IAS ଅଫିସରଙ୍କ ଫିଲ୍ମ ଷ୍ଟାଇଲ, ଛଦ୍ମ ବେଶରେ ଆସିଲେ, ରେଡ୍ ହ୍ୟାଣ୍ଡରେ ଠକକୁ ଧରିଲେ, ପୁରା Video ଦେଖିଲେ ଆପଣ ବି କହିବେ ସାବାସ !

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଗ୍ରାହକଙ୍କ ବେଶରେ ଗଲେ ଆଇଏଏସ ଓ ଦୁ-ର୍ନୀ-ତି-ର କଲେ ପ-ର୍ଦ୍ଦା-ଫା-ସ । ଠ-କ ଓ ଦୁ-ର୍ନୀ-ତି ଆଦି କରୁଥିବା ସାର ବ୍ୟବସାୟୀଙ୍କୁ ଧରିବା ପାଇଁ ଉପଜିଲ୍ଲା ପାଲ ଆପଣାଇଲେ ଅଭିନବ ଉପାୟ ।
ବେଶ ବଦଳାଇ ଦୋକାନକୁ ଗଲେ ଓ ଠ-କ-ଙ୍କୁ ଧ-ରି-ଲେ । ବନ୍ଧୁଗଣ ଏହି ଆଇଏଏସ ଜଣକଙ୍କ କାମଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛି । ଏହି ଆଇଏଏସଙ୍କ କାମ ଉପରେ ସମସ୍ତ ଲୋକ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।



ଯେଉଁଠି ୟୁରିଆର ମୂଲ୍ୟ ୨୬୬ ଟଙ୍କା ୫୦ ପଇସା ଥିଲା ସେଠାରେ ଦୋକାନୀ ଲୋକ ମାନଙ୍କୁ ୨୮୦ ଟଙ୍କାରେ ବିକ୍ରି କରୁଥିଲେ । ବନ୍ଧୁଗଣ ଠକ ଦୋକାନୀ ମାନେ ଚାଷୀଙ୍କ ଆଧାର ଡିଟେଲ୍ସ ମଧ୍ୟ ରଖୁଥିଲେ । ବଜାରରେ ସାର ଅଭାବ ଦେଖା ଦେଉଥିବା ବେଳେ ଏହି ଦୁ-ର୍ନୀ-ତି ଖୋ-ର ଦୋକାନୀ ମାନେ ଚାଷୀଙ୍କୁ ସାର ନଦେଇ ଦୋକାନରେ ମହଜୁଦ କରି ରଖୁଥିଲେ ।
ଯେତେବେଳେ ସାରର ଅଭାବ ଦେଖା ଦେଉଥିଲା ସେତେବେଳେ ଚଢା ଦରରେ ଏହି ବ୍ୟସାୟୀ ମାନେ ବିକ୍ରି କରୁଥିଲେ । ତେବେ ସାର ଦୁ-ର୍ନୀ-ତି ଘ-ଟ-ଣା ଯା-ଞ୍ଚ କରିବା ପରେ କ-ଠୋ-ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୂର୍ଯ୍ୟ ପ୍ରବୀଣ ଚାନ୍ଦ ।

ସାର ବ୍ୟବସାୟରେ ହେ-ରା-ଫେ-ରି କରୁଥିବା ଦୁଇ ଦୋକାନକୁ ସିଜ କରିଛନ୍ତି ସୂର୍ଯ୍ୟ ।




