ମନୋରଞ୍ଜନ

୧୨ ବର୍ଷ ରେ ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘ଜୟ ଶ୍ରୀ କ୍ରୀଷ୍ଣା’ ର ଏହି କୁନି କୃଷ୍ଣ, ଏବେ ଚିହ୍ନିବା ବି ମୁସ୍କିଲ

କିଛି ଦିନ ତଳେ ଟିଭି ପରଦାରେ ରିଟେଲିକାଷ୍ଟ ହୋଇଥିବା ସିରିଏଲ ସବୁ ଟିଆରପି ରେ ଟପ ରେ ରହୁଥିଲେ । ସେଇଠି କ୍ରୀଷ୍ଣା ସୋ ବି TRP ଲିଷ୍ଟ ରେ ଟପ 5 ରେ ନିଜ ଜାଗା ବନେଇ ନେଇଥିଲା । ଏହା ମଧ୍ୟରେ ଏହାର ସବୁ କଳାକାର ମଧ୍ୟ ବହୁତ ଚର୍ଚ୍ଚା ରେ ଆସିଲେ । ଏମାନଙ୍କ ମଧ୍ୟରେ ଗୋଟିଏ ନାମ ହେଉଛି ଧୃତି ଭାଟିଆଙ୍କର । ଯିଏ ଜୟ ଶ୍ରୀ କ୍ରୀଷ୍ଣା ରେ କାହ୍ନା ଙ୍କର ପିଲାଦିନର ରୋଲ କରିଥିଲେ । ଆଜ୍ଞା ହଁ କଲର୍ସ ଟିଭି ରେ 2008 ରେ ଟେଲିକାଷ୍ଟ ହୋଇଥିବା ଆଧ୍ୟାତ୍ମିକ ସୋ ‘ଜୟ ଶ୍ରୀ କ୍ରୀଷ୍ଣା’ ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ରୋଲ କରି ସାରିଥିବା ଚାଇଲ୍ଡ ଆକ୍ଟ୍ରେସ ଧୃତି ଭାଟିଆ ଏବେ ହାରାହାରି 14 ବର୍ଷର ହୋଇ ଯାଇଛନ୍ତି ।

ଯେଉଁ ସମୟରେ ସେ ଶ୍ରୀ କୃଷ୍ଣ ଙ୍କର ରୋଲ କରିଥିଲେ ସେତେବେଳ ସେ ମାତ୍ର 2.5 ବର୍ଷର ଥିଲେ । ସୋ କାରଣରୁ ତାଙ୍କର ଫ୍ୟାନ ଫଲୋଇଙ୍ଗ ବି ବହୁତ ବଢିଯାଇଥିଲେ । ଏମିତି କି କିଛି ଲୋକ ତ ତାଙ୍କୁ ରିଅଲ କ୍ରୀଷ୍ଣା ବି ମାନିବାକୁ ଲାଗିଥିଲେ । ନିଜେ ଧୃତି ମଧ୍ୟ ଏକ ଇଣ୍ଟରଭ୍ୟୁ ସମୟରେ ଏହି କଥା କହିଥିଲେ।

କହି ଦେଉଛୁ କି ଯେଉଁ ସମୟରେ ଧୃତି କ୍ରୀଷ୍ଣା ଙ୍କ ରୋଲ ପ୍ଲେ କରିଥିଲେ ସେହି ସମୟରେ ଧୃତି କ୍ରୀଷ୍ଣା ବେଶରେ ଏତେ କ୍ୟୁଟ ଲାଗୁଥିଲେ କି ସମସ୍ତେ ତାଙ୍କୁ ଦେଖିବା ପାଇଁ ସିରିଏଲ ଜୟ ଶ୍ରୀ କ୍ରୀଷ୍ଣା ସିରିଏଲ ସମୟକୁ ଚାହିଁ ରହୁଥିଲେ । ଧୃତି ନିଜର କ୍ୟୁଟନେସ ରେ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ । ଏହି ସିରିଏଲ କୁ ରାମାନନ୍ଦ ସାଗର ଙ୍କ ପୁଅ ମୋତି ସାଗର ବନାଇଥିଲେ ।

କହି ଦେଉଛୁ କି ଏହି ସିରିଏଲ ଦୂରଦର୍ଶନ ରେ ଟେଲିକାଷ୍ଟ ହୋଇଥିବା ରାମାନନ୍ଦ ସାଗରଙ୍କ ପପୁଲାର ସୋ ଶ୍ରୀ କ୍ରୀଷ୍ଣା ର ରିମେକ ଥିଲା । ବର୍ତ୍ତମାନ ଯେତେବେଳେ ଏହା ପୁଣି ଥରେ ଟିଭି ରେ ପ୍ରସାରିତ ହେଲା ସେତେବେଳେ ଦର୍ଶକଙ୍କୁ ପୁଣି ଥରେ କୁନି କ୍ରୀଷ୍ଣା ଙ୍କୁ ଦେଖିବାକୁ ମିଳିଲା । କିନ୍ତୁ ଏହି ସୋ ରୁ କ୍ୟାରିୟର ଆରମ୍ଭ କରିଥିବା ଧୃତି ଆଗ ଠାରୁ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

କହି ଦେଉଛୁ କି ଜୟ ଶ୍ରୀ କ୍ରୀଷ୍ଣା ପରେ ଧୃତି ଙ୍କୁ କିଛି କମରସିଆଲ, ଡୋଣ୍ଟ ଓରି ଚାଚୁ, ଇସ ପ୍ୟାର କୋ କ୍ୟା ନାମ ଦୂ’ ଭଳି ସୋ ରେ ମଧ୍ୟ କାମ କରିବାକୁ ମଉକା ମିଳିଲା । ନିଜ ଫିଉଚର କୁ ନେଇ ଧୃତି ଏକ ଇଣ୍ଟରଭ୍ୟୁ ରେ ଏହା ମଧ୍ୟ କହିଥିଲେ କି ସେ ଏକ ଭଲ କୋରିଓଗ୍ରାଫର ହେବାକୁ ଚାହୁଞ୍ଚନ୍ତି । ବର୍ତ୍ତମାନ ଧୃତି ଟିଭି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି ଓ ନିଜର ସବୁ ସମୟ ପଢାରେ ହିଁ ଲଗାଉଛନ୍ତି ।

ଏହା ସହିତ ଧୃତି କ୍ଲାସିକାଲ ଡ୍ୟାନ୍ସ ବି ଶିଖୁଛନ୍ତି । ଆପଣଙ୍କୁ କହି ଦେଉଛୁ କି ଧୃତି ଙ୍କ ପାପା ଗଗନ ଭାଟିଆ ଜଣେ ବିଜିନେସ ମ୍ୟାନ ଅଟନ୍ତି ଓ ଧୃତିଙ୍କ ମା’ ପୂନମ ଭାଟିଆ ଜଣେ କୋରିଓଗ୍ରାଫର ହେବା ସହିତ ଟିଭି ର ଜଣା ଶୁଣା ଅଭିନେତ୍ରୀ ବି ଅଟନ୍ତି । କିନ୍ତୁ ଏହି ସିରିଏଲ କୁ ବନ୍ଦ ହେବାର 12 ବର୍ଷ ବିତି ଯାଇଛି କିନ୍ତୁ ଏବେ ବି ଧୃତିଙ୍କ କ୍ୟୁଟନେସ ରେ କୌଣସି କମି ଆସି ନାହିଁ । ଆଜି ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button