ଖେଳ ଖବର

କାହିଁକି ଅଲଗା ହେଲେ ହିରୋ ଓ ହୋଣ୍ଡା ? ଜାଣନ୍ତୁ ପୁରା କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଏପରି ଏକ ଖେଳ ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କର ଭିଡ କ୍ରିକେଟ ଫିଲ୍ ରେ କ୍ରିକେଟ ଖେଳ ଚାଲୁଥିବା ସମୟରେ ଦେଖିବାକୁ ମିଳିଥାଏ । ଏହା ବ୍ଯତୀତ ଯେତେବେଳେ ଏପରି ଲୋକଙ୍କର ୨ ଟି ପ୍ରିୟ ଟିମ୍ ଖେଳ ଚାଲିଥାଏ । ସେତେବେଳେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ । କ୍ରିକେଟ ଦୁନିଆର କଥାରେ  ବାଂଲାଦେଶ ଖେଳାଳୀଙ୍କ କହିବା ଅନୁସାରେ ଯେତେବେଳେ ଭରତ ଓ ବାଙ୍ଗଲାଦେଶ ମଧ୍ୟରେ ଖେଳ ଚାଲିଥାଏ ।

ସେତେବେଳେ ୨ ପକ୍ଷ ନିଜର ବେଷ୍ଟ ଦେଇ ଖେଳିବାକୁ ଚେଷ୍ଟା କରିଥାନ୍ତି । ଏପରି କରିବା ସତ୍ବେ ମଧ୍ୟ ସବୁବେଳେ ଭାରତୀୟ ଖେଳାଳୀ ଟିମ୍ ଅପେକ୍ଷା ଖେଳରେ ବାଂଲାଦେଶ ପଛୁଆ ରହିଜାଇଥାଏ । ବାଙ୍ଗଲାଦେଶ ଟିମ୍ ର ଜଣେ ଖେଳାଳୀଙ୍କ କହିବା ଅନୁସାରେ ଭରତ ଠାରୁ ଆମେ କେବେ ଜିତିନାହୁଁ । ଆଗକୁ ମଧ୍ୟ ଭାରତ ଠାରୁ ଜିତି ପାରିବୁ ନାହିଁ ।

ଭାରତ ଠାରୁ ସବୁବେଳେ ଆମେ ଏମିତି ହାରିଯାଇଥାଉ । ଭାରତ ଦଳର ବିପକ୍ଷରେ ଖେଳୁଥିବା ବାଙ୍ଗଲାଦେଶର ପରାଜୟ ହେବା ପରେ ବାଙ୍ଗଲାଦେଶର ଅଧିନାୟକ ସକିବ ଅଲ ହାସନଙ୍କ ମୁହଁରୁ ଏପରି ବଡ ଅଜବ ବୟାନ ଶୁଣିବାକୁ ମିଳିଛି । ଯେତେବେଳେ ମଧ୍ୟ ଭାରତ ଦଳ ଓ ବାଙ୍ଗଲାଦେଶ ମୁହାଁମୁହିଁ ହୋଇ ଖେଳ ଆରମ୍ଭ ହୋଇଥାଏ । ଯେତେ ମଧ୍ୟ ଭଲ ବାଙ୍ଗଲାଦେଶର ଖେଳାଳୀ ଅଭ୍ଯାସ କରିଥିଲେ ମଧ୍ୟ ଭାରତ ଠାରୁ ବାଂଲାଦେଶ ଖେଳରେ ହାରିଛି ।

ଯେତେ ଥର  ମ୍ଯାଚ ହୋଇଛି ଆମେ ଖେଳରେ ଭାରତ ଠାରୁ ହାରିଲେ ମଧ୍ୟ ଆମେ ବାଙ୍ଗଲାଦେଶ ଖେଳାଳୀ କେବେ ମଧ୍ୟ ହାର ମାନିନାହୁଁ । ଭାରତ ଓ ବାଙ୍ଗଲାଦେଶ ଉଭୟ ଦଳ ଖେଳ ହେବା ପୂର୍ବରୁ ନିଜକୁ ଭଲ ଭାବରେ ଖେଳ ପାଇଁ ପ୍ରସ୍ତୁତ କରିବା ସହ ଖେଳ ଖେଳିବା ସମୟରେ ନିଜକୁ ଖେଳରେ ବେଷ୍ଟ ଦେଇ ଖେଳିବାକୁ ପ୍ରୟାସ କରିଥିଲେ।

ବାଙ୍ଗଲାଦେଶର ସବୁଠାରୁ ବେଷ୍ଟ ବ୍ୟାଟ୍ସମ୍ଯାନ ହେଉଛନ୍ତି ଲିଟନ ଦାସ । ତାଙ୍କର ଆକ୍ରମଣତା ପୂର୍ବକ ବ୍ୟାଟିଂ ଖେଳରେ ବହୁତ ଭଲ ପଦର୍ଶନ କରିଥିଲା । ତାଙ୍କ କହିବା ଅନୁସାରେ ଭାରତର ଶ୍ରେଷ୍ଠ ୪ ଜଣ ହେଉଛନ୍ତି ଅତି ବିପଦଜନକ । ବାଂଲାଦେଶର ଯୋଜନା ମୁତାବକ ଆରମ୍ଭରୁ ୪ ଟି ୱିକେଟ ପାଇବା ପାଇଁ ଯୋଜନା କରିଥିଲେ । ତେଣୁ ସେମାନେ ତାସ୍କିନ ଅହମଦଙ୍କୁ ପଠାଇ ଥିଲେ ।

ଦୁର୍ଭାଗ୍ୟବଶତଃ ସେ ୱିକେଟ ନେଇପାରିଲେ ନାହିଁ । ସାକିବ ଅଲ ହାସନଙ୍କ କହିବା ଅନୁସାରେ ତାଙ୍କ ପାଇଁ ଏହି ବିଶ୍ଵକପ୍ ବହୁତ ଆରାମଦାୟକ । ତାଙ୍କର ଆଗାମୀ ସମୟରେ ଅନ୍ୟ ଏକ ଖେଳ ରହିଅଛି । ସେଥିପାଇଁ ସେମାନେ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button