10 ଜୁଲାଇ ଶ୍ରାବଣର ପ୍ରଥମ ସୋମବାର, ଏହି ଗଛରେ ବାନ୍ଧନ୍ତୁ ସବୁଜ ରଙ୍ଗର ଚୁଡ଼ି, 24 ଘଣ୍ଟାରେ ଦେଖିବେ ଚମତ୍କାର ।

ବନ୍ଧୁଗଣ ଶ୍ରାବଣ ମାସ ଋ ମର୍ଯ୍ୟାଦା ଓ ଭକ୍ତିର ମାସ ହୋଇଥାଏ । ଶ୍ରାବଣର ପୁରା ମାସରେ ଭଗବାନ ଶିବ ବହୁତ ପ୍ରସନ୍ନ ମୁଦ୍ରାରେ ଥାନ୍ତି । ଏମିତି ମାନାଯାଏ ଏହି ମାସରେ ଶିବ ଜୀ ଙ୍କ ପୂଜା ପାଠ କରିବା ଦ୍ଵାରା ସେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଏହି ମାସର ଅନେକ ପୌରାଣିକ କଥା ଓ ଧାର୍ମିକ ମାନ୍ୟତା ମଧ୍ୟ ଅଛି । ଏଥିପାଇଁ ଶ୍ରାବଣ ମାସରେ ଲୋକେ କିଛି ନିୟମର ପାଳନ କରିଥାନ୍ତି । ଏହି ମାସରେ ଶିବ ଜୀ ଭୂ-ଲୋକ କୁ ଆସିଥାନ୍ତି । ଆଜି ଆମେ ଜାଣିବା ଶ୍ରାବଣ ମାସରେ ସବୁଜ ଚୁଡି କେଉଁ ଗଛରେ ବାନ୍ଧିଲେ ଚମତ୍କାର ହୋଇଥାଏ ।
ମହାଦେବ ଙ୍କୁ 3ଟି ଗଛ ଅତ୍ୟନ୍ତ ପ୍ରିୟ ଅଟେ ଓ ଏହି ଗଛର ପୂଜା କରିବା ଦ୍ଵାରା ଶିବ ପୂଜା କରିବାର ଫଳ ପ୍ରାପ୍ତ ହୁଏ । ମଣିଷ ଜାତିର କଲ୍ୟାଣ ପାଇଁ ଭଗବାନ ଶିବ ଓ ପାର୍ବତୀ ଏହି ଗଛରେ ଅବତରଣ କରିଥିଲେ । ସବୁଜ ରଙ୍ଗ ସୌଭାଗ୍ୟ ଓ ଉଲ୍ଲାସର ପ୍ରତୀକ ମାନାଯାଇଥାଏ । ଯାହା ମନକୁ ଆନନ୍ଦିତ କରିଥାଏ । ସବୁଜ ରଙ୍ଗ ପ୍ରକୃତିର ସ୍ୱରୂପ ମାନାଯାଏ ।
ଶ୍ରାବଣ ମାସରେ ମହାଦେବଙ୍କୁ ଚଢା ଯାଇଥିବା ବେଲପତ୍ର, ଦୁଦୁରା, ଭାଙ୍ଗ, ଦୁବ ସବୁଜ ରଙ୍ଗର ହୋଇଥାଏ । ଶ୍ରାବଣ ମାସରେ ଯେଉଁ ନାରୀ ସବୁଜ ରଙ୍ଗର ଚୁଡି ପିନ୍ଧିଥାନ୍ତି, ବସ୍ତ୍ର ଧାରଣ କରିଥାନ୍ତି ସେମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି । ଏବେ ଆସନ୍ତୁ ଜାଣିବା କେଉଁ ଗଛରେ ସବୁଜ ଚୁଡି ବାନ୍ଧିଲେ ଦୁର୍ଭାଗ୍ୟ ଦୂର ହୁଏ ।
1- ସମୀଗଛ : ଏହି ଗଛକୁ ମାତା ପାର୍ବତୀ ଓ ମହାଦେବଙ୍କ ମିଶ୍ରିତ ସ୍ୱରୂପ କୁହାଯାଏ । ଶ୍ରାବଣ ମାସରେ ପ୍ରଦୋଷ କାଳ ସମୟରେ ଛୁଇଁବା ଦ୍ଵାରା କଷ୍ଟ, ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ଗଛରେ ଦୁଇ ଯୋଡା ସବୁଜ ରଙ୍ଗର ଚୁଡି ବା ଶ୍ରୀଙ୍ଗାର ବାନ୍ଧିଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।
2- ଦୁଦୁରା ଗଛ : ଦୁଦୁରା ଗଛ ମହାଦେବଙ୍କର ଉଗ୍ର ରୂପ କାଳ ଭୈରବଙ୍କ ଅଂଶରୁ ଉତପତି ହୋଇଛି । ମାନ୍ୟତା ଅଛି ଶିବଲିଙ୍ଗରେ ଦୁଦୁରା ଫୁଲ ଓ ପାତ୍ର ଚଢାଇବା ଦ୍ଵାରା ରାହୁ-କେତୁ ଶନିଙ୍କ କୁ-ପ୍ରଭାବ କମ ହୋଇଥାଏ । ଶ୍ରାବଣ ମାସରେ ଦୁଦୁରା ଗଛରେ ଦୁଇ ଯୋଡା ସବୁଜ ଚୁଡି ବାନ୍ଧିଲେ ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ ।
3- ବେଲଗଛ : ପୁରାଣରେ ସ୍ପଷ୍ଟ ଲେଖାଅଛି କି ବେଲଗଛ ମାତା ପାର୍ବତୀଙ୍କ ଝାଳରୁ ଉତପନ ହୋଇଥିଲା । ବେଲପତ୍ର ବିନା ମହାଦେବ ପ୍ରସନ୍ନ ହୋଇ ନ ଥାନ୍ତି । ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ବେଲଗଛ ପୂଜା କରିବା ସହ ସନ୍ଧ୍ୟାରେ ଘିଅ ଦୀପ ଜାଳିଲେ ତାହା ତୀର୍ଥ ଭ୍ରମଣ ସହ ସମାନ ହୋଇଥାଏ ।
ଶ୍ରାବଣର ସୋମବାରରେ ବେଲଗଛ ରେ କଞ୍ଚା କ୍ଷୀର ଅର୍ପଣ କରିଲେ ଯେ କୌଣସି ଇଚ୍ଛା ପୂରଣ ହୋଇଥାଏ । ଶ୍ରାବଣ ମାସରେ ସନ୍ଧ୍ୟାରେ ବେଲଗଛରେ ଦୁଇ ଯୋଡା ସବୁଜ ଚୁଡି ବାନ୍ଧିଲେ ଯାହା ବି ମନସ୍କାମନା ଥିବ ତାହା ମାତ୍ର 24 ଘଣ୍ଟା ମଧ୍ୟରେ ପୂରଣ ହେବ ।