ଦେଶ- ବିଦେଶ

Odia Jokes- ଗୋଟିଏ ଝିଅ ବୟଫ୍ରେଣ୍ଡ ପାଇଁ ରୋମାଣ୍ଟିକ ହେଇ ଫେସବୁକରେ ଅପଡେଟ ଦେଲା ‘ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…’, ଆଉ ତା’ ପରେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ପୁଅ ନିଜ ଗାର୍ଲଫ୍ରେଣ୍ଡର ବାପାକୁ କହିଲା…

ପୁଅ- ଯେତେ ଟଙ୍କା ଆପଣଙ୍କ ଝିଅ ଏକ ବର୍ଷରେ ଖର୍ଚ କରେ ସେତିକି ଟଙ୍କାର ତେଲ ଗୋଟେ ଦିନରେ ମୋ ଗାଡିରେ ପକାଏ

ଗାର୍ଲଫ୍ରେଣ୍ଡର ବାପା- ଏମିତି କେଉଁ ଗାଡି ଚଲାଉଛ ଯେ, ଏତେ ଟଙ୍କାର ତେଲ ପକାଇବାକୁ ପଡୁଛି ?

ପୁଅ- ରେଳ ଗାଡି

୨. ଝିଅର ବିଦାୟ ସମୟରେ ଝିଅ ବାପା ବରକୁ କହିଲା…

ଝିଅ ବାପା- ପୁଅ, ତମର ୱାଟସପ୍ ମେସେଜ ମିଳିଥିଲା… ତୁମର ଡିମାଣ୍ଡକୁ ଦେଖି ମୁ ବହୁତ ଆଶ୍ଚର୍ଯ୍ୟ ହେଲି

ହେଲେ ମୁ ତୁମର ସବୁ ଡିମାଣ୍ଡକୁ ପୂରଣ କରିଛି ।

ନିଅ ତମ ଡିମାଣ୍ଡର ଜିନିଷ “four underwear in red colour” ତୁମ ପସନ୍ଦର ନାଲି ରଙ୍ଗର ଚଡି !

ବର ମନେ ମନେ ଭାବିଲା- ଶଳା ମୁ କଣ କହିଥିଲି ଆଉ ମତେ କଣ ମିଳିଲା, ମୁ କହିଥିଲି, ”ford endeavour in red colour” ର ଡିମାଣ୍ଡ କରିଥିଲି ।

୩. ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲା…

ଏହା ପରେ ଝଗଡା ପରଦିନ ସ୍ଵାମୀ ନିଜ ସ୍ତ୍ରୀକୁ କ୍ଷୀର ଗିଲାସ ଦେଲା !

ସ୍ତ୍ରୀ- ନିଜ ଭୁଲର ପଶ୍ଚାତାପ କରିଲ ତ ?

ସ୍ଵାମୀ- ନାହିଁ, ଆଜି ନାଗ ପଞ୍ଚମୀ ତ ନିଅ କ୍ଷୀର ପିଇଦିଅ ।

ସ୍ତ୍ରୀ- ତା ହେଲେ ମୁ କଣ ନାଗୁଣୀ ?

ସ୍ଵାମୀ- ଆଉ ଏହାର କାରଣ କଣ ହୋଇପାରିବ !

୪. ବିବାହ ବିଷୟରେ ଜାଣିବା ପାଇଁ ଏକ ବୈଜ୍ଞାନିକ ବିବାହ କରିଥିଲା…

ହେଲେ ବର୍ତ୍ତମାନ ସେ ବିଜ୍ଞାନ ବିଷୟରେ ଜାଣି ପାରୁ ନାହିଁ !!

୬. ସ୍ଵାମୀ- ଆରେ କଣ ହେଉଛି, ଘର ବାହାରେ ଏତେ ଭିଡ କାହିଁକି ?

ସ୍ତ୍ରୀ- କିଛି ନାହିଁ, ମୁ ଆମ ପଡୋଶୀଙ୍କୁ କହିଥିଲି ଆମ ଜ୍ଵାଇଁ ପୁଅ ଆସୁଛନ୍ତି ମୁମ୍ବାଇରୁ ।

ସ୍ଵାମୀ- ତା ହେଲେ କଣ ହେଲା, ଏତେ ଭିଡର କାରଣ କଣ ?

ସ୍ତ୍ରୀ- ଆରେ ଜାନୁ ମୁ ଏବେ ନୂଆ ନୂଆ ଇଂରାଜୀ ସିଖୁଛି ତ ସେଥିପାଇଁ ମୁ ଏହି କଥାକୁ ଇଂରାଜୀରେ କହିଦେଲି !

ସ୍ଵାମୀ- କଣ କହିଲ ତମେ ଇଂରାଜୀରେ ?

ସ୍ତ୍ରୀ- ମୁ କହିଲି, ଆଜି ଆମେ ଘରକୁ Sunny Leone ଆସୁଛନ୍ତି ମୁମ୍ବାଇରୁ !

ସ୍ଵାମୀ- ହେ ପ୍ରଭୁ ତାକୁ son-in-law କୁହାଯାଏ ।

୭. ଗଣିତ କ୍ଳାସରେ ଶିକ୍ଷକ ପପୁକୁ ପଚାରିଲେ…

ଶିକ୍ଷକ- କହିଲୁ ପପୁ, ୪ ଆଉ ୪ କେତେ ହେବ ?

ପପୁ- ୧୦ ହେବ ।

ଶିକ୍ଷକ- ଆରେ ମୂର୍ଖ ତତେ ଏତିକି ଜଣା ନାହିଁ, ଚାରି ଆଉ ଚାରି ମିଶିଲେ ୮ ହେବ ।

ପପୁ- ଆମେ ବହୁତ ଦୟାଳୁ ପରିବାରରୁ ଆସିଛୁ ତ, ସେଥିପାଇଁ ମୁ ୮ରେ ଆଉ ୨ ମିଶେଇଦେଲି ।

୮. ଗୋଟିଏ ଝିଅ ବୟଫ୍ରେଣ୍ଡ ସହ ବହୁତ ଦିନରୁ

କଥା ହୋଇ ନଥିଲା

ଝିଅଟି ରୋମାଣ୍ଟିକ ହେଇ ଫେସବୁକ ରେ

ଅପଡେଟ ଦେଲା

ଝିଅ – ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…

କିଛି ସମୟ ପରେ ବୟଫ୍ରେଣ୍ଡ ର କମେଣ୍ଟ ଆସିଲା

ପୁଅ- କମିନୀ ଧୀରେ- ଧୀରେ ହିଁ ଆସୁଥିଲି

ତୋ ସାହି ଲୋକ ଚୋର ଭାବି ଖୁବ ପିଟିଲେ !!

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button