ରାଜ୍ୟ

Odia Jokes- ଗୋଟିଏ ଚାଲାଖ ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା, ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳି– ଚଉଠି ରାତିରେ…

ବନ୍ଧୁଗଣ ଜୀବନରେ ମନୋରଞ୍ଜନର ବହୁତ ଆବଶ୍ୟକତା ରହିଛି । ମଣିଷ ନିଜ କାମ ସାରି ଆସିବା ପରେ କିଛି ମନୋରଞ୍ଜନ କରିବା ପାଇଁ ଇଛା କରିଥାଏ । ହେଲେ ଆଜିକାଲିର ବ୍ୟସ୍ତ ବାହୁଲତା ଜୀବନରେ ମଣିଷ ନିଜର ମନୋରଞ୍ଜନ କରିପାରେ ନାହିଁ । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ।ଏହାକୁ ପଢିବା ଦ୍ଵାରା ଆପଣଙ୍କ ମନୋରଞ୍ଜନ ହୋଇଯିବ । ତେବେ ବନ୍ଧୁଗଣ ଆଉଆ ଅପେକ୍ଷା ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।
୧. ପତ୍ନୀ :- ଚା ବନେଇବିକି ?

ପତି :- ହଉ ଠିକ ଅଛି ।

ପତ୍ନୀ :- ଠିକ ଅଛି …

ପତ୍ନୀ :- ପୁଦିନା ପକେଇବି କି ?

ପତି :- ଠିକ ଅଛି

ପତ୍ନୀ :- ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।

ପତି :- ଗୋଟେ କାମ କାର ସୋରିଷ ଓ ଜୀରା ଦେଇ ତଡକା ଲଗାଇ ଦିଅ ।

୨. ଜଣେ କଲେକ୍ଟର,ଜଣେ ଏସପି, ଜଣେ ମନ୍ତ୍ରୀ ଓ ଜଣେ ଶିକ୍ଷାକର୍ମୀ ମିଶି କଥା ହେଉଥିଲେ

କଲେକ୍ଟର- ଆମେ ହେଉଛୁ ଏରିଆର ମାଲିକ ଆମେ ଯାହା ଚାହିଁବୁ ତାହା ହେବ ।

ଏସପି- ଆମେ ଯାହାକୁ ଚାହିଁବୁ ତାକୁ ଜେଲରେ ପୁରେଇବୁ ।

ମନ୍ତ୍ରୀ- ଆମେ ଯାହା ଚାହିଁବୁ ତାହା କରିବୁ, ଆମକୁ କେହି କିଛି କହିପାରିବେ ନାହିଁ ।

ଶିକ୍ଷାକର୍ମୀ- ଆମେ ସବୁଦିନ ପିଲା ମାନଙ୍କୁ କୁକୁଡା କରି ପିଟି ଥାଉ ।

ଆଗକୁ ତାଙ୍କ ଇଛା ସେମାନେ କଲେକ୍ଟର ହୁଅନ୍ତୁ, ଏସପି ହୁଅନ୍ତି କିମ୍ବା ନେତା ହୁଅନ୍ତୁ ଆମର କଣ ଅଛି ଆମେ ବର୍ତ୍ତମାନ ଠାରୁ ତାଙ୍କ କଥା ବୁଝି ଦେଉଛୁ

୩. ରୋଗୀ – ଡକ୍ଟର ସାର ମୋ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ ଆପଣ ମୋ ଫ୍ରି ଚିକିତ୍ସା କରି ପାରିବେ ? ତେବେ ବଧେ ମୁଁ କେବେ ଆପଣଙ୍କ କାମରେ ଆସି ପାରିବି ।

ଡକ୍ଟର – ତମେ କଣ କାମ କର ??

ରୋଗୀ – କବ୍ର ଖୋଦିବା କାମ

୪. ଦୁଇ ସାଙ୍ଗ ପରସ୍ପର ମଧ୍ୟରେ ନିଜ ସ୍ବାମୀଙ୍କ ବିଷୟରେ କଥା ହେଉଥିଲେ

ପ୍ରଥମ ସାଙ୍ଗ- ୟାର, ମୋ ସ୍ଵାମୀ ମତେ ସାରା ରାତି ଶୁଏଇ ଦିଅନ୍ତି ନାହିଁ…

ଦ୍ଵିତୀୟ ସାଙ୍ଗ- କାହିଁକି ???

ପ୍ରଥମ ସାଙ୍ଗ- କାହିଁକି ନା ସେ ସାରା ରାତି ମତେ ହଇରାଣ କରିଥାନ୍ତି

ବେମାର ଅଛନ୍ତି ନା ସେଥିପାଇଁ

ଦ୍ଵିତୀୟ ସାଙ୍ଗ- ତ ତୁ ଗୋଟେ ନର୍ସ ରଖିଦେ

ପ୍ରଥମ ସାଙ୍ଗ- ନର୍ସ ରଖିଛି, ସେଥିପାଇଁ ତ ମତେ ସାରା ରାତି ଜଗିବାକୁ ପଡୁଛି

୫. ବାହାଘରର ପର ଦିନ ବୋହୁ ଶାଶୁ କୁ କହିଲା

ବୋହୁ- ଶାଶୁ ମା, ଆମର ନୂଆ ନୂଆ ବାହାଘର ହେଇଛି, ମୋ ମନ ଲାଗୁ ନାହିଁ

ଶାଶୁ ପପୁକୁ – ଶୁଣ, ଆଜି ତାକୁ କୌଣସି ମହଙ୍ଗା ଜାଗାକୁ ବୁଲେଇବାକୁ ନେଇ ଯା…

ପପୁ- ଠିକ ଅଛି, ରେଡି ହେଇ ଯା…

ସ୍ତ୍ରୀ- ତ ଆମେ କଉଠି କି ଯାଉଛୁ ?

ପପୁ- ପ୍ରଥମେ ପେଟ୍ରୋଲ ପମ୍ପ ଯିବା, ପୁଣି ଗ୍ଯାସ ଏଜେନ୍ସି, ଓ ସେଠାରୁ ପୁଣି ପରିବା ମାର୍କେଟ

୬. ସ୍ଵାମୀ : ଡାରଲିଙ୍ଗ କାଲି ସକାଳୁ କଣ ତମେ ମୋ ସହ ଯୋଗା କ୍ଳାସ ଯିବ ?

ସ୍ତ୍ରୀ :ତମେ କଣ କହିବାକୁ ଚାହୁଁଚ ମୁଁ କଣ ମୋଟି ହେଇଯାଇଛି ?

ସ୍ଵାମୀ : ଏମିତି କିଛି ନୁହ, ଯିବା ପାଇଁ ଇଛା ନାଇ ତାହେଲେ ଜାଓନି ?

ସ୍ତ୍ରୀ : ତମ କହିବା ଅର୍ଥ ମୁଁ ଅଳସୁଆ ।

ସ୍ଵାମୀ : ତମେ ଏମିତି ରାଗୁଚ କଣ ପାଇଁ କହିଲ ?

ସ୍ତ୍ରୀ : ଏବେ ତମକୁ ଲାଗୁଛୁ ଯେ ମୁଁ ସବୁବେଳେ ଝଗଡା କରେ ନା ?

ସ୍ଵାମୀ : ମୁଁ ଏମିତି କେବେ କହିଲି ?

ସ୍ତ୍ରୀ : ତେବେ ମୁଁ ମିଛ କହୁଛି ନା ?

ସ୍ଵାମୀ : ହଉ ହେଲା ଏବେ ମୁଁ ବି ଯିବି ନାହିଁ ।

ସ୍ତ୍ରୀ : ମୁଁ ଏବେ ବୁଝିଲି, ତମେ ନିଜେ ମତେ ନେଇକି ଯିବା ପାଇଁ ଚାହୁଁ ନଥିଲ ଓ ବାହାନା ମାରୁଥିଲ, ତମର ସବୁବେଳେ ଏମିତି କାମ, ସବୁ ଭୁଲ ମୋର ଅଟେ ।

ସ୍ତ୍ରୀ ରାତି ସାରା ସ୍ଵାମିକୁ ଏହି ଭଳି ଗାଳି କରି ଚାଲିଲେ ଓ ସ୍ଵାମୀ ବେଚାରା ରାତି ସାରା ନିଜକୁ ପଚାରୁଥିଲା ଯେ ସେ ଏମିତି କଣ ପଚାରିଥିଲା ଯାହା କାରଣରୁ ଏହି ସବୁ କାଣ୍ଡ ହୋଇଗଲା

୭. ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା କଥା ହେଉଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button