ଦେଶ- ବିଦେଶ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା – ଗୋଟିଏ ପରିବାର ଗୋଟେ ସରକାରୀ ଚାକିରୀ, ଏହି ଯୋଜନାକୁ ହାତଛଡା କରନ୍ତୁ ନାହିଁ… ଏବେ ହିଁ ଆବେଦନ କରନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବର୍ଷ ଗୋଟେ ପରିବାର ଗୋଟେ ସରକାରୀ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସେହି ପରିବାରର ସଦସ୍ୟ ଚାକିରୀ ପାଇବାର ଯୋଗ୍ୟ ହେବେ ଯେଉଁ ପରିବାରରେ କେହି ସରକାରୀ ଚାକିରୀ କରିନଥିବେ । ଏହା କିପରି ମିଳିବ ଏବଂ କେଉଁଠି ଆବେଦନ କରିବେ ଚାଲନ୍ତୁ ଏହାର ପୁରା ତଥ୍ୟ ଜାଣିବା । ଏହାର ରେଜିଷ୍ଟ୍ରେସନ ରୋଜଗାର ପୋର୍ଟାଲକୁ ଯାଇ କରିପାରିବେ ଆପଣ କାର୍ମିକ ବିଭାଗର ୱେବସାଇଟ ଯାଇ ଏହାର ଆବେଦନ କରିପାରିବେ ।  ଏହି ଯୋଜନାରେ ଆବେଦନ କରିବା ପାଇଁ ଅତିକମରେ ୧୦ମ ପାସ କରିବାକୁ ପଡିବ ।

ଏହି ଯୋଜନାରେ ଆବଶ୍ୟକ ହେଉଥିବା ସାର୍ଟିଫିକେଟ

୧. ଦଶମ ସାର୍ଟିଫିକେଟ

୨. ଇନିକମ ସାର୍ଟିଫିକେଟ

୩. ଆଧାର କାର୍ଡ

୪. ଦୁଇଟି ପାସପୋର୍ଟ ସାଇଜି ଫୋଟୋ

 

ଏହି ଯୋଜନାରେ କେବଳ EWS ଶ୍ରେଣୀର ଲୋକ ଏବଂ LIG ଶ୍ରେଣୀର ପରିବାର ଲୋକଙ୍କୁ ହି ସରକାରୀ ଚାକିରୀ ଦିଆଯିବ। EWS ରେ ସେହି ଶ୍ରେଣୀର ଲୋକ ଯାହାର ବାର୍ଷିକ ଆୟ ୩ ଲକ୍ଷ ଠାରୁ କମ ଥିବ ଏବଂ LIG ଶ୍ରେଣୀର ଲୋକ ଯାହାର ବାର୍ଷିକ ଆୟ ୩ ରୁ ୬ ଲକ୍ଷ ମଧ୍ୟରେ ଥିବ । ଏହି ଚାକିରୀରେ ଯଦି ଗୋଟିଏ ପରିବାରର ମହିଳା ଓ ପୁରୁଷ ଆବେଦନ କରୁଛନ୍ତି ତେବେ ମହିଳାଙ୍କୁ ହି ପ୍ରଥମେ ଚାକିରୀ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button