ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କେଉଁ ସୂଚନା ଦେଇଥାଏ ?
ସୂଚନା ଅନୁସାରେ ଜୀବନର ପ୍ରତ୍ଯେଟି ପୃଷ୍ଠାରେ ବ୍ୟକ୍ତି ପାଇଁ ଶିଖିବାକୁ ବହୁତ କିଛି ଶିକ୍ଷଣୀୟ ତଥ୍ୟ ରହିଥାଏ । ଯାହାକୁ ଶିଖି ତାହାର ଅନୁସାରେ ଚାଲିବା ଦ୍ଵାରା ବ୍ୟକ୍ତିର ସରସ ସୁନ୍ଦର ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଶିକ୍ଷଣୀୟ କଥା ଆଲୋଚନା କରିବା । ଗୁରୁବାର ଦିନ ହଳଦୀ ଦ୍ଵାରା ଘରର ମୁଖ୍ୟ ଦ୍ଵାରର ଆଗରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା ଘର ପାଇଁ ବହୁତ ମଙ୍ଗଳ କାରୀ ହୋଇଥାଏ ।
ପ୍ରତ୍ଯେକ ଦିନ ମା ‘ ଲକ୍ଷ୍ମୀଙ୍କୁ ଗୋଟିଏ ଲେଖାଏଁ ବେଳ ପତ୍ର ଅର୍ପଣ କରିବା ବହୁତ ହିଁ ଶୁଭ ହୋଇଥାଏ । ଅବିବାହିତ ପୁତ୍ର କିମ୍ବା କନ୍ୟା ଯଦି ପାଣିରେ ହଳଦୀ ପକାଇ ସ୍ନାନ କରିଥାନ୍ତି । ତେବେ ସେମାନଙ୍କର ବିବାହ ଶୀଘ୍ର ହୋଇଥାଏ । ଠାକୁରଙ୍କୁ ପ୍ରତିଦିନ ହଳଦୀ କିମ୍ବା ଚନ୍ଦନ ଲଗାଇ ସାରିବା ପରେ ହାତରେ ଲାଗିଥିବା ଚନ୍ଦନ ଟୀକାକୁ ନିଜ ମଥାରେ ଲଗାନ୍ତୁ ।
ଏହା ଘରର ଆର୍ଥିକ ସ୍ଥିତିକୁ ଭଲ ରଖିବା ସହିତ ମନସ୍କାମନା ମଧ୍ୟ ପୂରଣ କରିଥାଏ । ଗୁରୁବାର ଦିନ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ଅନୁଚିତ । ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଗୁରୁବାର ଦିନ ନାଲି କପଡାରେ ଖଣ୍ଡେ ହଳଦୀକୁ ବାନ୍ଧି ଦିଅନ୍ତୁ । ତାପରେ ତାହାକୁ ଠାକୁରଙ୍କ ପାଖରେ ପୂଜା କରି ନିଜ କାର୍ଯ୍ୟ ସ୍ତଳରେ ରଖିବା ଦ୍ଵାରା ଧନର ସମସ୍ଯା ଦୂର ହୋଇଥାଏ ।
ସୋମବାର ଦିନ କୌଣସି ପାତ୍ରରେ କାହାକୁ ଲୁଣ ଦାନ କରିବା ଦ୍ଵାରା ଏହା ବହୁତ ହିଁ ମଙ୍ଗଳଦାୟୀ ହୋଇଥାଏ । ଯଦି ଘରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି ନା କୌଣସି କାରଣରୁ ମନ ମାଳିନ୍ୟ ହେଉଥାଏ । ସୋମବାର ଦିନ ଗୁଡ ଅର୍ପଣ କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯଦି ସବୁ ପ୍ରକାର ଦକ୍ଷତା ଥାଇ ମଧ୍ୟ ନିଜର ଭାଗ୍ୟ ସାଥ୍ ନଦେବା କାରଣରୁ କିଛି ବି କାର୍ଯ୍ୟରେ ସଫଳତା ମିଳୁନଥାଏ ।
ତେବେ ଶନିବାର ଦିନ କଳା ଖସା ଦାମ କରିବା ଦ୍ଵାରା କରୁଥିବା କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି କୌଣସି ବ୍ୟକ୍ତି ବହୁ ଦିନ ଧରି ଅସୁସ୍ଥ ରହିଥାନ୍ତି । ତେବେ ସେହି ଲୋକଙ୍କ ହାତ ବସ୍ତ୍ରରେ ଲଗାଇ ସେହି ବସ୍ତ୍ରକୁ କାହାକୁ ଦାନ କରିଦିଅନ୍ତୁ । ଏପରି କରିବା ଦ୍ଵାରା ଦେହ ବହୁତ ଶୀଘ୍ର ଆରୋଗ୍ୟ ଲାଭ କରିଥାଏ । ମହିଳା ମାନେ ସୂର୍ଯ୍ୟାସ୍ତ ପରେ ନିଜର କେଶକୁ ମୁକୁଳା କରି ରଖିବା ଅନୁଚିତ । ଏହା ଘର ପାଇଁ ଅଶୁଭ ହୋଇଥାଏ ।