ଦେଶ- ବିଦେଶ

ପଇସା ଗଣି ଗଣି ଥକିଯିବେ 100 ବର୍ଷ ପରେ 10 ଜୁଲାଇ ରେ କାଳସର୍ପ ଯୋଗ ଏହି 7ଟି ରାଶି ହେବେ କୋଟିପତି ।

ବନ୍ଧୁଗଣ ପଇସା ଗଣି ଗଣି ଥକିଯିବେ ଦୀର୍ଘ 100 ବର୍ଷ ପରେ ଜୁଲାଇ 10ରେ ଶ୍ରାବଣ ମାସର ପ୍ରଥମ ସୋମବାରର ରେ ଗ୍ରହରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଭଗବାନ ଶିବ ଙ୍କ କୃପାରୁ କାଳସର୍ପ ଯୋଗ କାରଣରୁ ଏହି 7ଟି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି । ମହାଦେବ ଏମାନଙ୍କ ଜୀବନରୁ ସବୁ କଷ୍ଟ ଦୂର କରିବାକୁ ଯାଉଛନ୍ତି । ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି ହିଁ ଖୁସି । ଏମାନଙ୍କ ଭାଗ୍ଯର ଉଦୟ ହେବାକୁ ଯାଉଛି । ଏମାନେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ଅଧିକ ରହିଛି । ଆପଣଙ୍କୁ ଧନ ଲାଭ ସହ ବ୍ୟାପାରରେ ଖୁବ ବୃଦ୍ଧି ଦେଖିବାକୁ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ଅଛି । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।

ତୁଳା ରାଶି : ଭଗବାନ ଭୋଳାନାଥଙ୍କ କୃପାରୁ ଆପଣ ଧନରେ ମାଲମାଲ ହେବାକୁ ଯାଉଛନ୍ତି । ଆଗାମୀ ସମୟ ବେହତର ସାବ୍ୟସ୍ତ ହେବ । ଆପଣଙ୍କ ଜୀବନରେ ଅପାର ଖୁସି ଆସିବାକୁ ଯାଉଛି । ସମାଜ ଦ୍ଵାରା ଖୁବ ତାରିଫ କରାଯିବ ।

କୁମ୍ଭ ରାଶି : ମହାଦେବଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । ଅନେକ ପ୍ରକାରର ବଡ ବଡ ପରିବର୍ତ୍ତନ ଦେଖାଯିବ । ବଡ ଖୁସି ଖବର ମିଳିବାର ଯୋଗ ଅଛି । ମେହନତର ପୂର୍ଣ୍ଣ ରୂପରେ ଫଳ ମିଳିବ । ସବୁ ପ୍ରକାରର ସଫଳତା ପୂର୍ଣ୍ଣ ହେବ । ପରିବାର ଓ ବନ୍ଧୁଙ୍କ ସହଯୋଗ ପାଇବେ ।

କନ୍ୟା ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବଢିବ । ପରିବାର ସହ ସୁଖୀ ଜୀବନ ବିତାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ବିଜନେସରେ ଭଲ ଲାଭ ହେବ ।

ବୃଷ ରାଶି : ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନରେ ଖୁଶିର ଭଣ୍ଡାର ମିଳିବାକୁ ଯାଉଛି । ଆର୍ଥିକ ଲାଭର ଅନେକ ଅବସର ମିଳିବ । ଏହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ନୂଆ ବାହନ କ୍ରୟ କରିବାର ଯୋଗ ଅଛି । ବଡ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

ସିଂହ ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ବର୍ଷା ହେବ । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଖୁସି ଖବର ମିଳିପାରେ । ଚାକିରିରେ ପ୍ରମୋଶନ ହୋଇପାରେ ।

ବିଛା ରାଶି : ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଥିଲେ ତାହା ପୂରଣ ହେବ । ଏବେ ଆପଣଙ୍କୁ ସବୁ କିଛି ମିଳିବ ଯାହାର ଆପଣ ହକଦାର ଅଟନ୍ତି । ଅନେକ ଅବସର ମିଳିବ ଯାହା ଆପଣଙ୍କ ଜୀବନର ଦିଶା ବଦଳାଇ ଦେବ । ଆପଣଙ୍କ ଜୀବନରେ ଏବେ ଖୁସି ହିଁ ଖୁସି ଆସିବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button