ଆମ୍ବ ଗଛ ତଳେ ଅନ୍ଧ, ଘୁଙ୍ଗା, ଛୋଟା ଓ କାଲା ବସିଥିଲେ । ଆମ୍ବ ଯଦି ପଡେ ତ ପ୍ରଥମେ କିଏ ଉଠାଇବ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ତାହା ଏମିତି କଣ ଯାହାକୁ ପୁରୁଷ ଲୁଚାଇଥାଏ ଓ ସ୍ତ୍ରୀ ଦେଖାଇ ଚାଲିଥାଏ ?
ଉତ୍ତର- ପର୍ସ ।
2- କେଉଁ ଦେଶକୁ ରାତିର କ୍ଷେତ କୁହାଯାଏ ?
ଉତ୍ତର- ନରୱେ ।
3- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ହୁଏ ନାହିଁ ?
ଉତ୍ତର- କାଶ୍ମୀର ।
4- ତାହା କଣ ଯାହା ପୁରା ଗାଁ ରେ ବୁଲିଥାଏ କିନ୍ତୁ ମନ୍ଦିରକୁ ଯିବାକୁ ଡରିଥାଏ ?
ଉତ୍ତର- ଚପଲ ।
5- ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି ?
ଉତ୍ତର- ଆପଣଙ୍କ ନାମ ।
6- କେଉଁ ଦେଶର ଲୋକେ ସାପ ଖାଇଥାନ୍ତି ?
ଉତ୍ତର- ଚୀନ ।
7- କେଉଁ ପରିବା ଖାଇଲେ ଦାନ୍ତ ସଫା ରୁହେ ?
ଉତ୍ତର- ଅମୃତଭଣ୍ଡା ।
8- ଶରୀରରେ କେଉଁ ଜିନିଷ ସବୁବେଳେ ଗୋଲ ରୁହେ ?
ଉତ୍ତର- ଜିଭ ।
9- ମୁଁ ସମୁଦ୍ରରେ ଜନ୍ମ ହୁଏ ଓ ଆପଣଙ୍କ ଘରେ ରୁହେ ମୁଁ କିଏ ?
ଉତ୍ତର- ଲୁଣ ।
10- ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ପିଛା ଚାଡେ ନାହିଁ ?
ଉତ୍ତର- ଛାଇ ।
11- ଏମିତି କେଉଁ ଜିନିଷ ଅଛି ଯାହା ଯେତେ ଅଧିକ ବଢିଥାଏ ସେତେ କମିଥାଏ ?
ଉତ୍ତର- ବୟସ ।
12- କେଉଁ ଦେଶରେ ସବୁଠୁ ଅଧିକ ଧନୀ ଲୋକେ ରୁହନ୍ତୁ ?
ଉତ୍ତର- ଲଣ୍ଡନ ।
13- ମଣିଷ ପ୍ରଥମେ କେଉଁ ଫଳ ଖାଇଥିଲା ?
ଉତ୍ତର- ଖଜୁରୀ ।
14- ମସାର ଆୟୁଷ କେତେ ହୋଇଥାଏ ?
ଉତ୍ତର- 14ରୁ 56 ଦିନ ।
15- ଦୁନିଆର ସବୁଠୁ ଓଜନିଆ ସାପର ନାମ କଣ ?
ଉତ୍ତର- ଏନାକୋଣ୍ଡା ।
16- ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?
ଉତ୍ତର- 5ଟି ।
17- ଏମିତି କଣ ଯାହା ହୃଦୟରେ ଅଛି ମନରେ ଅଛି କିନ୍ତୁ ଧଡକନରେ ନାହିଁ ?
ଉତ୍ତର- ଆମିର ଖାନ ।
18- ଦୁନିଆରେ ସବୁଠୁ ଛୋଟ ମହିଳା କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଭାରତ ।
19- ଆମ୍ବ ଗଛ ତଳେ ଅନ୍ଧ, ଘୁଙ୍ଗା, ଛୋଟା ଓ କାଲା ବସିଥିଲେ । ଆମ୍ବ ଯଦି ପଡେ ତ ପ୍ରଥମେ କିଏ ଉଠାଇବ ?
ଉତ୍ତର- ଘୁଙ୍ଗା, କାଲା, ଛୋଟା ମଧ୍ୟରୁ ଯିଏ ଜୋର ରେ ଦୌଡିବ ସେ ପ୍ରଥମେ ଆମ୍ବ ଉଠାଇବ ।