ଅଣ୍ଡର ୱାଲ୍ଡ ଡ଼ନ ର ପ୍ରେମରେ ପଡି ବର୍ବାଦ ହେଇ ଯାଇଥିଲେ Bollywood ର ଏହି ଫେମସ ଅଭିନେତ୍ରୀ, ଯିବାକୁ ପଡିଥିଲା ଜେ-ଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
୮୦ ଓ ୯୦ ଦଶକରେ ବଲିଉଡରେ ଅ-ଣ୍ଡ-ର ୱା-ଲ୍ଡ-ର ବହୁତ ପ୍ରଭାବ ପଡୁଥିଲା । ଅ-ଣ୍ଡ-ରୱା-ଲ ଡ-ନ୍ ମାନଙ୍କ ଜା-ଲ-ରେ ଅନେକ ବଲିଉଡ ଅଭିନେତ୍ରୀ ମାନେ ଫ-ସି ଯାଇଛନ୍ତି । କେତେକ ଅଭିନେତ୍ରୀ ମାନଙ୍କ କାରିୟର ମଧ୍ୟ ବରବାଦ ହୋଇଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏକ ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ଜଣକ ଏକ ଅ-ଣ୍ଡ-ର-ୱା-ଲ୍ଡ ଡ-ନ୍ ଙ୍କ ପ୍ରେମରେ ପଡିବାରୁ ତାଙ୍କ କାରିୟର ବରବାଦ ହୋଇଯାଇଥିଲା ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ମୋନିକା ବେଦି । ମୋନିକା ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ମୋନିକା ନିଜ ଲଭ ଅଫେୟାର ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ମୋନିକା ଗୋଟେ ସମୟରେ ଏକ ଅ-ଣ୍ଡ-ର-ୱା-ଲ୍ଡ ଡ-ନ୍ ଙ୍କ ସହ ଲଭ ରିଲେସନରେ ଥିଲେ । ସେହି ଡନ୍ ଜଣକ ହେଉଛନ୍ତି ଅବୁ ସଲିମ । ଏହି ଦୁଇଜଣ ପରସ୍ପର ସହ ଲଭ ରିଲେସନରେ ଥିଲେ । କେତେ ଜଣକଙ୍କ ମତରେ ଏହି ଦୁଇଜଣ ପରସ୍ପର ସହ ବିବାହ ମଧ୍ୟ କରିଥିଲେ । ହେଲେ ମୋନିକା ଏହି କଥାକୁ ସବୁବେଳେ ଅମାନ୍ୟ କରିଛନ୍ତି ।

ହେଲେ ଅବୁଙ୍କୁ ପ୍ରେମ କରିବା ବଦଳରେ ତାଙ୍କୁ ଏକ ବଡ ଜିନିଷକୁ ହରାଇବାକୁ ପଡିଥିଲା । ଅବୁଙ୍କ ପାଇଁ ତାଙ୍କ ବଲିଉଡ କାରିୟର ବରବାଦ ହୋଇଯାଇଥିଲା । ଅବୁଙ୍କ ପାଇଁ ମୋନିକାଙ୍କୁ ଜେ-ଲ ଯିବାକୁ ପଡିଥିଲା । ଗୋଟେ ସମୟରେ ବଲିଉଡରେ ଅବୁଙ୍କର ସମସ୍ତ କଥା ରହୁଥିଲା । ସେଥିପାଇଁ ମୋନିକା ଅବୁଙ୍କ ସହ ଲଭ ରିଲେସନରେ ରହିଥିଲେ ।
ସେହି ସମୟରେ ଅବୁ ଯେକୌଣସି ଫିଲ୍ମରେ ଅଭିନେତ୍ରୀ ମାନଙ୍କୁ କା-ଷ୍ଟି-ଙ୍ଗ କରେଇପାରୁଥିଲେ ଓ ସେ ମୋନିକାଙ୍କୁ ଏକ ବଡ ଅଭିନେତ୍ରୀ ବନେଇବା ପାଇଁ ଚାହୁଁଥିଲେ । ବନ୍ଧୁଗଣ ଫ-ର୍ଜି ପାସପୋର୍ଟ ପାଇଁ ମୋନିକାଙ୍କୁ ଜେ-ଲ ଯିବାକୁ ପଡିଥିଲା । ସେହି ସମୟରେ ସେ ଅବୁଙ୍କ ସହ ଲିଭିଙ୍ଗରେ ଏକ ଅନ୍ୟ ଦେଶରେ ରହୁଥିଲେ । ପୋ-ଲି-ସ ଦୁଇ ଜଣଙ୍କୁ ଗି-ର-ଫ କରିଥିଲା ।

୨୦୦୭ ମସିହାରେ ମୋନିକା ଜେ-ଲ-ରୁ ମୁକ୍ତି ପାଇଥିଲେ । ଜେ-ଲ-ରୁ ଫେରିବା ପରେ ମୋନିକା ନିଜ ରିଲେସନର ସବୁ ରହସ୍ୟକୁ ଖୋଲି ଦେଇଥିଲେ । ଏହା ପରେ ମୋନିକାଙ୍କ ବଲିଉଡ କାରିୟର ବରବାଦ ହୋଇଯାଇଥିଲା । ବନ୍ଧୁଗଣ ମୋନିକା ନିଜ ରିଲେସନ ବିଷୟରେ ସମସ୍ତ କଥା କହିଛନ୍ତି ।




