Jyotish Shastra – ଶନିଦେବ ହେଲେ ପ୍ରସନ୍ନ, ଆଜି ରାତି ଠାରୁ ସବୁଠାରୁ ଉଚ୍ଚରେ ରହିବା ଏହି 3 ଟି ରାଶିର ଭାଗ୍ୟ, ହେବ ଧନଲାଭ

ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦଶା ଓ ଦିଶା ରେ ଅଦଳ ବଦଳ ହୁଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ । କିନ୍ତୁ ଆମ୍ଭେମାନେ ଏହି ପ୍ରଭାବକୁ ବୁଝି ପାରି ନଥାଉ । କହି ଦେଉଛୁ କି ପ୍ରତ୍ଯେକ ଗ୍ରହଙ୍କର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ।
ଶନିଦେବ ଯେତେବେଳେ ଖୁସି ହୁଅନ୍ତି ସେତେବେଳେ ସେହି ମଣିଷର ସମୟ ବହୁତ ଭଲ ଆରମ୍ଭ ହୋଇ ଯାଇଥାଏ । କିନ୍ତୁ ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତା ଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି ଦେଇଥାନ୍ତି । ଶନି ଭଗବାନ କାହାର ଶତୃ ନୁହଁନ୍ତି ବରଂ ମିତ୍ର ଅଟନ୍ତି । ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି ଯିଏ କି ପ୍ରତ୍ଯେଳ ପ୍ରାଣୀଙ୍କ ସହିତ ନ୍ୟାୟ କରିଥାନ୍ତି । ଯେଉଁମାନେ ଅନୈତିକ ଓ ଖରାପ କାମ କରନ୍ତି ସେମାନଙ୍କୁ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ।

ଆପଣଙ୍କୁ କହି ଦେଉଛୁ କି ଯେତେବେଳେ ଶନିଦେବ ନିଜର ଚଳନ ବଦଳାନ୍ତି ତେବେ ସେ ରାଶିମାନଙ୍କ ଅନୁସାରେ କାହା ଉପରେ ଭାରି ପଡନ୍ତି ତ କାହା ଉପରେ ଖୁସି ହୁଅନ୍ତି । ଏମିତି ରେ ତ ସମସ୍ତ ୧୨ ଟି ରାଶିମାନଙ୍କ ଉପରେ ଶନିଙ୍କର ପ୍ରଭାବ ରହିଥାଏ କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଦେବ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।
ମେଷ ରାଶି

ଏହି ରାଶି ଉପରେ ବର୍ତ୍ତମାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ରହିବେ ଓ ଆପଣଙ୍କୁ ଏବେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ । ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କର ସବୁ ମନୋକାମନା ଭଗବାନ ଶନିଦେବ ଏବେ ପୂରଣ କରିବେ । କିନ୍ତୁ ଆପଣଙ୍କୁ ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ଆବଶ୍ୟକ ।
ସିଂହ ରାଶି

ଶନିଦେବ ଙ୍କର କୃପା ଏହି ରାହି ଉପରେ ମଧ୍ୟ ରହିବ । ଏମାନଙ୍କ ଭିତରେ କୌଣସି ପ୍ରକାରରେ ଆଉ ଆରମ ବିଶ୍ଵାସ ର ଅଭାବ ରହିବ ନାହିଁ । ଏମାନଙ୍କର ସବୁ ମନୋସ୍କାମନା ଭଗବାନ ଶନିଦେବ ଙ୍କ ଦ୍ଵାରା ପୂରଣ ହେବ । କିନ୍ତୁ ଆପଣ ମନ ଧ୍ୟାନ ଲଗାଇ ସଂପୂର୍ଣ୍ଣ ପରିଶ୍ରମ କରି ନିଜ କାମ ଉପରେ ଧ୍ୟାନ ଦେବା ଆବଶ୍ୟକ ।
କନ୍ୟା ରାଶି

ଶନିଦେବଙ୍କ କୃପାରୁ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନ ସୁଖମୟ ରହିବ । ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂରଣ ହେବ । ଆପଣଙ୍କୁ ଧନର କୌଣସି ଅଭାବ ମଧ୍ୟ ରହିବ ନାହିଁ । ଜୀବନ ସାଥିଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହେବ । ଜୀବନରେ ଉନ୍ନତି ର ନୂଆ ନୂଆ ମାର୍ଗ ହାସଲ ହେବ । ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ । ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିବ । ମାତା ପିତାଙ୍କ ସ୍ବାସ୍ଥ୍ଯରେ ଉନ୍ନତି ହେବ ।




