ଏହି ଚମତ୍କାରୀ 2 ଗୋଳି ପ୍ରତିଦିନ ସେବନ କରିବା ଆରମ୍ଭ କରିଦିଅନ୍ତୁ । ରୋଗବେମାରୀ ଆପଣଙ୍କ ପାଖ ମାଡିବନି। Dr Salim Zaidi

ବନ୍ଧୁଗଣ ଆଗକାଳର ଲୋକମାନେ ବହୁତ ବର୍ଷ ପର୍ଯ୍ୟନ୍ତ ଯବାନ ରହୁଥିଲେ । ତାଙ୍କୁ କୌଣସି ପ୍ରକାର ରୋଗବେମାରୀ ମଧ୍ୟ ବାରମ୍ବାର ହେଉନଥିଲା । ବୟସ ଅଧିକ ହେବା ପରେ ମଧ୍ୟ ସେ ଫିଟ ରହି ଅନେକ କିଛି କାମ କରିପାରୁଥିଲେ । ହେଲେ ଆଜିକାଲିର ଲୋକଙ୍କର ବୟସ ନହେଉଣୁ ବାର୍ଦ୍ଧକ୍ୟ ଆସିବା ଭଳି ପରିସ୍ଥିତି ହୋଇଯାଉଛି । ଆମ ଶରୀରରେ କିଛି ସେଲ୍ସ ରହିଥାଏ ଯାହା ଖାଦ୍ୟକୁ ଗ୍ରହଣ କରି କାର୍ଯ୍ୟ କରିବା ସହ ସେଲ୍ସ ଗୁଡିକ ଡ୍ୟାମେଜ ହୋଇଗଲେ । ନୂତନ ସେଲ୍ସ ତିଆରି ହୋଇଥାଏ ।

ଏହା ଏକ ପ୍ରକ୍ରିୟା ଅଟେ , ମାତ୍ର ଆଧୁନିକ ଯୁଗରେ ଆମେ ଖାଉଥିବା ଜିନିଷ ଦ୍ଵାରା ଏହି ପ୍ରକ୍ରିୟା ସଠିକ ଭାବରେ ହେଉନାହିଁ । ତେଣୁ ବହୁତ ଲୋକ ଅଳ୍ପ ବୟସରେ ବୁଢା ବୁଢୀ ପରି ଦେଖାଦେଖାଯାଇଥାନ୍ତି । ଶରୀରରେ ଅନେକ ଦୁର୍ବଳତା ଦେଖାଯାଇଥାଏ । ଆଜିକାଲି ମାର୍କେଟରେ ମିଳୁଥିବା ଫଳ ଓ ପନିପରିବା ମଧ୍ୟ ଯେଉଁ ପଦ୍ଧତିରେ ଉତ୍ପାଦନ କରାଯାଉଛି । ତାହାକୁ ଖାଇବା ଦ୍ଵାରା ଶରୀରକୁ ଲାଭ ମିଳିବା ବଦଳରେ ଶରୀରକୁ କ୍ଷତି ପହଞ୍ଚୁଛି ।
ଆଜି ଆମେ ଆପଣଙ୍କୁ ଏପରି 2 ଟି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ସେବନ କରି ଆପଣଙ୍କ ଶରୀରରେ କେମିକାଲ ଯୋଗୁ ହେଉଥିବା କ୍ଷତିକୁ ଅଟକାଇପାରିବେ । ଏଥିପାଇଁ ଆପଣଙ୍କୁ ହଳଦୀ ଓ ନିମ ପତ୍ରର ଗୋଲିର ଆବଶ୍ୟକତା ରହିଛି । ଏହାକୁ ଆପଣ ଘରୋଇ ପଦ୍ଧତିରେ କରିପାରିବେ । ଏହି ଦୁଇଟି ଜିନିଷରୁ ଆପଣଙ୍କ ଶରୀରରେ ହଜମ ପ୍ରକ୍ରିୟା ଭଲ ଭାବରେ ହୋଇଥାଏ ।

ହଳଦୀ ଆପଣଙ୍କ ଶରୀରରୁ ଖରାପ ବ୍ୟାକ୍ଟେରିଆକୁ ବାହାର କରି ଭଲ ବ୍ୟାକ୍ଟେରିଆକୁ ସୃଷ୍ଟି କରିଥାଏ । ରକ୍ତରେ ଜମା ହେଇଥିବା ଖରାପ କୋଲୋଷ୍ଟ୍ରୋଲକୁ ବାହାର କରିଥାଏ । ଏହି ଦୁଇଟି ଜିନିଷ ଶରୀରରେ ଉପୁଜିଥିବା ସମସ୍ଯା ପାଇଁ ସଞ୍ଜୀବିନି ବୁଟୀ ପରି କାମ କରିଥାନ୍ତି । ଏହି ଗୋଳିକୁ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମ କରି ଆବଶ୍ୟକ ହୋଇଥାଏ ହଳଦୀ ଗୁଣ୍ଡ ଓ ନିମପତ୍ରର ଗୁଣ୍ଡ ।
ଏକ ଚାମୁଚ ନିମପତ୍ର ଗୁଣ୍ଡରେ ଅଳ୍ପ ପାଣି ମିଶେଇ ଅଟା ପରି ଥିବା ବେଳେ ହାତରେ ଛୋଟ ଗୋଳି ଆକୃତି କରି ରଖିବେ ଏବଂ ହଳଦୀ କୁ ମଧ୍ୟ ଠିକ ସେହି ପରି ପ୍ରସ୍ତୁତ କରିନେବେ ।ଏହି ଦୁଇଟି ଗୋଳିକୁ ଆପଣ ସକାଳ ଖାଲି ପେଟରେ ଖାଇବା ଉଚିତ୍ । ଏହାକୁ 15 ଦିନ ଖାଇକି ଦେଖନ୍ତୁ ଏହା ଆପଣଙ୍କ ଶରୀରରେ ଥିବା ରୋଗକୁ ଦୂର କରିଥାଏ ।





