ଦେଶ- ବିଦେଶ

ଭାରତୀୟ ଚୋର ମାନଙ୍କର ଚୋରୀ କରିବାର ଏମିତି ଅନ୍ଦାଜ ଦେଖି ଆପଣଙ୍କ ମୁଣ୍ଡ କାମ ଦେବନି, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ପୋ-ଲି-ସ ମାନେ ଚୋ-ର କୁ ଧରିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ଏବଂ ଯୋଜନା କରିଥାନ୍ତି ସେହି ପରି ଚୋ-ର ମଧ୍ୟ ପୋ-ଲି-ସ କୁ ଚ-କ-ମା ଦେବା ପାଇଁ ଅନେକ ଯୋଜନା କରିଥାଏ । ତେବେ ସେହି ଭଳି କିଛି ଭିଡିଓ ଯେଉଁଥିରେ ଚୋ-ର ମାନଙ୍କ ଚୋ-ରି କରିବାର ଢଂଗ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇ ଯିବେ ତେବେ ଏହି ସବୁ ଚୋ-ରି ର ଭିଡିଓ ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା । ତେବେ ଆସନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ ।

୧- ପ୍ରଥମ ଭାଇରଲ ଭିଡିଓ ଟି ହେଉଛି ଦିଲ୍ଲୀ ର ଏକ ମଲ ର । ସେଠି ଦୁଇ ଜଣ ସ୍ତ୍ରୀ ଲୋକ କିଛି ଜିନିଷ କିଣିବା ପାଇଁ ନିଜ ଛୋଟ ଛୋଟ ଛୁଆ ଙ୍କୁ ଧରି ଆସିଛନ୍ତି ଏବଂ ମୌକା ପାଇଁ ସେହି ଦୁଇ ଜଣ ସ୍ତ୍ରୀ ଲୋକ ଚୁପ ସେ କିଛି ଶାଢ଼ୀ ଏବଂ ଡ୍ରେସ କୁ ନିଜ ଶାଢ଼ୀ ଭିତରେ ଲୁଚାଇ ଦେଲେ । ତେବେ ଛୋଟ ଛୁଆ ଙ୍କ ବାହାନା ରେ ସେମାନେ ନିଜର କାମ କରି ଦେଉଛନ୍ତି ।

୨- ଦ୍ଵିତୀୟ ଭାଇରାଲ ଭିଡିଓ ରେ ଏକ ସୁନା ଗହଣା ଦୋକାନ ରେ ଜଣେ ମହିଳା ଏବଂ ତାଙ୍କ ସହ ଜଣେ ପୁରୁଷ ବସି ସୁନା ଗହଣା ଦେଖୁଥିଲେ ଯେତେବେଳେ ସେହି ଦୋକାନୀ ର ଧ୍ୟାନ ଏପଟ ସେପଟ ହେଲା ଠିକ ସେହି ସମୟରେ ସେହି ମହିଳା ଜଣଙ୍କ ନିଜ ଶାଲ ଭିତରେ ସେହି ଗହଣା କୁ ଲୁ-ଚା-ଇ ରଖିଦେଲେ ଏବଂ ସେଠୁ ଚାଲିଗଲେ ।

୩- ତୃତୀୟ ଭାଇରାଲ ଭିଡିଓ ରେ ଏକ ଗଳି ରେ କିଛି ବାଇକ ରଖା ଯାଇଥିଲା ଏବଂ ସେଠି ଦୁଇ ଜଣ ଚୋ-ର ସେହି ବାଇକ କୁ ଚୋ-ରି କରିବା ପାଇଁ ଚେଷ୍ଟା କରିଥିଲେ ତେବେ ସେଠି ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଜାଣି ପାରୁ ନଥିଲେ କି ଏହି ଦୁଇଜଣ ଚୋ-ର ଥିବେ । ତେବେ ଠିକ ସେହି ସମୟରେ ସେହି ଗାଡି ର ମାଲିକ ସେମାନଙ୍କୁ ଧରି ନେଇଥିଲେ ଏବଂ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ ।

୪- ଚତୁର୍ଥ ଭାଇରାଲ ଭିଡିଓ ରେ ଦୁଇ ଜଣ ଚୋ-ର ଜଣଙ୍କ ଘରେ ପଶି ସେଠାରୁ ଏକ ବାଇକ ଚୋ-ରି କରିବା ପାଇଁ ଚାହୁଁଥିଲା ଏବଂ ସେ ସେହି ବାଇକ ନେଇ ମଧ୍ୟ ଯାଇଥିଲା କିନ୍ତୁ ସେ ବାଇକକୁ ଗେଟ ବାହାରକୁ ସେ ନେଇ ପାରୁ ନଥିଲା ସେପଟେ ତା ସାଥି ଏହି ଚୋ-ର ର ଅପେକ୍ଷା କରୁଥଲା ତେବେ ଠିକ ସେହି ସମୟରେ ଘରୁ ଜଣେ ଲୋକ ଏକ ବହୁତ ବଡ଼ ବାଡ଼ି ଆଣି ଚୋ-ର ପାଖକୁ ଯିବା ବେଳେ ସେହି ଦୁଇ ଜଣ ଚୋ-ର ଦୌଡ଼ି ପଳାଇଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button