ମନୋରଞ୍ଜନ

ବଲୀଉଡ ର ଏହି 4ଟି ମୁସ୍ଲିମ ଅଭିନେତ୍ରୀ ମାନେ ବାଛିଲେ ହିନ୍ଦୁ ବର, ଏମାନେ ତ ସାଙ୍ଗରେ ରହିବା ପରେ ବିବାହ କଲେ

ବଲିଉଡରେ ପ୍ରେମ ବିବାହ ର ପରମ୍ପରା ଅଧିକ ଚାଲିଥାଏ ଓ ପ୍ରେମରେ ଜାତି ଧର୍ମ କିଛି ଦେଖାଯାଏ ନାହି । ଆପଣଙ୍କୁ କାହାର କିଛି କଥା ଭଲ ଲାଗିଗଲେ ତେବେ ଆପଣଙ୍କ ମନକରିଥାଏ ତାହାରି ସହିତ ଜୀବନ କାଟିବା ପାଇଁ । ଏହା ପରେ ଦୁନିଆ ଆପଣଙ୍କ ବିପରୀତ ହେଇଜାଉ ବା ନିଜେ ଭଗବାନ ଆସି ଆପଣଙ୍କୁ ଏହି ବିବାହ କରିବାକୁ ମନା କଲେ ମଧ୍ୟ ଆପଣ ଶୁଣନ୍ତି ନାହିଁ ଏବଂ ସେହି ବ୍ୟକ୍ତିକୁ ଆପଣ ସବୁ କିଛି ମାନି ନିଅନ୍ତି ।

କିଛି ଏମିତି ହିଁ ଘଟିଲା ଯେତେବେଳେ ବଲିଉଡ ର ଏହି ୪ ଟି ମୁସଲିମ ଅଭିନେତ୍ରୀ ହିନ୍ଦୁ ବର ବାଛିଥିଲେ । ଏହା ପରେ ଆଜି ସେମାନେ ନିଜ ପରିବାର ସହିତ ସୁଖରେ ଜୀବନ କାଟୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପିତାମାତା ହୋଇ ସାରିଲେଣି , କିଛି ପିତାମାତା ହେବାକୁ ଯାଉଛନ୍ତି ତ ଆଉ କିଛି ନିଜ ନିଜ କାମରେ ଅଧିକ ଧ୍ୟାନ ଦେଉଛନ୍ତି ।

ବଲିଉଡ ଜଗତର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନସାଥି ସହିତ ବିବାହ କରି ନିଜ ଜୀବନକୁ ସୁଖମୟ କରିନେଇଛନ୍ତି । ଆଜି ଆମେ ବଲିଉଡର ସେହି ୪ ଟି ସୁନ୍ଦରୀ ମୁସଲିମ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହିନ୍ଦୁଧର୍ମର ଲୋକଙ୍କୁ ଜୀବନସାଥି ବାଛିନେଲେ ।

ନର୍ଗିସ ଓ ସୁନୀଲ ଦତ୍ତ

ଦିନ ଥିଲା ଯେତେବେଳେ ନର୍ଗିସ ରାଜ କପୁରଙ୍କୁ ଭଲ ପାଉଥିଲେ କିନ୍ତୁ ସେ ବିବାହିତ ଥିବାରୁ ନରଗିସ ସୁନୀଲ ଦତ୍ତଙ୍କ ପ୍ରାସ୍ତାବ ସ୍ଵୀକାର କରିଥିଲେ । କାରଣ ସୁନୀଲ ଦତ୍ତ ନରଗିସଙ୍କର ସହକଳାକାର ହେବା ସହିତ ତାଙ୍କର ବହୁତ ବଡ ପ୍ରଶଂସକ ଥିଲେ । ନରଗିସ ମୁସଲିମ ଝିଅ ଥିଲେ ଏବଂ ସୁନୀଲ ଦତ୍ତ ପଞ୍ଜାବୀ ପୁଅ ଥିଲେ । ଏମେନଙ୍କ ବିବାହରେ କିଛି ଅସୁବିଧା ଆସିଥିଲା କିନ୍ତୁ ଶେଷରେ ସବୁ ଠିକ ହୋଇଯାଇଥିଲା । ଏମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ହେଲେ ଏବଂ ଏମାନଙ୍କର ପୁଅ ବଲିଉଡର ଅଭିନେତା ସଞ୍ଜୟ ଦତ୍ତ ଅଟନ୍ତି ।

ମଧୁବାଲା ଓ କିଶୋର କୁମାର

ପୂର୍ବ ସମୟର ସୁନ୍ଦରୀ ଅଭିନେତ୍ରୀ ମଧୁବାଲା ନିଜର ଅଭିନୟ ଓ ସୌନ୍ଦର୍ଜ୍ୟ ପାଇଁ ସମସ୍ତଙ୍କର ହୃଦୟ ଜିତିଥିଲେ । ତାଙ୍କର ପ୍ରକୃତ ନାମ ମଧୁବାଲା ନୁହେଁ ମୁମତାଜ ଜାହାଁ ବେଗମ ଥିଲା । ସେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ ।

ସବାନା ଓ ମନୋଜ ବାଜପେୟୀ

ଫିଲ୍ମ କରିବ ଓ ହୋଗୀ ପ୍ୟାର କି ଜିତ ଭଳି ଫିଲ୍ମ ରେ ଅଭିନୟ କରିଥିବା ଅଭିନେତ୍ରୀ ସବାନା ନିଜ ସରଳ ଗୁଣ ଯୋଗୁ ସମସ୍ତଙ୍କର ହୃଦୟ ଜିତିଥିଲେ । ସେ ବଲିଉଡର ଆଭିନେତା ମନୋଜ ବାଜପେୟୀଙ୍କୁ ବିବାହ କରି ନିଜର ସଂସାର ଗଢିଥିଲେ ।

ଶୋହା ଅଲି ଖାନ ଓ କୃନାଲ ଖେମୁ

ପ୍ରସିଦ୍ଧ ଅଲି ପଟୌଦି ଓ ଅଭିନେତ୍ରୀ ସରମିଲା ଟ୍ୟାଗୋରଙ୍କ ଝିଅ ଶୋହା ଅଲି ଖାନ କୃନାଲ ଖେମୁଙ୍କୁ ଭଲ ପାଇଥିଲେ ଏହା ପରେ ଦୁଇ ଜଣ କିଛି ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ, ସାଥି ହୋଇ ରହିଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button