ଧନକୁ ଚୁମ୍ବକ ପରି ଟାଣନ୍ତି ଏହି 5 ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ? Ajira Anuchinta

ନମସ୍କାର ବନ୍ଧୁଗଣ । ବାସ୍ତୁ ଶାସ୍ତ୍ରଅନୁସାରେ ଆଖପାଖରେ ଥିବା ପଶୁପକ୍ଷୀମାନେ ମଣିଷର ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇଥାଏ । ଆଗାମୀ ଦିନମାନଙ୍କ ରେ କଣ ଘଟିବାକୁ ଯାଉଛି ତାହା ସମ୍ବନ୍ଧରେ କହିଥାଏ । ଶାସ୍ତ୍ର ଅନୁଯାୟୀ କିଛି ପକ୍ଷୀମାନଙ୍କୁ ଘରକୁ ଆସିବାକୁ ଦେବା କଥା ନୁହେଁ କାରଣ ତାହା ଅଶୁଭ ହୋଇଥାଏ । ମାତ୍ର କିଛି ପକ୍ଷୀମାନଙ୍କର ଘରକୁ ଆସିବା ଶୁଭ ସଂକେତ ମାନା ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କେଉଁ ପକ୍ଷୀଆସିବା ଶୁଭ ଓ କେଉଁ ଅପକ୍ଷ ଅଶୁଭ ତାହା ବିଷୟରେ କହିବୁ । ଆପଣ ଏହି ପୋଷ୍ଟ କୁ ଶେଷ ପର୍ଯ୍ଯନ୍ତ ନିଶ୍ଚୟ ପଢନ୍ତୁ ।1- କାଉ ଦେଖିବାକୁ କଳା ରଙ୍ଗ ଥିବା ହେତୁ କେହି ତାହାକୁ ପସନ୍ଦ କରନ୍ତୁ ନାହିଁ । ତାହାର ସ୍ଵର ମଧ୍ୟ କର୍ଣ୍ଣ କୁ ଭଲ ଲାଗିନଥାଏ । ମାତ୍ର ଶାସ୍ତ୍ର ଅନୁସାରେ କାଉ ଘରକୁ ଆସିବା ବା ତାହାର ସ୍ଵର ଘର ଭିତରକୁ ଶୁଭିବା ଭବିଷ୍ୟତ ର ସଂକେତମାନ ପ୍ରଦାନ କରନ୍ତି ।
ବହୁତ ଗୁଡାଏ କାଉ ଗୋଟେ ସ୍ଥାନରେ ବସି ଭୋବେଇବେ ତେବେ ତାହା ବହୁତ ଅଶୁଭ ସଂକେତ ହୋଇଥାଏ । କୋଣସି ବଡ ବିପଦ ଆସିବାର ସୂଚନା ଦେଇଥାଏ । ପରନ୍ତୁ ଆପଣ କାଉକୁ ରୁଟି ବା ପାଣି ପିଉ ଥିବାର ଦେଖିଥାନ୍ତି ତେବେ ତାହା ଶୁଭ ହୋଇଥାଏ । ଆପଣଙ୍କ ଜୀବନରେ କୋଣସି ଭଲ ଘଟଣା ର ସଂକେତ ଦେଇଥାଏ ।




