ରାଜ୍ୟ

‘ସାର ମୋର ସବୁ ଜାଗାକୁ ଛୁଅନ୍ତି, ମୁଁ ତାଙ୍କୁ ମନା କଲେ ସେ କୁହନ୍ତି କି…’ ନିଜ ସିନିୟର ଅଫିସରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ସାର ଙ୍କ ନାମରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି କାର୍ଯ୍ୟରତ ଥିବା ଏକ ଯୁବତୀ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବତୀ ଙ୍କ ନାମ ରୂପାଲୀନ ଅଟେ ସେ କେମିକାଲ ଟେକ୍ନୋଲୋଜିରେ ଅଫିସ ଆଟେଡାନ୍ସ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଅଭିଯୋଗ ଏହା ରହିଅଛି ଯେ ତାଙ୍କର ସିନିୟର ଅଫିସର ଯିଏ ତାଙ୍କ ସହିତ ହ-ଆରା-ଅସମେଣ୍ଟ କରିଛନ୍ତି ଅର୍ଥାତ ବହୁତ ଖରାପ ଭାଷାରେ କଥାବାର୍ତ୍ତା କରନ୍ତି ।

ଶରୀରର ବିଭିନ୍ନ ଜାଗାକୁ ଟଚ କରିବା ସହିତ ପ୍ର-ଆଇ-ଭେଟ ପାର୍ଟ କୁ ମଧ୍ୟ ଟଚ କରନ୍ତି । ଏହା ସହିତ ଯୁବତୀ ଙ୍କ ଶରୀରକୁ ନେଇ ଅନେକ କଥା କୁହନ୍ତି, ସିନିୟର ଜଣଙ୍କ ଯୁବତୀ ଙ୍କୁ କୁହନ୍ତି ଯେ କାହିଁକି ବାହା ହେଉନ ? ତୁମର ବୟ ଫ୍ରେଣ୍ଡ ଅଛନ୍ତି, ଏହା ସହିତ ବହୁତ ଖରାପ ଖରାପ କମେଣ୍ଟ କରନ୍ତି, ଯେମିତିକି ଶୁଖିଗଲାଣି କିଛି ନାହିଁ । ସାର ଜଣଙ୍କ ତାଙ୍କ ଘରକୁ ମଧ୍ୟ ଯୁବତୀ ଜଣଙ୍କୁ ବହୁତ ଥର ଡାକିଛନ୍ତି ।

ମାତ୍ର ଏ ସବୁ ସମ୍ବନ୍ଧରେ ଜଣାଇବା ପରେ ମଧ୍ୟ ସେମାନେ କିଛି ଆକ୍ସନ ନେଉ ନାହାଁନ୍ତି । ଥାନାରେ ଏ ନେଇ ଯୁବତୀ ଜଣଙ୍କ ଅଭିଯୋଗ ମଧ୍ୟ କରିଥିଲେ ମାତ୍ର ତାହାର କୌଣସି ଆକ୍ସନ ନାହିଁ । ବର୍ତ୍ତମାନ 3 ଜଣ ଲୋକଙ୍କୁ ଆଣି ଯୁବତୀ ଜଣଙ୍କୁ ଧ-ଅମକ ଦେଉଛନ୍ତି, କହୁଛନ୍ତି ଆମେ ତତେ ମ-ଆରିଦେବୁ ଯଦି ପୁଅଟେ ହେଇଥାନ୍ତୁ ତେବେ ଗାଡିରେ ପକାଇ ନେଇଯାଇଥାନ୍ତୁ, ତୁ ବାହାରକୁ ଗଲେ ତୋତେ ଏ-ସିଡ ପ-କାଇ ମ-ଆରିଦେବୁ ଏହା ସହିତ ସାର ଜଣଙ୍କ ଯୁବତୀ ଙ୍କୁ ବହୁତ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି ।

29 ଡିସେମ୍ବର ରେ ଯୁବତୀ ଜଣଙ୍କ ଥାନାରେ ଏଫୟାର ଦେଲେଣି ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଆକ୍ସନ ନେଉନାହାଁନ୍ତି । ଏଥି ପାଇଁ ଯୁବତୀ ଜଣଙ୍କ ଡିସିପି ସାର ଙ୍କ ଅଫିସ ଙ୍କୁ ଯାଇଥିଲେ ତାଙ୍କୁ ଦେଖା କରିବା ପାଇଁ ଦେଖା ମଧ୍ୟ କରାଇ ଦେଲେନି କହିଲେ ଡିସିପି ସାର ଦେଖା କରିବାକୁ ଚାହୁଁନାହାଁନ୍ତି କାହା ସହିତ ।

ଉକ୍ତ ସିନିୟର ସାର ଜଣଙ୍କ କୌଣସି ନା କୌଣସି ବାହାନାରେ ଆସନ୍ତି ତାଙ୍କ ମନକୁ ନେଇ ସେ ଦେହର ପ୍ର-ଆଇ-ଭେଟ ପାର୍ଟ କୁ ଟଚ କରନ୍ତି, ମନା କରିଲେ ମଧ୍ୟ ସେ କିଛି ଶୁଣନ୍ତି ନାହିଁ, ଇଗନୋର କରନ୍ତି । ଯୁବତୀ ଜଣଙ୍କ କହିଥିଲେ ସେ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ବୋଲି ହୁଏତଃ ସିନିୟର ତାଙ୍କର ଫାଇଦା ଉଠାଉଛନ୍ତି ।

ସେ ବର୍ତ୍ତମାନ ସୁରକ୍ଷିତ ନାହାଁନ୍ତି ତଥା ତାଙ୍କୁ କେଉଁଠାକୁ ଯିବାକୁ ମଧ୍ୟ ଭୟ ଲାଗୁଛି । ଏଣୁ ଯୁବତୀ ଜଣଙ୍କ ଅନୁରୋଧ କରି କହିଛନ୍ତି ପୋଲିସ ପ୍ରଶାସନ ଏ ନେଇ ସଠିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button