ରାଜ୍ୟ

୧୯ ବର୍ଷ ପରେ ଯୋଡା ଶ୍ରାବଣ ଦେଖନ୍ତୁ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ ଭୁଲ ନହେଲେ ବହୁତ୍ ପସ୍ତେଇବେ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ମାସ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଭଗବାନ ଶିବଙ୍କର ବିଶେଷ ଉପାସନା ଶ୍ରାବଣ ମାସରେ କରାଯାଇଥାଏ।
ବିଶ୍ୱାସ କରାଯାଏ ଯେ ଯଦି ଭଗବାନ ଶିବଙ୍କୁ ଶ୍ରାବଣର ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଏହି ମାସରେ କାଉଡିଆ ମାନେ ବୋଲବମ ଯାତ୍ରା ମଧ୍ୟ କରିଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଶ୍ରାବଣ ସୋମବାର ଦିନ କଣ କରିବା ଆଉ କଣ ନକରିବା ବିଷୟରେ।
Special report
୧:- ସୋମବାର ଦିନ ଭଗବାନ ଶିବଙ୍କର ଆରାଧନା କରାଯାଇଥାଏ। ସୋମବାର ଦିନଟି ଭଗବାନ ଶିବଙ୍କର ଅଟେ। ଏହି ଦିନର ଅଧିପତି ଚନ୍ଦ୍ରମା ଅଟନ୍ତି।
ଏଥିପାଇଁ ଏହାର ନାମ ସୋମବାର ରଖାଯାଇଛି। ଏଥିପାଇଁ ସୋମବାର ଦିନ ଭଗବାନ ଶିବ ଓ ଚନ୍ଦ୍ରମାଙ୍କର ଆରାଧନା କରାଯାଇଥାଏ। ବ୍ରତ ମଧ୍ୟ ରଖାଯାଇଥାଏ।
Special report
୨:- ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନ ବିଶେଷ ରୂପରେ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କ ସହିତ ଯୋଡ଼ିକି ଦେଖାଯାଇଥାଏ ଏଥିପାଇଁ ଏହିଦିନରେ ସବୁ କାମ କରିବା ଉଚିତ। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପଣ କରିବା ଉଚିତ। ଏବଂ ଭଗବାନ ଶିବଙ୍କୁ ବିଶେଷ ରୂପେ ବେଲ ପତ୍ର ଚଢାଇବା ଉଚିତ। ଭାନଗନ ଶିବଙ୍କୁ ଚନ୍ଦନ ଲଗାଇବା ସହିତ ପଞ୍ଚାମୃତ ଭୋଗ ଲଗାଇବା ଉଚିତ।
୩:- ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତିକି ଦୁଗଧ, ଦହି , ଧଳାଫୁଲ ବିଶେଷକରି ଶିବଙ୍କୁ ଅର୍ପଣ କରାଯାଇଥାଏ। ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରିବା ଉଚିତ୍। ଏହା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ।
Special report
୪:- ବାସ୍ତୁ ଶାସ୍ତ୍ରର ଅନୁସାରେ ସୋମବାର ଦିନ ଯଦି କୌଣସି ଜରୁରୀ କାମରେ ଯାଉଛନ୍ତି ତାହାଲେ ଆଇନା ନିଶ୍ଚିନ୍ତ ଦେଖି ଯାଆନ୍ତୁ ଦେଖିବେ ସେହି କାମଟି ନିଶ୍ଚିନ୍ତ ପୂର୍ଣ୍ଣ ହୋଇଯିବ।
୫:- କଳାକାନାର କପଡ଼ା ପିନ୍ଧିକି ସୋମବାର ଦିନ ମନ୍ଦିରକୁ ଭୁଲରେ ବି ଯାଆନ୍ତି ନାହିଁ। ଏହାଦ୍ବାରା ପାପ ଲାଗିଥାଏ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି। ମହିଳା ମାନେ ସୋମବାର ଦିନ ମୁଣ୍ଡ ଧୋଇବା ଉଚିତ ନୁହେଁ ଏହାର କୁପ୍ରଭାବ ଘରର ପରିବାର ଲୋକଙ୍କ ଉପରେ ପଡ଼ିଥାଏ।
୬:- ସୋମବାର ଦିନ ଆମିଷ ଭୋଜନ କରନ୍ତୁ ନାହିଁ। ଏହିଦିନରେ ବ୍ରତ ରଖିଥିବା ବ୍ୟକ୍ତି ମାନଙ୍କୁ ଦୁଗ୍ଧ,ଦହି,ଫଳ ସେବନ କରିବା ଉଚିତ।
୭:- ସୋମବାର ଦିନ ଖରାପ କଥା କାହାକୁ କୁହନ୍ତୁ ନାହିଁ। ଏବଂ କାହାର ଅପମାନ କରନ୍ତୁ ନାହିଁ। ଏହାଦ୍ବାରା ଆମ ଜିଭରେ ବାସ କରୁଥିବା ମା ସରସ୍ଵତୀଙ୍କର ଅପମାନ ହୋଇଥାଏ।
୮:- ପୂଜା କରିବା ସମୟରେ ଭଗବାନ ଶିବଙ୍କୁ କେତକୀ ଫୁଲ, କୁମକୁମ୍, ତୁଳସୀ ପତ୍ର, ପଠା ବେଲ ପତ୍ର ବା ଖଣ୍ଡିତ ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ଏବଂ ଶଙ୍ଖରେ ଜଳ ଅର୍ପଣ ଜମାବି କରନ୍ତୁ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button