ମନୋରଞ୍ଜନ

ବିଶ୍ୱାସ ନହେଲେବି ସତ ପାଣି ଭିତରେ ଶହ ଶହ ଶିବଲିଙ୍ଗ ଦେଖନ୍ତୁ ସାମ୍ନାକୁ ଆସିଲା ଅଦ୍ଭୁତ ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅନେକ ଥର ଅନେକ ମନ୍ଦିର ଯାଇଥିବେ। ସେଠାରେ ଦର୍ଶନ ମଧ୍ୟ କରିଥିବେ ଏବଂ ନିଜ ମନୋକାମନା କୁ ପୂର୍ଣ୍ଣ କରିବା ପାଇଁ ଅନେକ ମାନସିକ ମଧ୍ୟ ରଖିଥିବେ।
Special report
ତେବେ ଆପଣ ମନ୍ଦିରକୁ ଯାଇ ସେଠାରେ ଶାନ୍ତି ମଧ୍ୟ ପାଇଥାନ୍ତି ଆପଣଙ୍କ ଆତ୍ମା କୁ ମଧ୍ୟ ଶାନ୍ତି ମିଳିଥାଏ। ତେବେ ଆମ ଭାରତରେ ଅନେକ ଏଭଳି ମନ୍ଦିର ମଧ୍ୟ ରହିଛି ଯେଉଁଠି ଅନେକ ରହସ୍ୟ ମାନ ଲୁଚି ରହିଛି। ତେବେ ବନ୍ଧୁଗଣ ଆଜି ବି ରହସ୍ୟ ଘେରରେ ରହିଛି ଶହ ଶହ ଶିବ ଲିଙ୍ଗ।
ଏ ବିଷୟରେ କେହି ବି ଜାଣିନଥିବେ। ଯେଉଁଠି କି ସାତଜନ୍ମର ପାପ ନଷ୍ଟ ହେବା ସହିତ ପୂର୍ଣ୍ଣ ମିଳିଥାଏ। ପାଣି ଭିତରେ ରହିଛି ଶହ ଶହ ଶିବଲିଙ୍ଗ। ଶହ ଶହ ଶିବଲିଙ୍ଗ ପାଣିର ଘେରୋରେ ରହିଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Special report
ଶହ ଶହ ଶିବଲିଙ୍ଗ ଦେଖିବା ପାଇଁ ଅନେକ ଭକ୍ତଙ୍କର ଭିଡ଼ ଜମିଛି। ଲୋକ ମାନେ ମାନସିକ ରଖି ଜଳାଭିଶେଖ କରିଥାନ୍ତି। କିନ୍ତୁ ଏଠାରେ ନଦୀ ହିଁ ମହାଦେବଙ୍କର ପ୍ରଥମେ ଜଳାଭିଶେଖ କରିଥାଏ।
Special report
ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ସରିସ୍ ଅଞ୍ଚଳରେ। ଏହି କିଶୋରମାଳା ନଦୀର ପଥର ଉପରେ ଦେଖିବାକୁ ମିଳୁଛି ଶହ ଶହ ଶିବଲିଙ୍ଗ। ଏହି ଶିବଲିଙ୍ଗ ରାଜା ସଦାଶିବ ରାୟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ମାଣ ହୋଇଥିଲା।
ଏହିସବୁ ଶିବଲିଙ୍ଗ ଗୁଡ଼ିକୁ ଏପରି ଭାବେ ନିର୍ମାଣ କରଯାଇଛି କି ଯେପରି ନଦୀରେ ହିଁ ସମସ୍ତ ଶିବଲିଙ୍ଗ ଜଳାଭିଶେଖ ହୋଇପାରିବ। ସେହି ସ୍ଥାନକୁ ସହସ୍ର ଶିବଲିଙ୍ଗ ମଧ୍ୟ କୁହାଯାଏ।
Special report
ବିଶେଷକରି ଏହି ସ୍ଥାନର ମହତ୍ତ୍ଵ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଠାରେ କିଛି ମାନସିକ ରଖି ପୂଜା କଲେ ବା ଜଳାଭିଶେଖ କଲେ ମହାଦେବ ସମସ୍ତଙ୍କର ମଙ୍ଗଳାକାମନା କରିବା ସହିତ ଆଶୀର୍ବାଦ ଦେଇଥାନ୍ତି। ଅନେକ ଦିନର ପାପ କ୍ଷୟ ହେବା ସହିତ ପୁଣ୍ୟ ଅର୍ଜନ ହୋଇଥାଏ।
ଶ୍ରାବଣ ମାସରେ ଏଠାରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଜମିଥାଏ। ଏଠାରେ ଜଲାଭିଶେଖ ମଧ୍ୟ କରିଥାନ୍ତି। ବିଶ୍ବାସ ରହିଛି ଶହ ଶହ ଶିବଲିଙ୍ଗଙ୍କୁ ଦର୍ଶନ କଲେ କୋଟିଏ ଜନ୍ମର ପୁଣ୍ୟ ଫଳ ମିଳିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button