Odia Jokes- ପପୁ ନିଜ ଗାର୍ଲଫ୍ରେଣ୍ଡ ସହ ବଗିଚାରେ ଦେଖା କଲା, ଗାର୍ଲଫ୍ରେଣ୍ଡ– ଜାଣୁ ! ବାହାଘର ପୂର୍ବରୁ କରିବା ନା ପରେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପପୁର ସ୍ତ୍ରୀ ପପୁକୁ କହିଲା…
ସ୍ତ୍ରୀ- ଦେଖ, ମୁ କାମ କରିବା ସମୟରେ ମତେ କିସ୍ କରନି
ସେହି ସମୟରେ ଚାକରାଣୀ କହିଲା- ମ୍ୟାଡମ ଭଲ ଭାବରେ ବୁଝେଇ ଦିଅ
ମୁଁତ ବୁଝେଇ ବୁଝେଇ ଥକି ଯାଇଛି
୨. ସୁନ୍ଦର ସେକ୍ରେଟେରୀ ରାଗିକି ଗାଳି ଦେଇ ନିଜ ବସ୍ ର କେବିନରୁ ବାହାରୁଥିଲା ।
ସାଙ୍ଗ ମାନେ ପଚାରିଲେ- ଆରେ କଣ ହେଲା ?
ସେକ୍ରେଟେରୀ- ଛତରା ପଚାରୁଥିଲା, ସନ୍ଧ୍ୟାରେ ଫାଙ୍କା ଅଛ ?
ହେଲେ ମୁ କହିଲି ହଁ, ହେଲେ ସେ ମତେ ୬୦ ପେଜର ଟାଇପିଙ୍ଗ କରିବା ପାଇଁ କାମ ଦେଇଦେଲା

୩. ଶିକ୍ଷକ ପପୁକୁ ଏକ ପ୍ରଶ୍ନ ପଚାରିଲେ…
ଶିକ୍ଷକ- କହିଲ ପପୁ, ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମଧ୍ୟରେ କଣ ପାର୍ଥକ୍ଯ ରହିଥାଏ ?
ପପୁ- ସାର ଯଦି କଣ୍ଡକ୍ଟର ବସରେ ଶୋଇପଡିବ ତା ହେଲେ କାହାର ଟିକେଟ କଟା ଯାଇପାରିବ ନାହିଁ
ହେଲେ ଯଦି ଡ୍ରାଇଭର ବସ ଚଲାଉଥିବା ସମୟରେ ଶୋଇପଡିବ ତା ହେଲେ ସମସ୍ତଙ୍କର ଟିକେଟ କଟା ହୋଇଯିବ ।
୪. ମହିଳା- ମୋ ସ୍ଵାମୀ ଗୋଟିଏ ସପ୍ତାହ ହେଲା ଗାୟବ ଅଛନ୍ତି …
ପୋଲିସ- ତାଙ୍କର କୌଣସି ସନ୍ତକ ଅଛି ?
ମହିଳା- ହଁ ଅଛି ନା, ଏ ପପୁ 6 ବର୍ଷର ଅଟେ
ଓ ଏ ଗପୁ 4 ବର୍ଷର ଅଟେ

୫. ଗୋଟେ ଯୁବକ ଓ ଯୁବତୀ ସାଇକେଲରେ ଯାଉଥିଲେ
ସେହି ସମୟରେ ଏହି ଦୁଇଜଣ ମୁହାଁ ମୁହିଁ ହୋଇଗଲେ…
ଯୁବକ- ଆରେ ଦେଖିକି ସାଇକେଲ ଚଲାଅ ମ୍ୟାଡମ ।
ଯୁବତୀ- କାହିଁକି, ରାସ୍ତା କଣ ତମ ବାପାଙ୍କର ?
ଯୁବକ- ନାହିଁ ମ୍ୟାଡମ, ରାସ୍ତା ହେଉଛି ଆପଣଙ୍କ ବାପାର ମତେ ତ ଖାଲି ଯୌତୁକରେ ମିଳିଛି

୬. ପପୁ ନିଜ ରୋଗୀ ଜେଜେ ମା’ଙ୍କୁ ପାଖରେ ଥିବା ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲା…
ଡାକ୍ତର- ମୁହଁ ଖୋଲ ଜେଜେମା ..!
ଜେଜେମା- ତମ ସ୍ତ୍ରୀ ସବୁଦିନ ସନ୍ଧ୍ୟା ସମୟରେ ତମ ପଡୋଶୀ ଟୋକା ରାଜୁ ସହ ଦେଖା ହେଉଛି
ବାସ ଆ ଠାରୁ ଅଧିକ ମୋର ମୁହଁ ଖୋଲ ନାହିଁ, ନ ହେଲେ ତମର ତଲାକ ହେଇଯିବ
୭. ଭଉଣୀର ବିବାହ ହେଉଥିଲା ସେହି ସମୟରେ ଭାଇ କହିଲା…
ଭାଇ- ବାପା ମୋ ଭଉଣୀ ଖାଲି କାନ୍ଦୁଛି ହେଲେ ଭିଣେଇ ଭାଇ ତ କାନ୍ଦୁ ନାହାନ୍ତି ?
ବାପା- ବୁଝିଲୁ ପୁଅ, ତୋ ଭଉଣୀ ଖାଲି ଗେଟ ପର୍ଯ୍ୟନ୍ତ କାନ୍ଦିବ ହେଲେ ତୋ ଭିଣେଇ ଜୀବନ ସାରା କାନ୍ଦିବ

୮. ପପୁ ନିଜ ଗାର୍ଲଫ୍ରେଣ୍ଡ ସହ ବଗିଚାରେ ଦେଖା କଲା
ଗାର୍ଲଫ୍ରେଣ୍ଡ – ପ୍ରେମ ବାହାଘର ପରେ କରିବା ଉଚିତ ନାଁ ବାହାଘର ପୂର୍ବରୁ
ପପୁ – ଆରେ ପାଗେଳି ଯେତେବେଳେ କରୁଛୁ କରେ କିନ୍ତୁ ସ୍ତ୍ରୀ ନ ଜାଣିବା ଦରକାର




