ମନୋରଞ୍ଜନ

ଭଗବାନଙ୍କ ନାମ ନେଇ ଏକ ନମ୍ବର ବାଛନ୍ତୁ, କେଉଁ ବଡ ଏକ ଖୁସି ଖବର ଆପଣଙ୍କୁ ମିଳିବା ପାଇଁ ଯାଉଛି… Tarot Card

ଆପଣ ଯଦି ନିଜର ଆଗାମୀ ସମୟ କିଭଳି ରହିଛି ? ଜାଣିବା ପାଇଁ ଚାହୁଁଥାନ୍ତି । ତେବେ ଆପଣଙ୍କୁ କୌଣସି ହାତୀକୁ ବାଛିବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ ଆଗାମୀ ସମୟ କିଭଳି ରହିବ ? ଆପଣଙ୍କ ପାଇଁ କେଉଁ ବଡ ଏକ ଖୁସି ଖବର ଆସିବା ପାଇଁ ଯାଉଛି ? ଭଗବାନ ଆପଣଙ୍କୁ କେଉଁ ଖୁସିର ସନ୍ଦେଶ ଦେବାକୁ ଯାଉଛନ୍ତି । ତାହା ବିଷୟରେ ଆପଣ ଏଥିରୁ ଜାଣି ପାରିବେ । ଯଦି ଆପଣ 2ଟି ହାତୀ ମଧ୍ୟରୁ କୌଣସି ଏକ ହାତୀକୁ ବାଛି ସାରିଛନ୍ତି ।

ପ୍ରଥମ ହାତୀ-ଯେଉଁ ମାନେ ବି ପ୍ରଥମ ହାତୀକୁ ଚୟନ କରିଛନ୍ତି । ତେବେ ଏଠାରେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେ ଆପଣଙ୍କର ପୂର୍ବ ଦିନ ଗୁଡିକ ଏତେ ମଧ୍ୟ ଭଲ ଯାଇନହିଁ । ତେଣୁ ଆପଣ ବେଳେ ଏଥିପାଇଁ ମଧ୍ୟ ବହୁତ ଚିନ୍ତାରେ ରହିଥାନ୍ତି । ହେଲେ ଆଗାମୀ ସମୟରେ ଆପଣଙ୍କର ଆଠିକ ସ୍ଥିତି ସୁଧୁରିବା ପାଇଁ ଯାଉଛି । ଆପଣଙ୍କୁ କୌଣସି ଏକ ନୂଆ ଚାକିରୀ ମିଳିବାର ସମ୍ଭାବନା ରହୁଛି । ନଚେତ ଆପଣ ମଧ୍ୟ ନିଜର ଏକ ବ୍ୟବସାୟ ଖୋଲି ସେଥିରୁ ମଧ୍ୟ ଟଙ୍କା ଅର୍ଜନ କରିବାକୁ ଯାଉଛନ୍ତି ।

ସେହି ଟଙ୍କାରୁ ମଧ୍ୟ ଆପଣ ଆଗାମୀ ଭବିଷ୍ୟତ ପାଇଁ କିଛି ଇନଭେଷ୍ଟ କରିବାକୁ ଚାହୁଁଛନ୍ତି । ହେଲେ ଯାହା ବି ଆପଣ ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି । ନିଜ ଉପରେ ପ୍ରଥମେ ଭରଷା ରଖି କାମକୁ ଆରମ୍ଭ କରନ୍ତୁ ବୋଲି ଭଗବାନଙ୍କର ତରଫରୁ ଆପଣଙ୍କ ପାଇଁ ସନ୍ଦେଶ ମିଳୁଛି । ଯେଉଁ କାମ କରିବାର କ୍ଷମତା ରହିଛି । ସେଥିରେ ନିଶ୍ଚୟ ସଫଳ ଆପଣଙ୍କୁ ମିଳିବ ।

ଦିତୀୟ ହାତୀ-ଆପଣଙ୍କୁ ଏଠାରେ କହିବା ପାଇଁ ଚାହୁଁଛୁ । ଆପଣଙ୍କର ଆଗାମୀ ସମୟ ଭଲ ତ ରହିବା ପାଇଁ ଯାଉଛି । ହେଲେ ଆପଣଙ୍କର ଲଭ ପାର୍ଟନର ହେଉ । ଅବା କୌଣସି ପରିବାରର ସଦସ୍ୟ ଆପଣଙ୍କ ସହ ମନମାଳିନ୍ୟ ହେଇପାରେ । ଯଦି ଆଗରୁ ବି ହୋଇଛି । ତେବେ ତାହାର ପ୍ରଭାବ ଆଗକୁ କିଛି ସମୟ ପାଇଁ ମଧ୍ୟ ରହିପାରେ । ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ଅଧିକ ଫୋକୋଷ କରିବା ଦରକାର । ଯାହା ଦ୍ଵାରା ପାଠ କ୍ଷେତ୍ର ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଳିବା ପାଇଁ ଯାଉଛି ।

କିଛି କୁଲୋକଙ୍କର ସଂଗତି ହୋଇପାରେ । ହେଲେ ନିଜକୁ ସବୁବେଳେ ସବୁ ପରିସ୍ଥିତିରେ ସଂଜତ କରି ରଖିବାକୁ ପଡିବ । ବ୍ୟବସାୟ କ୍ଷେତ୍ରରେ ଭଲ ରହିବା ପାଇଁ ଯାଉଛି । ଚାକିରୀ କରୁଥିବା ଲୋକଙ୍କର ମଧ୍ୟ ପ୍ରମୋଶନ ହୋଇପାରେ । ଭଗବାନଙ୍କ ନାମ ନେଇ ସବୁ କିଛି ଆରମ୍ଭ କରନ୍ତୁ । ଭଗବାନ ସବୁବେଳେ ଆପଣଙ୍କ ସାଥିରେ ରହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button