ରାଜ୍ୟ

ଏହି 5ଟି ଜିନିଷ ଯାହା ବିଷୟରେ ଆପଣଙ୍କର ଜାଣିବା ଆବଶ୍ୟକ କି ଏହା କେଉଁ କାମରେ ଲାଗେ

ଆମ ଜୀବନରେ ଘଟୁଥିବା ଏମିତି ବହୁତ ଘଟଣା ଅଛି ଯାହା ପ୍ରତି ଆମେ ଧ୍ୟାନ ଦେଇ ନଥାଉ, କିନ୍ତୁ ସେହି ଛୋଟ ଛୋଟ ଘଟଣା ଆମ ଜୀବନରେ ବହୁତ ମହତ୍ଵ ପୂର୍ଣ୍ଣ ଅଟେ। ଯଦିଓ ସବୁ ଛୋଟ ଛୋଟ କଥା ଆମ ନୀତି ଦିନ ଜୀବନରେ ବିଶେଷ ମହତ୍ଵ ରଖେ ନାହିଁ କିନ୍ତୁ ଯେବେ ସେହି ସବୁ ବିଷୟରେ ଜଣା ପଡେ ଆମେ ବହୁତ ଆଶ୍ଚର୍ଯ୍ୟ ହୋଇଥାଉ। ଆଜି ଆମେ ଆପଣଙ୍କୁ କିଛି ସେହିଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ। ଯାହା ବିଷୟରେ ଆପଣ ଆଜିଯାକେ ଜାଣିନଥିବେ।

ଚାର୍ଜର

ଆଜି କା ସମୟରେ ଆମେ ସମସ୍ତେ ମୋବାଇଲ ଏବଂ ଲ୍ଯାପଟପ ଆଦି ବ୍ୟବହାର କରୁଛୁ ଏବଂ ତାକୁ ବ୍ୟବହାର କରିବା ପାଇଁ ଚାର୍ଜର ଏବଂ ଚାରଜିଙ୍ଗ କେବୁଲ ର ବି ଆବଶ୍ୟକତା ପଡିଥାଏ । ଆପଣ ଦେଖିଥିବେ ଚାର୍ଜର କେବୁଲ ର ଲାଗିଥିବା ଫେରଡବୀଡ ଯାହାର କାମ ହେଉଛି ଲ୍ୟାପଟୋପ ଏବଂ ମୋବାଇଲ କୁ ହାଈ ୱୋଲ୍ଟେଜ ଇଲୈକ୍ଟ୍ରିସିଟୀ କୁ ଅଟକାଇବାର କାମ କରେ ।

ଯାହାଦ୍ୱାରା ଆମର ଲ୍ୟାପଟୋପ ଏବଂ ମୋବାଇଲ ରେ କରେଣ୍ଟ ଦ୍ଵାରା ନିଆ ଲାଗିବ ନାହିଁ ।

ସାର୍ଟରେ ଫାଶ

ଆପଣ ଯେତେବେଳେ ସାର୍ଟ କିଣୁଛନ୍ତି ତେବେ ଆପଣ ଦେଖିଥିବେ କି ଆପଣଙ୍କ ସାର୍ଟ ର ପଛରେ ଏକ ଲୁପ ଥିବା, କିନ୍ତୁ ଆପଣ ଜାଣିନଥିବେ ଏହାର କାମ କଣ । ସାର୍ଟ ରେ ଦିଆଯାଇଥିବା ଏହି ଲୁପ ତିନି ପ୍ରକାର କାମ କରେ । ପ୍ରଥମେ ସାର୍ଟକୁ ଟଙ୍ଗେଇବା ପାଇଁ, ଏହାର ବ୍ୟବହାର ଏହି ଟାଇ କୁ ରଖିବା ପାଇଁ ହୋଇଥାଏ । ଏବଂ ବିଦେଶରେ ଯଦି କାହାର ସାର୍ଟର ଲୁପ କଟା ଅଛି ତେବେ ସେ ରିଲେଶନଶିପ ରେ ଅଛି ।

ଛୋଟୋ ପକେଟ

ଆପଣ ଦେଖି ଥିବେ ପ୍ରାୟ ଜିନ୍ସ ରେ ଗୋଟେ ବଡ ପକେଟ ପାଖରେ ଛୋଟ ପକେଟ ଥାଏ । କେତେକ ଲୋକ ଏଥିରେ ଅଳ୍ପ ଟଙ୍କା ରଖନ୍ତି । କିନ୍ତୁ ଏହାକୁ ୧୮୭୩ ମସିହାରେ ପ୍ରଥମେ ତିଆରି କରାଯାଇଥିଲା, ଯେତେବେଳ ଚେନ ଘଡି ବହୁତ ମହଙ୍ଗା ଥିଲା ।

କଲମ କ୍ୟାପ ରେ କଣା

ପେନ ର କ୍ୟାପ ରେ ଥିବା କଣା ଏଥିପାଇଁ ଅଛି , ଯଦି କେହି ଭୁଲେରେ ବି ପେନ ର କ୍ୟାପ କୁ ଖାଇଦିଆନ୍ତି, ତେବେ ଏହା ବ୍ୟକ୍ତିକୁ ନିଶ୍ଵାସ ନେବାରେ ସାହାର୍ଯ୍ୟ କରେ ।

ଏରୋପ୍ଲେନ ଝରକାରେ କ୍ଷୁଦ୍ର କଣା

ଆପଣ କେବେ ବି ଏରୋପ୍ଲେନ ର ଝରକା କୁ ଖୋଲିପାରିବେ ନାହିଁ । ଆପଣ ଟିକେ ଭଲ ସେ ଦେଖିବେ ତ ଏରୋପ୍ଲେନ ୱିଂଡୋ ରେ ଏକ ଛୋଟ କଣା ଅଛି, ଏହାର କାରଣ ଏହା ପ୍ଲେନ ର ଏବଂ ପ୍ଳେନ ବାହାର ରେ ଥିବା ପବନର ତାପମାତ୍ରା କୁ ବାଲାନ୍ସ ରଖିବାରେ ସାହାର୍ଯ୍ୟ କରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button