ଜ୍ୟୋତିଷ

ଭୁଲରେ ବି କେବେ ଏହି ୩ ରାଶିର ବ୍ୟକ୍ତି ସୁନା ମୁଦି ପିନ୍ଧନ୍ତୁ ନାହିଁ- ନଚେତ ହୋଇପାରେ ବଡ ଅଘଟଣ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ  କେଉଁ ସବୁ ରାଶିର ଲୋକେଙ୍କ ପାଇଁ ସୁନା ମୁଦି ପିନ୍ଧିବା ମନା । ଯଦି ଏମାନେ ଭୁଲରେ ବି ପିନଧନତି ସୁନା ମୁଦି ତେବେ ଏମାନଙ୍କ ସହ ଘଟିପାରେ ଅଘଟଣ । ତେବେ ଆମ ଦେଶରେ ସମସ୍ତ ନାରୀ ଓ ପୁରୁଷ ସୁନା ମୁଦି ପାଇଁ ପାଗଳ । ଏମାନେ ସୁନା ପିନ୍ଧିବାକୁ ଏତେ ଭଲ ପାଆନ୍ତି ଯେ କିଛି ବି କାରଣ ହେଉ ଏମାନେ ସୁନା କିଣିବା ପାଇଁ ପଳାଇଥାନ୍ତି । ଦାମ ଯେତେ ଅଧିକ ଥାଏ କିଛି ଲୋକ ତ ସେତେ ଅଧିକା ସୁନା କିଣନ୍ତି ।

ତେବେ ଅନ୍ୟ ଧାତୁ ଭଳି ସୁନା ମଧ୍ୟ ଏକ ଧାତୁ । ଯେମତି ବାକି ସବୁ ଧାତୁ କୌଣସି ନା କୌଣସି ଗ୍ରହ ସହ ଜଡିତ ସେମିତି ସୁନା ମଧ୍ୟ ଗ୍ରହ ସହ ଜଡିତ । ଏବଂ ସେହି ସବୁ ରାଶି ଯାହାର କିଛି ଗ୍ରହ ଡୋସା ଅଛି ବା ଯେଉଁ ଗ୍ରହ ଏହି ଧାତୁ ସହ ଜଡିତ ଯଦି ସେହି ଗ୍ରହ ଆପଣଙ୍କର ଖ୍ଯାତି କାରକ ଅଟନ୍ତି ତେବେ ଆପଣଙ୍କୁ ସୁନା ମୁଦି ଠାରୁ ଦୂରେଇ ରହିବା ଦରକାର । ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶିର ଲୋକଙ୍କ ପାଇଁ ସୁନା ମୁଦି ପିନ୍ଧିବା ବହୁତ କ୍ଷତି କରାକ ହୋଇଥାଏ । ସୁନା ରବି ଗ୍ରହଙ୍କ ସହ ଜଡିତ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ସୁନା ମୁଦି ପିନ୍ଧିବା ମନା ।

 

ବୃଷ –

ରବି ଗ୍ରହ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି । ଯେହେତୁ ସୁନା ରବିଙ୍କ ସହ ଜଡିତ ସେଥିପାଇଁ ଏହାକୁ ଧାରଣ କଲେ ଆପଣଙ୍କର ସର୍ବଦା କାମ ରେ ବ୍ୟାଘାତ ଘଟିବ । ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବ । କୌଣସି କାମ କରିବାକୁ ଗଲେ ଏହା ସଫଳ ହେବ ନାହିଁ । ତେଣୁ ଯଥା ସମ୍ଭବ ଏଥିରୁ ଆପଣ ଦୂରେଇ ରୁହନ୍ତୁ ।

ମୀନ –

ମୀନ ରାଶିର ଅଧିପତି ଗ୍ରହ ହେଉଛନ୍ତି ରବିଙ୍କର ଶତ୍ରୁ ଗ୍ରହ । ତେଣୁ ଯଦି ମୀନ ରାଶିର ବ୍ୟକ୍ତି ସୁନା ମୁଦି ଧାରଣ କରନ୍ତି ତେବେ ଏହା ସେମାନଙ୍କ ପାଇଁ ବହୁତ ଖରପା ଦିନ ଆଣି ଦେବ । ତେଣୁ ଏମାନେ ସୁନା ଠାରୁ ଯେତେ ଦୂରରେ ରହିବେ ସେତେ ଏମାଙ୍କ ପାଇନ ଭଲ ।

 

କର୍କଟ –

ଏମାନେ ଅନ୍ୟ କୌଣସି ବି ଧାତୁର ମୁଦି ପିନ୍ଧି ପାରିବେ କିନ୍ତୁ ସୁନା ପିନ୍ଧିବା ହେତୁ ଏମାନଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡେ । ତେବେ ଏମାନେ ମଧ୍ୟ ଏହି ଧାତୁ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button