ମନୋରଞ୍ଜନ

ଦିବ୍ୟଦୃଷ୍ଟି ସିରିଏଲ ର କଳାକାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଦିବ୍ୟଦୃଷ୍ଟି’ ତ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେଥିରେ ସମସ୍ତ କଳାକାର ମାନଙ୍କ ଅଭିନୟ କୁ ମଧ୍ୟ ପସନ୍ଦ କରୁଥିବେ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ପ୍ରିୟଙ୍କା ମହାପାତ୍ର।ପ୍ରିୟଙ୍କା ଏହି ଧାରାବାହିକ ରେ ସଂଯୁକ୍ତା ନାମକ ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ଏବଂ ତାଙ୍କ ସ୍ୱାମୀ ଙ୍କ ନାମ ଦେବୁ ପଟ୍ଟନାୟକ ଅଟେ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅନନ୍ୟା ପରିଡ଼ା। ଅନନ୍ୟା ଏହି ଧାରାବାହିକ ରେ ଜାସ୍ମିନ ନାମକ ଭୂମିକା ରେ ଅଭିନୟ କରିଛନ୍ତି।ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ମନୀଷା ରଥ। ମନୀଷା ଏହି ଧାରାବାହିକ ରେ ପ୍ରତିମା ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ଏବଂ ତାଙ୍କ ପତି ଙ୍କ ନାମ ବିଭୁ ଅଟେ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ରୋଷନ ରାଉତ। ରୋଷନ ଏହି ଧାରାବାହିକ ରେ ପିକୁ ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରତିଭା ପଣ୍ଡା। ପ୍ରତିଭା ଏହି ଧାରାବାହିକ ରେ କଳ୍ପନା ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ଏବଂ ତାଙ୍କ ପତି ଙ୍କ ନାମ ରୁନା ପଣ୍ଡା ଅଟେ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଦେବୁ ପଟ୍ଟନାୟକ। ଦେବୁ ଏହି ଧାରାବାହିକ ରେ ତାପସ ନାମକ ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ଙ୍କ ନାମ ପ୍ରିୟଙ୍କା ମହାପାତ୍ର ଅଟେ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ପାୟଲ ଜେନା। ପାୟଲ ଏହି ଧାରାବାହିକ ରେ ସୁନନ୍ଦା ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ଅବିବାହିତା ଅଟନ୍ତି।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଅନନ୍ତ ରଥ। ଅନନ୍ତ ଏହି ଧାରାବାହିକ ରେ ଦିପୁ ଭୂମିକା ରେ ଅଭିନୟ କରିଛନ୍ତି। ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ରସିକ ମିଶ୍ର। ରସିକ ଏହି ଧାରାବାହିକ ରେ ଲିଡ଼ ଅଭିନେତା ଦିବ୍ୟ ଭୂମିକା ରେ ଅଭିନୟ କରୁଛନ୍ତି। ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଓ ସେ କାହାକୁ ଡେଟ୍ କରୁ ନାହାନ୍ତି।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅନନ୍ୟା ଦାସ। ଅନନ୍ୟା ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ଦୃଷ୍ଟି ନାମକ ଭୂମିକା ରେ ଅଭିନୟ କରୁଛନ୍ତି। ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବଏଫ୍ରେଣ୍ଡ ମଧ୍ୟ ନାହାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button