ମନୋରଞ୍ଜନ

ଏହି ଓଡ଼ିଆ ହିରୋ ମାନଙ୍କ ଘର କେଉଁ କେଉଁ ଜିଲ୍ଲାରେ ??

ଆମ ସିନେ ଜଗତ ରେ ବହୁତ୍ ଆକ୍ଟର୍ସ ଅଛନ୍ତି । ସମସ୍ତେ ଗୋଟେ ସ୍ଥାନୀୟ ନୁହନ୍ତି ସମସ୍ତେ ଅଲଗା ଅଲଗା ସ୍ଥାନୀୟ ଅଟନ୍ତି । ସିନେ ଜଗତର ହିରୋ ଦେଖିବା କୁ ଯେମିତି ତାଙ୍କ ଷ୍ଟାଇଲ୍ ମଧ୍ୟ ସେମିତି । ପାଖାପାଖି ସବୁ ହିରୋ ଆମ ରାଜଧାନୀ ଭୁବନେଶ୍ୱର କିମ୍ଭା ଆମ କଟକ ସହରରେ ରହିଥାନ୍ତୁ କିନ୍ତୁ କଣ ଆପଣ ଜାଣନ୍ତି ସେମାନଙ୍କର ପ୍ରକୃତ ଘର କେଉଁ ସହର , କେଉଁ ଜିଲ୍ଲାରେ ???

୧.ଏବେକାର ସବୁଠାରୁ ବଡ ହିରୋ ହେଉଛନ୍ତି ଅନୁଭବ ମହାନ୍ତି ହିଟ ଫିଲ୍ମ ଯେମିତି ସାଥିରେ , ବର୍ଷା my ଡାର୍ଲିଂଗ , ଅର୍ଜୁନ ,କାବୁଲା ବାରବୁଲା ଓ ଅଭୟ ଏମିତି ବହୁତ ହିଟ ଫିଲ୍ମ ଓଡ଼ିଆ ସିନା ଜଗତକୁ ଦେଇଛନ୍ତି ତାଙ୍କର ନିଜ ଘର କଟକ,ଓଡିଶା ସେ ସେଇଠାରେ ମଧ୍ୟ ରୁହନ୍ତି ତାଙ୍କର ରାଜଧାନୀରେ ମଧ୍ୟ ଘର ଅଛି ସେ ବେଳେ ବେଳେ ଏଠି ମଧ୍ୟ ରହିଥାନ୍ତି କିନ୍ତୁ ବହୁତ ସମୟ ସେ ତାଙ୍କ ଘର କଟକ ସହରରେ ସହ ପରିବାର ସହିତ ରହିଥାନ୍ତି ।

୨.ଓଡ଼ିଶାର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ପ୍ରତିଷ୍ଠିତ ସବୁଠୁ ପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ତାଙ୍କ ଘର ବ୍ରହ୍ମପୁର ଓଡିଶା ।

୩.ଅନ୍ୟ ଜଣେ ହିରୋ ହେଲେ ବାବୁସାନ୍ ସେ ବିଗତ ଦିନର ସୁପରଷ୍ଟାର ଉତ୍ତମ ମହାନ୍ତି ଓ ସେ ସମୟର ସବୁଠୁ ହିଟ ନାୟିକା ଅପରାଜିତା ମହାନ୍ତି ଙ୍କର ସୁପୁତ୍ର ତାଙ୍କର ନିଜ ଘର ବାରିପଦା,ଓଡିଶା ସେ ଭୁବନେଶ୍ୱରରେ ବାସ କରନ୍ତି ।

୪. ଅନ୍ୟ ଜଣେ ହିରୋ ହେଲେ ସବ୍ୟସାଚୀ ଅଲବମ ଦୁନିଆରୁ ନିଜର କଳାକାର ଜୀବନ ଆରମ୍ଭ କରି ସେ ବହୁତ ପ୍ରତିଷ୍ଠା ପାଇଛନ୍ତି ତାଙ୍କର ଅଭିନୀତ ପାଗଳ ପ୍ରେମୀ ତାଙ୍କୁ ଆଣିଦେଇଥିଲା ସ୍ୱତନ୍ତ୍ର ପରିଚୟ ସେ ବନିଯାଇଥିଲେ ଓଲିଉଡର ଆଗଧାଡ଼ିର କଳାକାର ତାଙ୍କର ଙ୍ଘର ବୁର୍ଲା, ସମ୍ବଲପୁର ,ଓଡିଶା ।

୫.ଅନ୍ୟ ଜଣେ ହିରୋ ଅରିନ୍ଦମ୍ ଜଣେ ସ୍ପୋର୍ଟ man ଥିଲେ ସେ କିଛି ବର୍ଷ ପୂର୍ବେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ କଳିଶଙ୍କର ନାମକ ସିନେମାରୁ ପରେ ସେ ବଡ ବଡ ସିନେମା କରି ନିଜକୁ ପ୍ରତିଷ୍ଠିତ କରିଥିଲେ ତାଙ୍କ ଘର କଟକ, ଓଡିଶା ।

 

୬.ଆଉ ଜଣେ ଜଣେ ଅଭିନେତା ଯାହାର ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ପରିଚିତ ନିଜର ସ୍ୱଚ୍ଛ ଅଭିନୟ ପାଇଁ ସେ ସାରା ଓଡିଶା ବାସୀଙ୍କର ପ୍ରିୟ ହିରୋ ଆକାଶ ତାଙ୍କର ଘର ଜାଜପୁର ,ଓଡିଶା ।

 

୭.ଅମ୍ଳାନ ଦାସ ସେ ଓଡ଼ିଶାର ସବୁଠାରୁ ବଡ କଳାକାର ମିହିର ଦାସ ଙ୍କର ପୁଅ ତାଙ୍କ ଅଭିନୀତ ଗୋଲାପୀ ଗୋଳ୍ପୀ ଫିଲ୍ମ ତାଙ୍କୁ ଆଣି ଦେଇଥିଲା ସଫଳତା ତ ହିରୋ ଅମ୍ଲାନ୍ଙ୍କ ଘର କଟକ,ଓଡିଶା ।

୮. ହିରୋ ସ୍ୱରାଜ ବାରିକ ଙ୍କ ଘର ବାରିପଦା, ଓଡିଶା । ଏହା ହେଉଛି ହିରୋ ମାନଙ୍କ ଅସଲି ଘର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button