ମନୋରଞ୍ଜନ

ଓଲିଉଡ ହିରୋ ମାନଙ୍କର ପ୍ରକୃତ ସ୍ତ୍ରୀ କିଏ ? କାହା ସ୍ତ୍ରୀ ବେସୀ ସୁନ୍ଦର… ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡ ଜଗତରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଓ ଜବରଦସ୍ତ ଅଭିନୟ ମାଧ୍ୟମରେ ଲୋକଲୋଚନ କୁ ଆସିପାରିଛନ୍ତି । ସେମାନେ ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଜାଣିବା ଓଲିଉଡ ଜଗତର କଳାକାରଙ୍କର ପକୃତ ସ୍ତ୍ରୀ ମାନେ କିଏ ଅଟନ୍ତି ।

1- ଅର୍ଦ୍ଧେନ୍ଦୁ ସାହୁ : ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ଯିଏ କି ଅନେକ ସରତା ଓଡିଆ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ପଲକି ମହାରଥୀ ।

2- ଆକାଶ ପଟ୍ଟନାୟକ : ଓଲିଉଡ ଜଗତର ସୁପର ହିରୋ ହେଉଛନ୍ତି ଆକାଶ । ତାଙ୍କର ସ୍ତ୍ରୀ ଙ୍କ ନାଁ ଶୁଭ୍ରଜ୍ଯୋତି ହାଥୀ ।

3- ପପୁ ପମ ପମ : ଆମ ଲିଷ୍ଟର ତୃତୀୟ ରେ ଅଛନ୍ତି ଓଲିଉଡର କମେଡି କିଙ୍ଗ ପପୁ ପମ ପମ ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତାଙ୍କ ସ୍ତ୍ରୀ ଙ୍କ ନାଁ ସଂଗୀତା ଶତପଥି ।

4- ଅଭିଷେକ ରଥ : ଆମ ଲିଷ୍ଟର ଚତୁର୍ଥ ରେ ଅଛନ୍ତି ଅଭିନେତା ଅଭିଷେକ ରଥ । ଯି ତାଙ୍କ ସ୍ତ୍ରୀ ଙ୍କ ନାଁ ଐଶ୍ବରୀୟା ରଥ ।

5- ସମ୍ବିତ ଆଚାର୍ଯ୍ୟ : ଓଲିଉଡ ଇଣ୍ଡଷ୍ଟ୍ରି ର ଚକଲେଟ ହିରୋ ଭାବେ ପରିଚିତ ସମ୍ବିତ ଆଚାର୍ଯ୍ୟ ଅନେକ ସାରା ହିଟ ମୁଭି ରେ ନଜର ଆସିଛନ୍ତି । ତାଙ୍କ ସ୍ତ୍ରୀ ଙ୍କ ନାଁ ସାଇଁନୋ ମହାପାତ୍ର ।

6- ପିଣ୍ଟୁ ନନ୍ଦ : ଓଲିଉଡ ର ବରିଷ୍ଠ ତଥା ଦିଗଜ ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ । ଏବେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ସ୍ତ୍ରୀଙ୍କ ନାଁ ପ୍ରତିଭ ନନ୍ଦ ।

7- ଅମ୍ଳାନ ଦାସ : ସ୍ବର୍ଗତଃ ମିହିର ଦାସ ଙ୍କ ପୁଅ ତଥା ଓଲିଉଡ ଜଗତରେ ଅନେକ ସାରା ଫିଲ୍ମରେ ନଜର ଆସିଥିବା ଅଭିନେତା ହେଉଛନ୍ତି ଅମ୍ଳାନ ଦାସ । ତାଙ୍କ ସ୍ତ୍ରୀଙ୍କ ନାଁ ଭୂମିକା ଦାସ ।

8- ଅରିନ୍ଦମ ରଏ : ଆମ ଲିଷ୍ଟର ଅଷ୍ଟମ ରେ ଅଛନ୍ତି ଅରିନ୍ଦମ ରଏ କିଏ କି ଅଲିଉଡ ରେ ଜଣାଶୁଣା କଳାକାର ଭାବେ ପରିଚିତ ଅଟନ୍ତି । ତାଙ୍କର ସ୍ତ୍ରୀଙ୍କ ନାଁ ଅନୁପା ଦାସ ।

9- ସିଦ୍ଧାନ୍ତ ମହାପାତ୍ର : ଓଲିଉଡ ଜଗତର ସୁପର ଷ୍ଟାର ତଥା ଦିଗଜ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ତାଙ୍କ ସ୍ତ୍ରୀଙ୍କ ନାଁ ମାମା ମିଶ୍ର ।

10- ସବ୍ୟସାଚୀ ମିଶ୍ର : ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ତଥା ନାମିଦାମି ହିରୋ ହେଉଛନ୍ତି ସବ୍ୟସାଚୀ । ତାଙ୍କ ସ୍ତ୍ରୀଙ୍କ ନାଁ ଅର୍ଚ୍ଚିତା ସାହୁ ।

11- ଅନୁଭବ ମହାନ୍ତି : ଓଲିଉଡର ନାମିଦାମି କଳାକାର ହେଉଛନ୍ତି ଅନୁଭବ ମହାନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ବର୍ଷା ପ୍ରିୟଦର୍ଶିନୀ ।

12- ବାବୁସାନ ମହାନ୍ତି ; ଓଲିଉଡ ଇଣ୍ଡଷ୍ଟ୍ରିର ଚକଲେଟ ବଏ ହେଉଛନ୍ତି ବାବୁସାନ ମହାନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ତୃପ୍ତି ଶତପଥି ।

13- ଶୁଭାଶିସ ଶର୍ମା : ଓଡିଆ ଜଗତରେ ଅନେକ ସିରିଏଲରେ ଅଭିନେତା ସୁବହସିସ ନଜର ଆସିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ଆନିଶା ଶର୍ମା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button