନିଜ ବ୍ଲଡ଼ ଗୃପ ଆଉ ଜାଣନ୍ତୁ ନିଜ ବିଷୟରେ କିଛି ଖାସ୍ କଥା, ଜାଣିଲେ ଚମକି ପଡ଼ିବେ

କଣ ଆପଣ ନିଜ ବ୍ଲଡ଼ ଗୃପ ରୁ ନିଜ ବିଷୟରେ କିଛି ରହସ୍ୟମୟ କଥା ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲ ଟି ଆଜି ସମ୍ପୂର୍ଣ୍ଣ ପାଠ କରନ୍ତୁ । ସଭିଙ୍କ ବ୍ଲଡ଼ ଗୃପ ନିହାତି ଭାବରେ ଅଲଗା ଶ୍ରେଣୀ ର ହୋଇଥାଏ । ଦୁନିଆରେ ଚାରି ପ୍ରକାରର ବ୍ଲଡ଼ ଗ୍ରୁପ ରହିଥାଏ ସେଗୁଡିକ ହେଲା ଏ, ବି, ଏବି, ଓ । ଆମ ବ୍ଲଡ଼ ଗ୍ରୁପରେ ଏକ ଅଣ୍ଟିଜେନ ରହିଥାଏ ଯାହା ଦ୍ଵାରା ଆମେ ଜାଣିଥାଉ ଯେ ଆମର ପ୍ରତିରକ୍ଷା ଶକ୍ତି କେତେ ଶକ୍ତ । ଏହି ବ୍ଲଡ଼ ଗୃପ ଚିହ୍ନଟ ଅନେକ ଜରୁରୀ ପରିସ୍ଥିତିରେ ଆବଶ୍ୟକ ହୁଏ ।

A ବ୍ଲଡ଼ ଗୃପ

ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ଏବଂ ଦୟାଳୁ ଭାବର ଅଟନ୍ତି । କିଏ ଯଦି ନିୟମ ବିରୁଦ୍ଧରେ ଯାଇଥାଏ ତାହେଲେ ଏମାନଙ୍କୁ ବହୁତ ରାଗ ଆସିଥାଏ । ଏମାନେ କୌଣସି ନିର୍ଣ୍ଣୟ ନେବାକୁ ବହୁତ ସମୟ ନେଇଥାନ୍ତି । ଏମାନେ ଗୋଟିଏ ସମୟରେ ଗୋଟିଏ କାମକୁ ହିଁ ନିଜ ହାତକୁ ନେଇଥାନ୍ତି । “ଏ” ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି । ଏମାନେ ଲଢେଇ ଆଉ ଝଗଡାରୁ ଦୁରେଇ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ସମାଜର ପରମ୍ପରାକୁ ଭାଙ୍ଗିବାକୁ ପସନ୍ଦ କରନ୍ତି ନାହିଁ ।

B ବ୍ଲଡ଼ ଗୃପ

ଏହି ଲୋକ ମାନଙ୍କୁ ଅନ୍ୟ ଲୋକ ମାନଙ୍କ ଠାରୁ ଅଡର ନେବା ପସନ୍ଦ ନୁହଁ । ଏମାନେ ଗୋଟିଏ ଥରରେ ଗୋଟିଏ କାମକୁ ହାତକୁ ନେବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ବହୁତ ସବୁ ବିଶ୍ୱାସନୀୟ ମିତ୍ର ଥାଆନ୍ତି । “ବି” ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଏମାନେ ଯଦି କୌଣସି ଫଇସଲା କରିବାକୁ ଚାହାନ୍ତି ତାହେଲେ ସେଥିରେ କୌଣସି ଡେରି କରନ୍ତି ନାହିଁ ।

AB ବ୍ଲଡ଼ ଗୃପ ।

“ଏବି” ବ୍ଲଡ଼ ଗ୍ରୁପର ଲୋକମାନେ ସବୁବେଳେ କିଛି କଥା ଭାବିଥାନ୍ତି । ଏମାନେ କେତେବେଳେ ବ୍ଲଡ଼ ଗ୍ରୁପ “ଏ” ପରି ବ୍ୟବହାର କରନ୍ତି ତ କେତେବେଳେ ବ୍ଲଡ଼ ଗ୍ରୁପ “ବି” ପରି ବ୍ୟବହାର କରିଥାନ୍ତି । ଗୋଟିଏ ଦିନ ଏହି ବ୍ଲଡ଼ ଗ୍ରୁପର ଲୋକମାନେ ଭଲ ଲାଗିଥାନ୍ତି ଅନ୍ୟ ଦିନ ଏମାନେ ଆପଣଙ୍କୁ ଖରାପ ମଧ୍ୟ ଲାଗିଥାନ୍ତି । ଏହି ବ୍ଲଡ଼ ଗ୍ରୁପର ଲୋକମାନଙ୍କୁ ସବୁ ବ୍ଲଡ଼ ଗ୍ରୁପର ଝିଅ ମାନଙ୍କୁ ପସନ୍ଦ ଆସିଥାନ୍ତି । ଏମାନଙ୍କର ବ୍ୟବହାର କେତେବେଳେ ଲାଜକୁଳା ହୋଇଥାଏ ତ ଏମାନେ କେତେବେଳେ ଗମ୍ଭୀର ହୋଇଯାଇଥାନ୍ତି । ଏମାନେ ଅନ୍ୟ ଲୋକ ମାନଙ୍କ ଠାରୁ ଏମାନଙ୍କ ସୌଭାବକୁ ଲୁଚେଇକି ରଖିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ ।

O ବ୍ଲଡ଼ ଗୃପ

“ଓ” ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ସାହସୀ ହୋଇଥାନ୍ତି । ଏମାନେ କଠିନ ପରିସ୍ଥିତିକୁ ବହୁତ ସରଳ ଭାବରେ ସମ୍ଭାଳି ନେଇଥାନ୍ତି । ବ୍ଲଡ଼ ଗ୍ରୁପ ଓ’ ର ଯୋଡି ବ୍ଲଡ଼ ଗ୍ରୁପ ଏବି’ ଆଉ ଓ’ ସହିତ ଭଲ ହୋଇଥାଏ । ଆପଣ ଶୀଘ୍ର ଆପଣଙ୍କ ବ୍ଲଡ଼ ଗ୍ରୁପ କମେଣ୍ଟରେ ଲେଖନ୍ତୁ ଆଉ ଆପଣଙ୍କ ସୌଭାବ ବିଷୟରେ ଆମକୁ ଜଣାନ୍ତୁ । ଏମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ହେବାର ସବୁ ଗୁଣ ଭାରି ରହିଥାଏ । ଏମାନେ ଉଦାର, ଦୟାଳୁ ହୋଇଥାନ୍ତି । ଏମାନେ ଜାଗା ଦେଖି ନିଜକୁ ବଦଳେଇବା ମଧ୍ୟ ଜାଣନ୍ତି । ତେବେ ଏହାକୁ ଅଧିକ ଭାବରେ ସେୟାର କରନ୍ତୁ ଏବଂ ନିଜର ମତ ପ୍ରଦାନ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button