ଦେଶ- ବିଦେଶ

କଥା କଥାରେ ହସୁଥିବା ଝିଅମାନେ କିପରି ହୋଇଥାନ୍ତି ? Chanakya Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ ।ବନ୍ଧୁଗଣ ନାରୀ ମାନେ ଘର ର ଲକ୍ଷ୍ମୀ ହୋଇଥାନ୍ତି।କିନ୍ତୁ ନାରୀ ମାନେ ଭୁଲ ରେ ଏପରି କିଛି କାର୍ଯ୍ୟ କରିବସିଥାନ୍ତି ଯାହା ଦ୍ୱାରା ସମସ୍ତ ପରିବାର ଓ ତାଙ୍କ ସ୍ୱାମୀ ବହୁତ ଅସୁବିଧା ରେ ପଡ଼ିଥାନ୍ତି।ତେବେ ବନ୍ଧୁଗଣ ମହିଳା ମାନଙ୍କ ର ଏହି ପରି କେଉଁ ସବୁ ଗୁଣ ଅଛି ତାହା ଆଜି ଆମେ ଆପଣଂକୁ ଜଣାଇବୁ।

ବନ୍ଧୁଗଣ ଝିଅ ମାନଙ୍କ ର ହସ ହିଁ ସେମାନଙ୍କ ର ଏକ ପ୍ରକାର ଅଳଙ୍କାର ସଦୃଶ ହୋଇଥାଏ।ହସୁଥିବା ସମୟ ରେ ଝିଅ ମାନେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି।ବନ୍ଧୁଗଣ ଚାଣକ୍ୟ ଙ୍କ ମତ ରେ ଯେଉଁ ଝିଅ ମାନେ ଟିକେ ଟିକେ କଥାରେ ମୁହଁ ବନ୍ଦ କରି ହସି ଥାଆନ୍ତି ସେମାନେ କେବେ ବି ଅନ୍ୟ ର ଭଲ ଵିଷୟ ରେ ଚିନ୍ତା କରି ନ ଥାନ୍ତି।ଏମାନେ କେବଳ ନିଜ କାମ ହାସଲ କରିବାରେ ମାହିର ହୋଇଥାନ୍ତି।ସମୟ ସୁବିଧା ଦେଖି ଏମାନେ ନିଜର କାମ ହାସଲ କରି ନେଇଥାନ୍ତି।

ଏହି ପରି ଝିଅ ମାନଙ୍କ ମନ ରେ ଅନ୍ୟ ପ୍ରତି ଟିକେ ବି ଦୟା ଭାବ ରହି ନ ଥାଏ।ଏମାନେ କେତେ ବେଳେ ବି କାହାକୁ ଧୋକା ଦେଇ ପାରନ୍ତି।ଏମାନେ ଆପଣଙ୍କ ସହିତ ମିଶି ଆପଣଙ୍କ ର ଗୁପ୍ତ କଥା କୁ ଆପଣଙ୍କ ଠାରୁ ଆଦାୟ କରି ଆପଣଙ୍କ ଶତ୍ରୁ ନିକଟ ରେ ପ୍ରକାଶ କରିଥାନ୍ତି।ଏମାନେ ନିଜ ସାଥି ଙ୍କୁ ମଧ୍ୟ ଛାଡି ପାରିଥାନ୍ତି।ଏହି ପରି ଝିଅ ମାନେ ବହୁତ ଅହଙ୍କାରୀ ହୋଇଥାନ୍ତି ତେଣୁ ସବୁବେଳେ ଏହି ପରି ଝିଅ ମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ହୋଇଥାଏ।ହସିବା ଦ୍ଵାରା ସ୍ୱାସ୍ଥ୍ୟ ଠିକ ରହିଥାଏ।କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ରେ କଥା କଥା ରେ ବହୁତ ଜୋର ରେ ଓ ସମ୍ପୂର୍ଣ୍ଣ ଖୋଲିକରି ହସୁଥିବା ଝିଅ ବହୁତ ଭଲ ହୋଇଥାନ୍ତି।ଏମାନଙ୍କ ର ଵ୍ୟଵହାର ବହୁତ ଭଲ ହୋଇଥାଏ।ଏମାନେ ରୂପ ରେ ଗୁଣ ରେ ବହୁତ ଭଲ ହୋଇଥାନ୍ତା।ଏମାନଙ୍କ ବ୍ୟବହାର ରେ ବହୁତ ଶାଳୀନତା ରହିଥାଏ।ଏହି ପରି ଝିଅ ମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି।

ଏମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି।ଏମାନେ କେବେ ବି କାହାକୁ ଧୋକା ଦେଇ ନ ଥାନ୍ତି।ଏମାନେ ଆପଣଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।ଏହିପରି ଝିଅ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାଏ।ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ରେ ଏହି ଝିଅ ମାନଙ୍କ ସହିତ ମିତ୍ରତା କରିବା ଦ୍ୱାରା ବହୁତ ଲାଭ ମିଳିଥାଏ।ତେଣୁ ଆପଣ ଯେଉଁଠି ବି ଏହିପରି ଝିଅ ଦେଖୁଛନ୍ତି ତାଙ୍କ ସହିତ ମିତ୍ରତା କରି ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button