ମଣିଷ ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।

1- ଏମିତି କେଉଁ ଖଟ ଅଛି ଯେଉଁଥିରେ କିଏ ବି ଶୋଇବାକୁ ଚାହନେ ନାହିଁ ଶୁଆଇବାକୁ ପଡିଥାଏ ?
ଉତ୍ତର- ଅର୍ଥୀ ।
2- ଭାରତରେ ସବୁଠୁ ପବିତ୍ର ଗଛ କାହାକୁ ମାନାଯାଏ ?
ଉତ୍ତର- ଓସ୍ତ ।
3- କେଉଁ ଦେଶର ଲୋକ ନିଜର ଫୋଟୋ ଉଠାନ୍ତି ନାହିଁ ?
ଉତ୍ତର- ତୁର୍କମେନିସ୍ତାନ ।
4- ଜଣେ ମଣିଷ ନିଜ ନାମରେ କେତୋଟି ବ୍ଯାଙ୍କ ଆକାଉଣ୍ଟ ଖୋଳିପାରେ ?
ଉତ୍ତର- ଅନଲିମିଟେଡ ।
5- ଏମିତି କେଉଁ ରାଗ ଅଛି ଯାହା କେବେ କ୍ଷେତ ରେ ଉଠେ ନାହିଁ ?
ଉତ୍ତର- ଖରାପ ।
6- ଏମିତି କଣ ଅଛି ଯାହା ଭାଙ୍ଗିବା ପାଇଁ ବନିଛି ?
ଉତ୍ତର- ରେକର୍ଡ ।
7- ଏମିତି କିଏ ସେ ଯିଏ ନିଜ ମୁହଁ ଭୂମିରେ ଘସିଥାଏ ?
ଉତ୍ତର- ଝାଡୁ ।
8- ଏମିତି କଣ ଯାହା ଆଖପାଖରେ ରହିଥାଏ କିନ୍ତୁ ଦେଖି ହୁଏ ନାହିଁ ?
ଉତ୍ତର- ପବନ ।
9- କେଉଁ ପୋକ ର ଖାଇବା ମଣିଷ ଚୋରୀ କରି ଖାଇଥାଏ ?
ଉତ୍ତର- ମଧୁମକ୍ଷି ।

10- ଫିଲ୍ମ ଏମ ଏସ ଧୋନୀ ରେ ଏମ ଏସ ଧୋନୀ ଙ୍କ ଭୂମିକା କେଉଁ ଅଭିନେତା ନିଭାଇଥିଲେ ?
ଉତ୍ତର- ସୁଶାନ୍ତ ସିଂ ରାଜପୁତ ।
11- ସେ ଏମିତି କେଉଁ ମା ଯିଏ ପ୍ରତି ସମୟରେ ଘୂରିଥାଏ ?
ଉତ୍ତର- ପୃଥିବୀ ମା ।
12- ଏମିତି କେଉଁ ପକ୍ଷୀ ଅଛି ଯିଏ ଚାଲିଥାଏ ଓ ଉଡିଥାଏ କିନ୍ତୁ ଗଛରେ ବସେ ନାହିଁ ?
ଉତ୍ତର- ଟିଟୋନୀ ।
13- ଦୁନିଆର ସବୁଠୁ ଛୋଟ ଯୁଦ୍ଧ କେଉଁ ଦେଶ ମଧ୍ୟରେ ହୋଇଥିଲା ?
ଉତ୍ତର- ବ୍ରିଟେନ ଓ ଜଞ୍ଜାବୀର ।
14- ଏମିତି କେଉଁ ପକ୍ଷୀ ଅଛି ଯାହା ଗୋଟେ ସମୟରେ ଅଲଗା ଅଲଗା ଦେଖା ଯାଇଥାଏ ?
ଉତ୍ତର- ଗିରକିଟ ।
15- ଏମିତି କେଉଁ ତାର ଅଛି ଯାହା 16 ବର୍ଷ ପରେ ଦେଖାଯାଏ ?
ଉତ୍ତର- ପୁଛଳ ତାରା ।
16- କେଉଁ ପରିବା ଖାଇଲେ ଦାନ୍ତ ସଫା ହୋଇଥାଏ ?
ଉତ୍ତର- ପାଳଙ୍ଗ ଶାଗ ।
17- ମଣିଷର ସବୁଠୁ ବଡ ଶତ୍ରୁ କେଉଁ ଜୀବ ହୋଇଥାଏ ?
ଉତ୍ତର- ମଶା ।
18- ମଣିଷ ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?
ଉତ୍ତର- ଦାନ୍ତ ।





