ଦେଖନ୍ତୁ Shocking ଭାଇରାଲ Video: ଚଳନ୍ତା ଟ୍ରେନ ରୁ ଖସି ପଡିଲେ ଯାତ୍ରୀ, ଆଉ ତା’ ପରେ ହେଲା କିଛି ଏମିତି, ଜାଣି ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି । କରୋନା ମହାମାରୀର କୋପ ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଛନ୍ତି ।
ଲୋକମାନେ ନିଜ ଘରେ ରହି ସୁରକ୍ଷିତ ରହୁଛନ୍ତି । ଏହି କରୋନା କାଳ ସମୟରେ ମଧ୍ୟ ଦେଶରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।


ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ମୁମ୍ବାଇର ଦାଦର ରେଲୱେ ଷ୍ଟେସନରେ ।

ଏହି ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ବ୍ୟକ୍ତି ଖସି ପଡିଥିବା ସମୟରେ ଆରପିଏଫ କନଷ୍ଟେବଳ ଜଣକ ବ୍ୟକ୍ତିଙ୍କୁ ଉଧାର କରିବା ପାଇଁ ଦ୍ରୁତ ଗତିରେ ଦଉଡି ଆସୁଛନ୍ତି ଓ ସେହି ଖସି ପଡିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଉ ଛନ୍ତି ।

ଏହି ସଂପୂର୍ଣ୍ଣ ଘଟଣାଟି ସିସି ଟିଭି କ୍ୟାମେରାରେ କଏଦ ହୋଇଯାଇଛି । ସୋସିଆଲ ମିଡିଆରେ ଘଟଣାଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।




