ରାଜନୀତି

ଝିଅର କେବଳ ଏତିକି ହିଁ ଭୁଲଥିଲା କି ସେ ‘NAMO AGAIN’ର ଟି ଶର୍ଟ ପିନ୍ଧି ଥିଲେ ଏବଂ ସେଠି ପ୍ରିୟଙ୍କାଙ୍କର ରାଲୀ ଥିଲା, ଆଉ ତା ପରେ ହେଲା କିଛି ଏମିତି

କଂଗ୍ରେସ ମହାସଚିବ ପ୍ରିୟଙ୍କାଙ୍କର ବାରାଣସୀର ଅସ୍ସୀ ଘାଟରେ ରୈଲୀ ସମୟରେ କଂଗ୍ରେସ ଏବଂ ବିଜେପି ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟରେ ଝଗଡା ଆରମ୍ଭ ହୋଇ ଯାଇଥିଲା । ଏବଂ ଏହି ଝଗଡା ପରେ ଏହି ଦୁଇ ପାର୍ଟିର ଲୋକମାନେ ପରସ୍ପର ବିରୁଦ୍ଧରେ ନାରା ଲଗାଇଲେ । ବାରାଣସୀରେ ପ୍ରିୟଙ୍କା ଗାନ୍ଧୀଙ୍କର ରୈଲୀ ସମୟରେ ହୋଇଥିବା ହଙ୍ଗାମା ମଝିରେ ଜଣେ ଝିଅଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କାରାଯାଇଛି ।

ଏବଂ ଏହା କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା କରାଯାଇଛି । କୁହାଯାଉଛି କି ଏହି ଝିଅ ଜଣକ ‘ନମୋ ଏଗେନ’ର ଟି ସର୍ଟ ପିନ୍ଧିଥିଲେ । ଏବଂ ଏହି ଝିଅ ଜଣକଙ୍କର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆରୋପ ଏହା ଅଟେ କି ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ଭାବି ଧକ୍କା ମାରିଛନ୍ତି । ତାଙ୍କ କହିବା ଅଟେ କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମର୍ଥକ ଅଟନ୍ତି କିନ୍ତୁ ତାଙ୍କର ବିଜେପି ପାର୍ଟି ସହ କୌଣସି ସମ୍ପର୍କ ନାହିଁ । ସେ ଏହି ସହରର ଏକ ସ୍ଥାନୀୟ କଲେଜରେ ପଢୁଛନ୍ତି ।

ଭାଙ୍ଗି ନାହାନ୍ତି କୌଣସି ଆଇନ

ଏହି ଝିଅ ସହିତ ହୋଇଥିବା ଖରାପ ବ୍ୟବହାର ପରେ ପୁଲିସ ତାଙ୍କୁ ସେହି ସ୍ଥାନରୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ । ଏହା ପରେ ସେହି ଝିଅ ଜଣକ ମିଡିୟା ସହିତ କଥାବାର୍ତ୍ତା କରି କଂଗ୍ରେସର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ଧକ୍କା ମାରିଥିବାର ଆରୋପ ଲଗାଇଛନ୍ତି । ତାଙ୍କର କହିବା ଅଟେ ସେ ‘ନମୋ ଏଗେନ’ ଟି ସର୍ଟ ପିନ୍ଧି କୌଣସି ଆଇନ ଭାଙ୍ଗି ନାହାନ୍ତି ।

ଦେଖନ୍ତୁ ଭିଡିଓ –

ଏହିଭଳି ଭବାରେ ହେଲା ହଙ୍ଗମା

କୁହାଯାଉଛି କି ଯେମିତି ହିଁ ପ୍ରିୟଙ୍କା ଏହି ଜାଗାରେ ପହଞ୍ଚିଲେ ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେପି ସମର୍ଥକମାନେ ମୋଦୀଙ୍କ ନାମର ନାରା ଲଗାଇବା ଆରମ୍ଭ କରିଦେଲେ । ଏହା ଦେଖି କଂଗ୍ରେସ କର୍ମୀମାନଙ୍କୁ ପସନ୍ଦ ଲାଗିଲା ନାହିଁ ଏବଂ ଦୁଇ ପାର୍ଟି ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ଏହା ସହିତ ସେମାନେ ପରସ୍ପରକୁ ଉପରକୁ ହାତ ବି ଉଠାଇଲେ । ବର୍ତ୍ତମାନ ହିଁ ଏହିଭଳି ଏକ ଘଟଣା ରାହୁଲ ଗାନ୍ଧୀଙ୍କ ରୈଲୀ ବି ହୋଇଥିଲା ।

ସିଧା ମୋଦୀଙ୍କୁ ଟାର୍ଗେଟ କରିଲେ

ପ୍ରିୟଙ୍କା ଗାନ୍ଧୀ ଏହି ରୈଲୀ ନରେନ୍ଦ୍ର ମୋଦୀଙ୍କୁ ଏବଂ ବିଜେପି ସରକାରଙ୍କୁ ସିଧା ଟାର୍ଗେଟ କରି କହିଲେ କି ‘ ମୋର ମାନିବା ଅଟେ କି ପ୍ରଧାନମନ୍ତ୍ରୀଙ୍କୁ ଏହା ଭାବିବା ଛାଡିଦେବା ଉଚିତ କି ଲୋକମାନେ ମୂର୍ଖ ଅଟନ୍ତି, ତାଙ୍କୁ ଜଣା ନାହିଁ କି ରୈଲୀ ସବୁକିଛି ବୁଝି ପାରୁଛନ୍ତି । ମୋଦୀଙ୍କର ସରକାର ପାଞ୍ଚ ବର୍ଷ ସତ୍ତାରେ ରହି ଲୋକତାନ୍ତ୍ରିକ ସଂସ୍ଥାକୁ ନଷ୍ଟ କରି ଦେଇଛନ୍ତି ।‘

କହି ଦେଉଛୁ ଯେ ଆସନ୍ତା ମାସରେ ଲୋକସଭା ଇଲେକ୍ସନ ଆରମ୍ଭ ହେବାର ଅଛି ଏବଂ ଏହି ଇଇଲେକ୍ସନ ପୂର୍ବରୁ ସବୁ ପାର୍ଟି ବିଜେପିକୁ ଘେରିବା ଆରମ୍ଭ କରି ଦେଇଛନ୍ତି ଏବଂ ବିଜେପି ବିରୁଦ୍ଧରେ ଏହିଭଳି ବୟାନ ଦେଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button