ମନୋରଞ୍ଜନ

ଏକୁଟିଆ ହିଁ ନିଜ ବେଡ ରୁମ ରେ ମସ୍ତି କରୁଥିଲେ Katrina Kaif, ସେତିକିବେଳେ କିଛି ଏମିତି ହେଲା କି ଭିଡିଓ ହେଇଗଲା ଭାଇରାଲ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡର ନାମ କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ବହୁତ ଶୁଣିବାକୁ ମିଳୁଛି । ସମଗ୍ର ବିଶ୍ୱରେ ବର୍ତ୍ତମାନ ବଲିଉଡ ନିଜର ଏକ ସ୍ୱତନ୍ତ୍ର ନାମ କରିପାରିଛି । ଏହା ସମ୍ଭବ ହୋଇ ପାରିଛି କେବଳ ବଲିଉଡ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ନିଜର ଚମତ୍କାର ଅଭିନୟ ଦ୍ୱାରା ସେମାନେ ଆଜି ବଲିଉଡ କୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛନ୍ତି ।

ଅନେକ କଳାକାର ନିଜର ଚମତ୍କାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ୍ । ନିଜର ଷ୍ଟାଇଲ ଓ ଲୁକ ପାଇଁ ସେ ବେଶ ପରିଚିତ । ତାଙ୍କର ବହୁତ ପ୍ରସଂଶକ ଅଛନ୍ତି ।

ସେ ଅନେକ ସମୟ ରେ ଚର୍ଚ୍ଚା ର ଘେର କୁ ଆସିଥାନ୍ତି । ଏବେ ମଧ୍ୟ ସେହିପରି ହିଁ କିଛି ଘଟିଛି । ଏହା ବାହାରେ କେଉଁଠି ନୁହେଁ ବରଂ ତାଙ୍କର ନିଜ ଘରେ ହିଁ ହୋଇଛି ଯାହା ଦ୍ୱାରା ସେ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ର ଘେର କୁ ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ଏଜି ଵିଷୟ ରେ ଅନେକ କିଛି କଥା ।

ବନ୍ଧୁଗଣ କ୍ୟାଟ୍ରିନା କେଫ୍ ସବୁବେଳେ ନିଜର ଷ୍ଟାଇଲିଶ ଲୁକ ଓ ହଟନେସ ପାଇଁ ବହୁତ ପ୍ରଶଂସା ପାଇଥାନ୍ତି । ସେ ନିଜର ଅନେକ ସମୟ ର ଭିଡ଼ିଓ କିମ୍ବା ଫୋଟୋ କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ନିଜ ବେଡ଼ରୁମ ରେ ଥିବା ସମୟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।

ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବହୁତ ଭାଇରଲ ହେବାକୁ ଲାଗିଛି । ରହି ଭିଡିଓ ଟି କୁ ଦେଖି ଆପଣ ନିଜର ହସ ରୋକି ପାରିବେ ନାହିଁ । ସେ ଏକ କମେଡି ଭିଡିଓ କୁ ନିଜର ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସେହି ଭିଡିଓ ରେ ସେ ପ୍ରଥମେ ନିଜର ସମସ୍ତ କେଶ କୁ ଖୋଲି ଦେଉଛନ୍ତି ଓ ଏହା ପରେ ସେ ତଳକୁ ମୁହଁ କରୁଛନ୍ତି । କିନ୍ତୁ ହଟାତ ସେ ମୁଣ୍ଡ ଉପରକୁ କରିବା ବେଳେ ତାଙ୍କର ଚୁଟି ବନ୍ଧା ହୋଇଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ସେ ମଧ୍ୟ ବହୁତ ଖୁସି ଥିବାର ତାଙ୍କ ଚେହେରା ରୁ ଜଣା ପଡୁଛି ।

 

ଏହି ଭିଡିଓ ରେ ଏହି ସୁନ୍ଦରୀ ନାୟିକା ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ସେ ଏକ ସର୍ଟ ଡ୍ରେସ ପିନ୍ଧିଛନ୍ତି । ସବୁଠାରୁ ଖାସ କଥା ହେଉଛି କି ସେ ଏହି ଭିଡିଓ ରେ ବିନା ମେକପ ରେ ନଜର ଆସୁଛନ୍ତି । ବିନା ମେକପ ରେ ମଧ୍ୟ ସେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଦର୍ଶକ ମାନେ ତାଙ୍କର ଏହି ନୂତନ ଶୈଳୀ କୁ ବହୁତ ପସନ୍ଦ କରୁଛନ୍ତି । ତାଙ୍କର ଆଗାମୀ ଫିଲ୍ମ ରହିଛି ରୋହିତ ସେଠି ଙ୍କ ନିର୍ଦେଶୀତ “ସୂର୍ଯ୍ୟବଂଶୀ” ।

ଏହି ଫିଲ୍ମ ରେ ସେ ବଲିଉଡର ଖିଲାଡି ଅକ୍ଷୟ କୁମାର ଙ୍କ ସହିତ ନଜର ଆସିବେ । ଏହି ଫିଲ୍ମ ରେ ସେ ଅକ୍ଷୟ ଙ୍କ ପତ୍ନୀ ଙ୍କ ଭୂମିକା ରେ ଦେଖିବାକୁ ମିଳିବେ । ଦର୍ଶକ ମାନେ ତାଙ୍କର ଏହି ଫିଲ୍ମ କୁ ଅପେକ୍ଷା କରି ରହିଛନ୍ତି । ଆପଣ ମାନଙ୍କୁ ଜଣାଇ ଦେଉଛୁ କି ଏହି ଫିଲ୍ମ ଟି ୨୦୨୧ ମସିହା ରେ ରିଲିଜ ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button