କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ହେଲୋ ସାଙ୍ଗ ମାନେ । ଆପଣଙ୍କ ଲାଇଫରେ କେହି ନା କେହି ହମସଫର ନିଶ୍ଚୟ ଥିବେ । ତେବେ ସେହି ହମସଫର ବେଳେବେଳେ କିଛି ନ କହି ଆପଣଙ୍କୁ କିଛି ମ୍ଯାସେଜ ଦେବାକୁ ଚେଷ୍ଟା କରିଛନ୍ତି ଇସାରା ରେ । ଯାହାକୁ କିଛି ପ୍ରେମୀ ଯୁଗଳ ବୁଝିପାରନ୍ତି ତ ଆଉ କେହି ବୁଝିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି ନମ୍ବର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ ।
୧- ଯଦି ଆପଣଙ୍କୁ ପ୍ରଥମ କଳସୀ ଟି ଅଧିକ ଆକର୍ଷିତ କରିଛି ତେବେ ସେ ଆପଣଙ୍କ କ୍ୟାରିୟରକୁ ନେଇ ଜଡିତ ଥିଲେ ପଜେଟିଭ ଅଛନ୍ତି । ସେ ଆପଣଙ୍କ ଠାରୁ ଆଗକୁ ଯିବାକୁ ଚାହୁଁଛନ୍ତି । ସେ ଆପଣଙ୍କର ବନ୍ଧୁ ବା ଲଭର ହୋଇପାରନ୍ତି । ସେ ଆପଣଙ୍କୁ ହରାଇବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ପଛରେ ପକାଇ ଆଗକୁ ଯିବାକୁ ଚାହୁଁଛନ୍ତି କିନ୍ତୁ ପଜେଟିଭ ଉପାୟରେ ।
୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ କଳସୀ ଟି ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି । ଆପଣ କିଛି ଲୁଚାଉଛନ୍ତି ଏହାକୁ ନେଇ ସନ୍ଦେହରେ ଅଛନ୍ତି । ଆପଣ ଯେତେ ପ୍ରେମ ଦେଖାଇବେ ସେ ଭାବିବେ ଆପଣ ତାଙ୍କ ଠାରୁ କିଛି ଚାହୁଁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ସନ୍ଦେହ ଅଛି କି ଏମିତି ଆପଣ କଣ ପାଇଁ କରୁଛନ୍ତି । ସେ ଭାବୁଛନ୍ତି ଆପଣ ତାଙ୍କୁ ଧୋକା ଦେଉଛନ୍ତି । ତାଙ୍କୁ ଲାଇଫରେ ଏମିତି ଅନେକ ଲୋକ ଆଗରୁ ମିଳିସାରିଛନ୍ତି ଯାହା ପାଇଁ ସେ ଏମିତି ଭାବୁଛନ୍ତି ।
୩- ଆପଣ ଯଦି ତୃତୀୟ କଳସୀ ଟି ବାଛିଛନ୍ତି ତେବେ ସେ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଆପଣ ତାହା କରୁ ନାହାନ୍ତି । ପୁରୁଣା ସ୍ମୃତି କୁ ସେ ଭୁଲିବାକୁ ଚାହୁଁଛନ୍ତି । ତାଙ୍କ ମନରେ ଆପଣଙ୍କୁ ନେଇ ଏମିତି ଭାବନା ଅଛି କି ଆପଣ ନିଜର ଭୁଲ ଲୁଚାଇଥାନ୍ତି କିନ୍ତୁ ଅନ୍ୟ ର ଭୁଲ କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଆପଣ ଯେବେ ସମସ୍ଯା ଆସିଥାଏ ସବୁ କିଛି ଦୋଷ ଅନ୍ୟ ଉପରେ ପଡି ଦେଇଥାନ୍ତି ।
୪- ଯଦି ଆପଣ ଚତୁର୍ଥ କଳସୀଟି ଚୟନ କରିଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ ଖାଲି ଭଲ ପାଇବା ଅଛି । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣଙ୍କୁ ନେଇ ଅପେକ୍ଷାରେ ଅଛନ୍ତି । ସେ ଆପଣଙ୍କ ପାଇଁ କିଛି କରିପାରନ୍ତି । ଆପଣ ଦୁହେଁ ବନ୍ଧୁ, ସ୍ଵାମୀ-ସ୍ତ୍ରୀ ବା ଲଭର୍ସ ହୋଇପାରନ୍ତି । ସେ ଆପଣଙ୍କୁ ବ୍ଲକ କରିଥିଲେ ବି ବହୁତ ଭଲ ପାଉଛନ୍ତି ।
୫- ଆପଣ ଯାହାଙ୍କ ପାଇଁ ପଞ୍ଚମ କଳସୀ ଚୁଜ କରିଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ ସମ୍ମାନ ଅଛି । ସେ ବହୁତ ଚିନ୍ତାରେ ଅଛନ୍ତି ଆପଣଙ୍କୁ ନେଇ । ଆପଣ ଛୋଟ ଛୋଟ କଥାରେ ରାଗିଛନ୍ତି । ଆପଣଙ୍କୁ ନେଇ ଏମିତି ଏନର୍ଜି ରହିଛି ଯାହା ସଚ୍ଚା ବନ୍ଧୁ ପାଖରେ ଥାଏ । ସେ ଆପଣଙ୍କ ବିଷୟରେ ଭୁଲ ଭାବନ୍ତି ନାହିଁ । ଆପଣ ଝଗଡା କରିବାକୁ ବାହାନା କରିଥାନ୍ତି ।