ରାଜ୍ୟ

ପାଠ ବଦଳରେ ଛାତ୍ରଙ୍କୁ ପ୍ରେମପାଠ ପଢାଉଥିଲେ କୁତୁକୁତିଆ ଟ୍ଯୁସନ ଦିଦି ଆଉ ଛାତ୍ରକୁ ଧରି ମାରିଲେ ଚମ୍ପଟ…ଦେଖନ୍ତୁ କଣ କହୁଛନ୍ତି ପୁଅର ପରିବାର

ବନ୍ଧୁଗଣ, ସୂଚନା ଅନୁଯାୟୀ ଦିଦିଙ୍କ ପାଖକୁ ଟିଉସନ ହେବାକୁ ପୁଅ ଯାଉଥିଲା । କିନ୍ତୁ ସେ ଏଭଳି କେଉଁ ଶିକ୍ଷା ଦେଉଥିଲେ ଯେ ଛାତ୍ର କୁ ଧରି ଡିଆଁ ମାରିଛନ୍ତି ଦିଦି । ଏହି ଘଟଣାରୁ ଆପଣ ଜାଣିପାରୁଥିବେ ଯେ ଟିଉସନ ନାମରେ କିଭଳି ଦିଦି ପାଠ ପଢାଉଥିଲେ ଦିଦି ଜଣଙ୍କ । ପାଠ କମ ପଢାଉଥିଲେ ଦିଦି ମାତ୍ର ରୋମାନ୍ସ ଅଧିକ କରିଦେଉଥିଲେ । ପୁଅ କୁ ୧୮ ବର୍ଷ କୁ ଦିଦି ଙ୍କୁ ୩୦ ବର୍ଷ । ଦିଦି ଟିଉସନ ନାମରେ ରୋମାନ୍ସ କରୁଥିଲେ ଆଉ ଶେଷରେ ବର୍ତ୍ତମାନ ଛାତ୍ରଙ୍କୁ ଧରି ଫେରାର ହୋଇଯାଇଛନ୍ତି ।

ଘର ଲୋକେ ଯେଉଁ ଆଶା ତଥା ଭରୋଷାରେ ପୁଅର ଭବିଷ୍ୟତ କୁ ଦେଖି ପୁଅ କୁ ଦିଦି ଙ୍କ ପାଖକୁ ପାଠ ପଢିବା ପାଇଁ ଛାଡିଥିଲେ, ଆଶା ବାନ୍ଧିଥିଲେ ଯେ ଏହି ଦିଦି ପୁଅକୁ ଏହିଭଳି ପାଠ ପଢାଇବେ ଯେ ସେ ଭବିଷ୍ୟତରେ ଯାଇ କିଛି ନା କିଛି କରି ଦେଖାଇବ । ତଥା ପରିବାରର ମାନ ସନ୍ନମାନ ବଢାଇ ଦେବ । କିନ୍ତୁ ଦିଦି ଆଜି ଯାହା ପାଠ ପଢାଇଲେ ଏଥିରେ ପରିବାରର ମାନ ସନ୍ନମାନ ତ ଯାହା ଯାଉଛି ପାଖରେ ପୁଅ ମଧ୍ୟ ନାହିଁ ।

ଯୁକ୍ତ ଦୁଇ ପଢୁଥିବା ପୁଅ କୁ ଧରି ଦିଦି ଫେରାର ହୋଇଛନ୍ତି । ପରିବାର ଲୋକେ କହିଛନ୍ତି ଯେ ୪ ଝିଅରେ ଗୋଟିଏ ପୁଅ ଭୁକ ଉପାସରେ ତାଙ୍କୁ ପାଠ ପଢାଇ ମଣିଷ କରିବାକୁ ଭାବିଥିଲୁ କିନ୍ତୁ ସେ ଏଭଳି ଅବସ୍ଥା କରିଲା ଯେ ଆଜି ଆମ୍ଭେ ମାନେ ଜିଇପାରୁନାହୁଁ । ଏହି ଘଟଣାଟି ହେଉଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକପଡା ଗ୍ରାମରେ ।

ସାରଥି ନାହାକ ଙ୍କ ପୁଅ ରାନୁ ନାହାକ । ୨୦୨୦ ମସିହାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟରେ ଟିଉସନ କରିବା ପାଇଁ ଦଶପଲ୍ଲା ସ୍ଥିତ ନରସିଂହପୁର ଗ୍ରାମର ଶିକ୍ଷୟତ୍ରୀ ନମୀତା ନାୟକଙ୍କ ପାଖକୁ ଯାଉଥିବା ବେଳେ ଦିଦି ନିଜ ପ୍ରେମ ଜାଲରେ ଛାତ୍ର ଜଣଙ୍କୁ ଫସାଇଥିଲେ ।

ପୂର୍ବରୁ ବାରମ୍ବାର ରାନୁର ବାପା ଟିଉସନ ଦିଦି ନମୀତା ଙ୍କ ଠାରୁ ନିଜ ପୁଅକୁ ଦୁରାଇବା ପାଇଁ ଚେଷ୍ଟା କରିଥିଲେ ଏଭଳିକି ନୟାଗଡ ସ୍ଥିତ ବିକାଶ ଟିଉଟରିୟାଲ ହଷ୍ଟେଲରେ ରହି ଆଉ ଏକ ମହାବିଦ୍ୟାଳୟରେ ପାଠ ପଢାଇଲେ । କିନ୍ତୁ ଟିଉସନ ଦିଦି ମଧ୍ୟ ସେହି ହଷ୍ଟେଲ କୁ ଦେଖା କରିବାକୁ ବାରମ୍ବାର ଗଲେ । ସେହିଠାରୁ ରାନୁ କୁ ଧରି ଫେରାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button