ଦେଶ- ବିଦେଶ

Interesting Gk Questions- ଶୁଖିଲାରେ ହୁଏ ୨ କେ.ଜି, ଓଦାରେ ହୁଏ ୧ କେ.ଜି, ଜଳି ଗଲେ ହୁଏ ୩ କେ.ଜି, କୁହନ୍ତୁ ତାହା କଣ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ଉତ୍ତର – ଟାଇଗର

ପ୍ରଶ୍ନ-୨

କେଉଁ ପରିବାରେ ଏକ ସହରର ନାମ ଆସିଥାଏ ?

ଉତ୍ତର – ଶିମଲା

ପ୍ରଶ୍ନ-୩

ବିଶ୍ବରେ ସବୁଠୁ ଅଧିକ ମଇଁଷି ପାଳୁଥିବା ରାଜ୍ୟ କିଏ ଅଟେ ?

ଉତ୍ତର – ଭାରତ

ପ୍ରଶ୍ନ-୪

ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ପ୍ରାଣୀ କିଏ ଅଟେ ?

ଉତ୍ତର- କଇଁଛ

ପ୍ରଶ୍ନ-୫

କେଉଁ ଦେଶରେ ସବୁଠୁ ଅଧିକ ସୁନା ଉତ୍ପାଦନ ହୋଇଥାଏ ?

ଉତ୍ତର – ଚୀନ

ପ୍ରଶ୍ନ-୬

କେଉଁ ଦେଶର ଲୋକ ସବୁଠୁ କମ ମାଂସ ଖାଇଥାନ୍ତି ?

ଉତ୍ତର – ଭୁଟାନ

ପ୍ରଶ୍ନ-୭

ଠେକୁଆ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର – ନରୱେ

ପ୍ରଶ୍ନ-୮

ଭାରତରେ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ରାଜ୍ୟ କଣ ଅଟେ ?

ଉତ୍ତର – ଗୋଆ

ପ୍ରଶ୍ନ-୯

କେଉଁ ଦେଶରେ କୁର କୁରେ ଉପରେ ବ୍ୟାନ ଲାଗିଛି ?

ଉତ୍ତର – ଇଟାଲୀ

ପ୍ରଶ୍ନ-୧୦

ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ କେତେ ମିନିଟ ପାଇଁ ହୋଇଥାଏ ?

ଉତ୍ତର – ୭ ମିନିଟ

ପ୍ରଶ୍ନ-୧୧

ଆମେରିକା କେଉଁ ଦେଶର ଗୁଲାମ ରହି ସାରିଛି ?

ଉତ୍ତର – ଇଂଲଣ୍ଡ

ପ୍ରଶ୍ନ-୧୨

ସାତ ଟାପୁ ର ନଗର କାହାକୁ କୁହାଯାଏ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ-୧୩

ସବୁଠୁ ଅଧିକ ଭାବୁକ ପଶୁ କିଏ ଅଟେ ?

ଉତ୍ତର – ହାତୀ

ପ୍ରଶ୍ନ-୧୪

ୱାନ ପ୍ଲସ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର – ଚୀନ

ପ୍ରଶ୍ନ-୧୫

‘କର ବା ମର’ ର ନାରା କିଏ ଦେଇଥିଲେ ?

ଉତ୍ତର – ମହାତ୍ମା ଗାନ୍ଧୀ

ପ୍ରଶ୍ନ-୧୬

ଶୁଖିଲାରେ ହୁଏ ୨ କେ.ଜି

ଓଦାରେ ହୁଏ ୧ କେ.ଜି

ଜଳି ଗଲେ ହୁଏ ୩ କେ.ଜି

କୁହନ୍ତୁ ତାହା କଣ ?

ଉତ୍ତର – ସଲଫର

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button