ରାଜ୍ୟ

ମନା କଲା ଟୁଙ୍ଗୁରୁ ତ ବର୍ଷାର ଭାଙ୍ଗିଗଲା ମନ, ଭଙ୍ଗା ମନ ନେଇ ପ୍ରଥମ ସ୍ଵାମୀ ଘରକୁ ଫେରିଲା ବର୍ଷା ଭୋଳ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ କୁଆଡେ ସବୁ ବୁଝି ଗଲେଣି ବର୍ଷା ଭୋଳ । ଆଉ ଟୁଙ୍ଗୁରୁ ପୀରତି ପାଖରେ ବର୍ଷା ଙ୍କର ମନ ନାହିଁ । ଟୁଙ୍ଗୁରୁର ପ୍ରେମ ପାଇବା ପାଇଁ ବର୍ଷା ଆଉ ଜିଦି ଧରୁନାହାଁନ୍ତି କି ସିନେମା ତଥା ସିରିୟଲରେ ଅଭିନୟ କରିବା ପାଇଁ ବର୍ଷା ଙ୍କର ଆଉ ମନନାହିଁ କି ମ୍ୟୁଜିକ ଭିଡିଓ ରେ ଅଭିନୟ କରିବାକୁ ବର୍ଷା ଙ୍କର ଆଉ ମନେ ନାହିଁ । ସେ ବହୁତ ସିନେମା କରିଲେ, ବହୁତ ହିରୋଇନ ହେଲେ,

ବହୁତ ମ୍ୟୁଜିକ ଭି-ଡି-ଓ କରିଲେ, ଦେଶ ବିଦେଶରେ ଲୋକେ ମଧ୍ୟ ତାଙ୍କୁ ଜାଣିଲେ ଏବଂ ସେ ସତରେ ହିରୋଇନ ହୋଇଗଲେ । ଆଉ ବର୍ତମାନ ବର୍ଷା ବୁଝି ସାରିଲେଣି ଯେ ସେ ପ୍ରେମ ମିଛ ଏବଂ ସେ ଅଭିନୟ ମିଛ । ଏ ସବୁ ମିଛ କେବଳ ସତ ହେଉଛି ଶଙ୍ଖା ସିନ୍ଧୁର । ସତ ହେଉଛି ସ୍ଵାମୀ ଏବଂ ମିଛ ହେଉଛି ଟୁଙ୍ଗୁରୁ ଭୋଳ ।

ବର୍ଷା ସବୁ ବୁଝିବା ପରେ ବର୍ତ୍ତମାନ ନିଜ ପ୍ରଥମ ସ୍ଵାମୀ ଙ୍କ ପାଖକୁ ଫେରିଛନ୍ତି । ମାତ୍ର ବର୍ତ୍ତମାନ ପ୍ରଥମ ସ୍ଵାମୀ ଙ୍କ ଘର ପାଖରେ ବର୍ଷା ଙ୍କୁ ବିରୋଧ କରାଯାଇଛି । ଏହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସେ ଭା-ଇ-ରା-ଲ ହେବାରେ ଲାଗିଛି । ତେବବେ ଏହି ଭି-ଡି-ଓ ଟି ବର୍ଷା ଙ୍କ ପ୍ରଥମ ସ୍ଵାମୀ ଘର ପାଖର କି ନାହିଁ ତାହା ସଠିକ ଭାବରେ ଜଣାନାହିଁ, କିନ୍ତୁ ସୋ-ସି-ଆ-ଲ ମି-ଡି-ଆରେ ଏହିଭଳି କିଛି କ୍ୟାପସନ ଦେଇ ପୋଷ୍ଟ କରାଯାଇଛି ।

ଏହାକୁ ଦେଖି ଲୋକେ କହୁଛନ୍ତି ଯେ ଯାହା ହେଇଛି ଭଲ ହୋଇଛି । ତେବେ ସବୁ ଭୁଲର କ୍ଷମା ରହିଥାଏ, ଆଉ ଯଦି ବର୍ଷା ଯଦି ଭୁଲ କରିଛନ୍ତି ଏବଂ ବର୍ତ୍ତମାନ ତାହାକୁ ବୁଝିପାରି ନିଜ ସ୍ଵାମୀ ତଥା ପିଲାଛୁଆ ଙ୍କ ପାଖକୁ ଫେରି ଆସିଛନ୍ତି, ଏହା ସହିତ ସେ ଯଦି ନିଜ ଭାଙ୍ଗିଲା ସଂସାରକୁ ପୁଣିଥରେ ଗଢିବାକୁ ଚେଷ୍ଟା କରୁଛନ୍ତି,

ତେବେ ତାଙ୍କୁ ବିରୋଧ ନ କରି ତାଙ୍କୁ କ୍ଷମା କରିଦେବା ଉଚିତ ବୋଲି କିଛି ଲୋକେ ଏହିଭଳି ବିଶେଷ ମନ୍ତବ୍ୟ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button