ମନୋରଞ୍ଜନ

କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ଅଭିନେତ୍ରୀ ହୋଇଗଲେ ବର୍ବାଦ, ରାଜମହଲ ଭଳି ଘର ହୋଇଗଲା ନିଲାମ, ଜାଣନ୍ତୁ !

ବଲୀଉଡ ଇଣ୍ଡଷ୍ଟ୍ରି ରେ କେତେ ସୁନ୍ଦର ଅଭିନେତ୍ରୀ ରହିଛନ୍ତି, ଯାହାଙ୍କର ଅଭିନୟ ଏବଂ ସୁନ୍ଦରତାର ଲୋକମାନେ ଦିବାନା ହେଉଥିଲେ, ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ସମୟରେ ବହୁତ  ଫେମସ ଥିଲେ ଏବଂ ବଡ ବଡ ଷ୍ଟାର ମାନ ତାଙ୍କ ସହିତ କାମ କରିବା ପାଇଁ ଧାଡି ଲଗା ଉଥିଲେ ଏବଂ ସେ ବହୁତ ହିଟ ଫିଲ୍ମ ମଧ୍ୟ ଦେଇ ଛନ୍ତି ।

ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ “ମଧୁ” ଅଟେ । ୧୯୯୧ ରେ ଅଜୟ ଦେବଗନଙ୍କ ସୁପରହିଟ ଫିଲ୍ମ ‘ଫୂଲ ଔର କାଂଟେ’ ଆସିଥିଲା । ଏହି ଫିଲ୍ମରେ ଅଭିନେତ୍ରୀ ମଧୁ ଦେବ୍ୟୁ କରି ଥିଲେ । ନିଜର ଏହି ଫିଲ୍ମ ସାହାର୍ଯ୍ୟରେ ସେ ରତାରାତି ଫେମସ ହୋଇଥିଲେ । ମଧୁ ବଲୀଉଡ ର ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଆଜି ମଧୁ କେଉଁଠି ଏବଂ ସେ କଣ କରୁଛନ୍ତି ଏହା କେହି ଜାଣି ନାହାନ୍ତି ।

ଆପଣ ଜାଣିବା ପାଇଁ କହିଦେଉଛୁ ଯେ ମଧୁ ନିଜର କାରିୟର ରେ ମଳୟାଲାମ, ତାମିଲ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ମଧୁ ଭଲ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଭଲ ଡାନ୍ସାର ବି ଥିଲେ । ମଧୁଙ୍କର ଫିଲ୍ମ ରୋଜା ବି ସୁପରହିଟ ହୋଇଥିଲା ଏବଂ ତାଙ୍କୁ ଫିଲ୍ମ ରୁ ବହୁତ ପ୍ରଶଂସା ମିଳିଥିଲା । ମଧୁ ହେମମାଳିନୀଙ୍କର ସମ୍ପର୍କୀୟ ଅଟନ୍ତି । ସମ୍ପର୍କରେ ହେମା ମଧୁଙ୍କର ପିଉସୀ ହେବେ ଏବଂ ଜୁହୀ ଚାବଳା ମଧୁଙ୍କର ଭାଉଜ ହେବେ । ହେମାମାଳିନୀ ସବୁବେଳେ ମଧୁଙ୍କର ଆଇଡଲ ରହିଛନ୍ତି ଏବଂ ସେ ପିଲାବେଳୁ ହେମାଙ୍କ ଭଳି ଫିଲ୍ମରେ କାମ କରିବା ପାଇଁ ଚାହୁନଥିଲେ ।

କହିଦେଉଛୁ କି ଅଭିନେତ୍ରୀ ମଧୁ ର ବଲୀଉଡ ର କାରିୟର ସେତେ ଭଲ ନୁହେଁ, ଏହି କାରଣରୁ ତାଙ୍କୁ ୧୯୯୯ ମସିହାରେ ପ୍ରତିଷ୍ଠିତ ବିଜନେଶମାନ ଆନନ୍ଦ ସାହ ସହିତ ବାହା ହେଲେ । କୁହାଯାଏ କି ବାହାଘରର ପାଖାପାଖି ୬ ମାସ ପର୍ଯ୍ଯନ୍ତ ମଧୁଙ୍କ ସ୍ଵାମୀ ଆନନ୍ଦଙ୍କ କମ୍ପାନୀ ବନ୍ଦ ଥିଲା ଏବଂ ଏହି କାରଣରୁ ସେ ନିଜର କାରାଖାନାର କର୍ମଚାରିଙ୍କ ର ଟଙ୍କା ଦେଇ ପାରିଲେ ନାହିଁ ଏହି କାରଣରୁ ତାଙ୍କୁ ନିଅଜର ଘର ବିକ୍ରି କରିବାକୁ ପଡିଲା ଏବଂ ନିଜର ଅନ୍ୟ ଜମି ଗୁଡିକ ମଧ୍ୟ ବିକ୍ରି କରି ସେ ନିଜର ୧୦୦ କୋଟି ଟଙ୍କା ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button